Sign in
Sign in
Recover your password.
A password will be e-mailed to you.
୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ୱ ଗାଁକୁ ବିଜୁଳି – କେଭି ସିଂଦେଓ
ଭୁବନେଶ୍ୱର: ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ.ଭି ସିଂଦେଓ। ସମସ୍ତ ଗାଁକୁ କେବେ ବିଜୁଳି ସଂଯୋଗ ହେବ ତେଲକୋଇ ବିଧାୟକ ଫକୀର!-->…
ରାଜ୍ୟରେ ନିର୍ମାଣ ହେବ ୨ଶହ ଗୋଶାଳା
ଭୁବନେଶ୍ୱର: ରାଜ୍ୟରେ ଗୋମାତାଙ୍କ ସୁରକ୍ଷା ପାଇଁ ସରକାର ନିର୍ମାଣ କରିବେ ଦୁଇ ଶହ ଗୋଶାଳା। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି। ଏହାସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅପିଲ୍ କରିଛନ୍ତି ମନ୍ତ୍ରୀ। ଗୋଖାଦ୍ୟ ପାଇଁ ଦୈନିକ ମିଳିବ!-->…
ଇଡି ସ୍କାନର୍ରେ ସନ୍ଦୀପ ଘୋଷଙ୍କ କୋଟି କୋଟି ଟଙ୍କାର ସଂପତ୍ତି
କୋଲକାତା: ଇଡି ସ୍କାନର୍ରେ କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ସଂପତ୍ତି। ତାଙ୍କର ୪ଟି ଫ୍ଲାଟ, ଦୁଇଟି ଘର, କୋଲକାତାର ଏକ ଫାର୍ମହାଉସ ଏବଂ ମୁର୍ସିଦାବାଦର ଅନ୍ୟ ଏକ ଫ୍ଲାଟ୍ ଉପରେ ନଜର ରଖିଛି ପ୍ରବର୍ତ୍ତନ!-->…
ଥମୁନି ମଣିପୁର ହିଂସା: ସପ୍ତାହରେ ୧୧ ମୃତ, ୫ ଦିନ ଇଣ୍ଟରନେଟ ସେବା ବନ୍ଦ
ଇମ୍ଫାଲ : ମଣିପୁରରେ ପୁଣି ଜାତିଗତ ହିଂସାର ସୂତ୍ରପାତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ପାଞ୍ଚଦିନ ଅର୍ଥାତ୍ ଚଳିତମାସ ୧୫ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ଏହାବ୍ୟତୀତ ରାଜଧାନୀ ଇମ୍ଫାଲ ଓ ଏହାର ଆଖାପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଆଜକୁ ଏକ!-->…
ସେମିକନ୍ ଇଣ୍ଡିଆ-୨୦୨୪ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ସେମିକଣ୍ଡକ୍ଟର ହବ୍ ପାଲଟିବ ଭାରତ
ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିଜ ମହାକୁମ୍ଭ ଆରମ୍ଭ ହୋଇଛି। ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ତିନି ଦିନିଆ ସେମିକନ୍ ଇଣ୍ଡିଆ-୨୦୨୪କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ଯ୍ୟକ୍ରମ ଅବସରରେ ପୁଞ୍ଜିପତିମାନଙ୍କ ସହିତ ଉତ୍ତରପ୍ରଦେଶ!-->…
ମଲାଇକାଙ୍କ ପିତାଙ୍କ ଆତ୍ମହତ୍ୟା, ଦୁଃଖ ସମୟରେ ପୂର୍ବତନ ପତ୍ନୀଙ୍କ ବାପଘରେ ପହଞ୍ଚିଲେ ଅରବାଜ
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତୃ ବିୟୋଗ ଘଟିଛି। ସୂଚନା ମୁତାବକ, ଅଭିନେତ୍ରୀଙ୍କ ପିତା ଆତ୍ମହତ୍ୟା କରିଛନ୍ତି। ମଲାଇକାଙ୍କ ପିତା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।!-->…
ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ପାକିସ୍ତାନ ଥିବା ବେଳେ ଇସଲାମାବାଦ ଓ ଲାହୌରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି।ସେହିପରି ଭୂକମ୍ପ ଝଟକା ଉତ୍ତରପ୍ରଦେଶ,!-->…
ଉଦ୍ଘାଟନ ପୂର୍ବରୁ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼, ମାମଲା ରୁଜୁ
ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରେ ଉଦ୍ଘାଟନ ହୋଇଥାନ୍ତା ବନ୍ଦେ ଭାରତ ଟ୍ରେନ୍। ଏହା ପୂର୍ବରୁ ଚାଲୁଥିଲା ଟ୍ରାଏଲ୍ ରନ୍। ଏହି ସମୟରେ ଟ୍ରେନ୍ ଉପରକୁ ହେଲା ପଥରମାଡ଼। ଏଥିରେ ଟ୍ରେନ୍ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି। ଏପରି ଏକ ଘଟଣା ବିହାରରେ ଘଟିଛି।ଟ୍ରେନ୍ଟି!-->…
ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ,୧୧।୯: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର ଆକ୍ରମଣ ଜାରି ରହିଛି। ଦଳର ବହୁ ବଡ ନେତା ରାହୁଲଙ୍କ ବୟାନକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷ ଅମିତ ଶାହା ରାହୁଲଙ୍କ ଉପରେ!-->…
ବଢିଲା ଶ୍ରମିକଙ୍କ ସହାୟତା ରାଶି
ଭୁବନେଶ୍ୱର,୧୧।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଶ୍ରମିକଙ୍କ ପାଇଁ ବଡ଼ ସହାୟତା ରାଶି ଘୋଷଣା କଲେ ସରକାର। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ!-->…