Sign in
Sign in
Recover your password.
A password will be e-mailed to you.
ନିଟ୍ ପେପର ଲିକ୍ ନେଇ ସଂସଦରେ ଗର୍ଜିଲେ ରାହୁଲ
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସୋମବାର କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ରେ ହୋଇଥିବା ପେପର ଲିକ୍ ନେଇ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି,!-->…
ଥାଇଲାଣ୍ଡରୁ ଓଡ଼ିଶା ଫେରାଇ ଆଣିବାକୁ କେନ୍ଦ୍ରାପଡାର ୭ ଓଡ଼ିଆ ଶ୍ରମିକଙ୍କ ନିବେଦନ
କେନ୍ଦ୍ରାପଡ଼ା: ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ। ୬ ମାସ ତଳେ ଥାଇଲାଣ୍ଡ ଯାଇ ପ୍ଲାଏବୋର୍ଡ!-->…
ଶିକ୍ଷକ ପ୍ରଶିକ୍ଷକ କେନ୍ଦ୍ରର ଅଧ୍ୟକ୍ଷଙ୍କ କ୍ଳଷ୍ଟରସ୍ତରୀୟ ବୈଠକ ପରିଦର୍ଶନ
ଛତ୍ରପୁର : ସାରା ରାଜ୍ୟରେ ଚାଲିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଏଫ୍ଏଲ୍ଏନର ସଫଳତା ପାଇଁ ନୀତି ନିର୍ଦ୍ଧାରଣ ଓ ରୂପରେଖ ଅନୁସାରେ ଗଞ୍ଜାମ ଜିଲ୍ଳା ଶିକ୍ଷକ ପ୍ରଶିକ୍ଷକ କେନ୍ଦ୍ର ( ଡ଼ାଇଟ ) ଖଲିକୋଟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପରିଡା ଛତ୍ରପୁର ବ୍ଳକର କଣମଣା ଓ କାଳିଆବାଲି!-->…
ଆସିକାର ଏକ ଘରୋଇ ନର୍ସିଙ୍ଗହୋମରେ ଅଗ୍ନିକାଣ୍ଡ
ପ୍ରଶାସନର ଦୃଷ୍ଟି ଆଡୁଆଳରେ ଚାଲିଥିଲା ନର୍ସିଙ୍ଗ ହୋମ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଖୁଲାମ ଖୁଲା ଅଣ ପଞ୍ଜିକୃତ ନର୍ସିଙ୍ଗ ହୋମ ଚାଲୁଛି। ଏହାର ନଗ୍ନ ନମୁନା ଆଜି ଆସିକା ବାଣୀବିହାରରେ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ମା ବାପା ନଥାଇ ଏକ ଘରୋଇ ନର୍ସିଙ୍ଗ ହୋମ!-->!-->!-->…
ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆର ଆଭାସୀ ମାସିକ ସାହିତ୍ୟ ଆସର
ଫୁଲବାଣୀ : ରବିବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ଏକାଦଶ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ଏକାଦଶ ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଡ.ଅଜୟ!-->…
ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା : ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼
ବାଲିଗୁଡ଼ା : ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ବାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳିଭିଷେକ କରନ୍ତି!-->…
ଓଡ଼ିଶା ତିଅର ମତ୍ସ୍ୟଜୀବୀ ମହା ସଂଘ ସାଧାରଣ ବୈଠକ !
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ ଓଡ଼ିଶା ତିଅର ମତ୍ସ୍ୟଜୀବୀ ମହା ସଂଘ ଏକ ସାଧାରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ତିଅର ବୋର୍ଡ ମେମ୍ବର ସଦସ୍ୟ ମାନଙ୍କ ସହ ବିଭିନ୍ନ ଜିଲ୍ଲାର ସଭାପତି!-->…
ମନ୍ଦିରା ଡ୍ୟାମରେ ମାଛ ମାରିବାକୁ ଯାଇ, ପାଣିରେ ବୁଡି ଦୁଇଜଣ ମୃତ !
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଜୟଡେଗା ପଞ୍ଚାୟତ ଅନ୍ତର୍ଗତ ଝାଡବେଡା ଗ୍ରାମ ସମ୍ମୁଖରେ ଥିବା ମନ୍ଦିରା ଡେମରେ ଆଜି ପାଞ୍ଚ ଜଣ ମାଛ ମାରୀବାକୁ ଯାଇଥିଲେ | ସେଠାରେ ମାଛ ମାରିବା ବେଳେ ହଠାତ୍ ଦୁଇଜଣଙ୍କ ଗୋଡ଼ କାଦୁଅରେ ଫସି ଯିବାରୁ ଅସୁସ୍ଥ ହୋଇ ପାଣିରେ!-->…
ବନ୍ୟା ସ୍ଥିତି, ପ୍ରଶସନିକ ପଦକ୍ଷେପ ସମ୍ୱନ୍ଧରେ ସୂଚନା ସହ ଜରୁରୀକାଳୀନ ନମ୍ବର ଜାରି କଲେ ଜିଲ୍ଲାପାଳ।
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାଇ ଜିଲ୍ଲାପାଳ ସଚିନ ପାୱାର ବନ୍ୟା ସ୍ଥିତି, ପ୍ରଶାସନିକ ପଦକ୍ଷେପ ସମ୍ୱନ୍ଧରେ ସୂଚନା ଦେଇଥିଲେ। ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନର ନଈ ନାଳ ଭର୍ତ୍ତି ହୋଇ ଯାଇଥିବା ବେଳେ!-->…
ଆରଏସଏସ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ
ଫୁଲବାଣୀ : ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ଏହି ଅବସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଶାଖା ଫୁଲବାଣୀ କନ୍ଧମାଳ ପକ୍ଷରୁ ଶ୍ରୀ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କନ୍ଧମାଳ ସଂଘ ପରିଚାଳକ ରମେଶ ଚନ୍ଦ୍ର ସାହୁଙ୍କ!-->…