Sign in
Sign in
Recover your password.
A password will be e-mailed to you.
ଉମରକୋଟ ସହରରେ ବିଶାଳ ହିନ୍ଦୁ ରାଲି
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମା କାଳୀ ମନ୍ଦିର ନିକଟରୁ ଏକ ବିଶାଳ ହିନ୍ଦୁ ରାଲି ବାହାରି ରାଜ୍ୟ ରାଜପଥ ଉପର ଦେଇ ବିଭିନ୍ନ ହିନ୍ଦୁ ସୁରକ୍ଷା ନାରା ଦେଇ ମା ପେଣ୍ଡ୍ରାଣୀ ମନ୍ଦିର ନିକଟରେ ପହଞ୍ଚି ଥିଲେ l ସେଠାରେ ହିନ୍ଦୁ ସୁରକ୍ଷା ସମିତି ଓ ଆର୍ ଏସ୍ ଏସ୍ ସଂଘ!-->…
ଛତ୍ରପୁର ବ୍ଳକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣୀ
ଛତ୍ରପୁର : ଛତ୍ରପୁର ବ୍ଲକସ୍ତରୀୟ ଏମ.ଜି.ଏନ.ଆର.ଇ.ଜି.ଏସ. ଜନଶୁଣାଣୀ ବୁଧବାର ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଉପ-ଜିଲାପାଳ ଦେବଦତ୍ତ ମହନ୍ତ ଯୋଗଦେଇ କାର୍ଯ୍ୟ ନିର୍ବାହ କରିଥିଲେ ।୨୦୨୩ ଅକ୍ଟୋବର ୧ ତାରିଖରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହୋଇଥିବା!-->…
ଚିକିଟୀ ପ୍ରେସ କ୍ଲବର ୩୧ତମ ସାଧାରଣ ବୈଠକ
ଚିକିଟୀ : ଏହି ବ୍ଲକ ଚିକିଟୀ ପେଣ୍ଠ ତୈଳିକ ସମାଜ କୋଠଘର ନିକଟରେ ବୁଧବାର ଅପରାହ୍ନ ରେ ଚିକିଟୀ ପ୍ରେସ କ୍ଲବ ର ୩୧ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସଙ୍ଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ତ୍ରିପତି ସାହୁ ପୂର୍ବ ବୈଠକ ର ବିବରଣୀ ପାଠ!-->…
କିଡନୀ ରୋଗରେ ଆକ୍ରାନ୍ତ କୃଷ୍ଣକୁ ସହାୟତାର ହାତ ବଢ଼ାଇଲା ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ୍ ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ପଂଚାୟତରେ ଏକ ଦୁଃଖ ଭରା କରୁଣ କାହାଣୀ ସାମ୍ନାକୁ ଆସିଛି।ଜନ୍ମ କଲା ମା’ର ଆଶା ଥିଲା ପୁଅ ବଡ଼ ହେବ ନିଜ ଗୋଡ଼ରେ ନିଜେ ଠିଆ ହେବ ।କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଯେଉଁ ଆଶା ନେଇ ମାଆ ସପନ ଦେଖିଥିଲା ସେ!-->…
ବିଜେପି ଓବିସି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ "ସଦସ୍ୟତା ଅଭିଯାନ କର୍ମଶାଳା" ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ରଙ୍କ ସଂଯୋଜନାରେ ବ୍ରହ୍ମପୁର ଷ୍ଟେସନ ରୋଡ଼ ସ୍ଥିତ ସ୍ପେସଲ୍ ସାରକିଟ୍ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି!-->…
ଚିତ୍ରକୋଣ୍ଡା ଜଳଭଣ୍ଡାରର ୨ଟି ଗେଟ ଖୋଲିଲା
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରରୁ ଆଜି ନିଷ୍କାସନ ଜାରି ରହିଛି ପ୍ରଥମ ବନ୍ୟାଜଳ । ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୯ ଘଟିକା ସମୟରେ ଖୋଲିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଜଳସ୍ତର ନିର୍ଦିଷ୍ଟ ପରିମାଣର ବୃଦ୍ଧି ନ ହୋଇଥିବାରୁ!-->…
ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି : ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ରୂପା ରୋଶନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀମତି ସାହୁ ଏମ୍ ଭି ୭ ଓ ଏମ୍ ଭି ୧୯ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନୱାଡ଼ି କର୍ମୀଙ୍କ ସହ!-->…
ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ଦିଗରେ ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସମଗ୍ର ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ଦିଗରେ ଉଲ୍ଲେଖନୀୟ ପ୍ରଗତି କରିଛି। ଏଠାକାର ପାହାଡ଼,ଘଞ୍ଚ ଜଙ୍ଗଲ ଭରା ଗ୍ରାମୀଣ ଇଲାକାରେ ସବୁ ପ୍ରକାର ଆହ୍ଵାନକୁ ସଫଳତାର ସହ!-->!-->!-->…
ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ଫୁଲବାଣୀ : ଏକ ୯ ବର୍ଷ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ କୋର୍ଟ ଆଜି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୫୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୮ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ!-->…
ସଂଯୁକ୍ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି
ମାଲକାନଗିରି : ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ସଂଯୁକ୍ତା ସେଠୀଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କରିଛନ୍ତି।ସଂଯୁକ୍ତା ସେଠୀ!-->…