ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

କଟକ : ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି। କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତରେ କମଳା ପୂଜାରୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। କିଡନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ

ବର୍ଷା ଯୋଗୁଁ ସ୍ୱାଭିମାନ ଅଞ୍ଚଳ ଅବସ୍ଥା ବେହାଲ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ…

ମାଲକାନଗିରି, ୨୦।୭ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ଯୋଡାଆମ୍ବ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ ଭାବେ ଷ୍ଟ୍ରେଚରକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା

ଦୁଇ କଲରା ପତ୍ରିଆ ବାଘ ଛାଲ,୬ ଟି କୁଟୁରା ଛାଲ ଯବତ ସହ ୬ ଆସାମୀ ଗିରଫ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ରେଞ୍ଜ ବନବିଭାଗକୁ ମିଳିଛି ବଡ଼ ସଫଳତା । ଗତ ବୁଧବାର ଭୋର ୩ ଟା ସମୟରେ ଟିକାବାଲି ପକ୍ଷରୁ ପେଟ୍ରୋଲଙ୍ଗି ହେଉଥିବା ବେଳେ ବେହେରା ଗାଁରୁ ଲାଇନପଡାକୁ ସଂଯୋଗ କରୁଥିବା ଜଙ୍ଗଲ ମଧ୍ୟରେ ଏକ ବାଇକରେ ବାଘ ଛାଲ ନେଇ ଯାଉଥିବା ଖବର ପାଇ ଟିକାବାଲି ବନ

ଉତ୍କଳ ବିଶ୍ବବିଦ୍ୟାଳୟରେ ନାକ ସଂସ୍କାର ପରାମର୍ଶଦାତା କର୍ମଶାଳା ଉଦଯାପିତ

ନାକ ବାଇନାରି ଆକ୍ରିଡେସନ ଆରମ୍ଭ ହେବ, ଶିକ୍ଷାନୁଷ୍ଠାନକୁ ମାନ୍ୟତା ପାଇଁ ମିଳିବ ସୁଯୋଗ ଭୁବନେଶ୍ବର : ବଦଳିଲା ନାକ ମାନ୍ୟତା ନିୟମ, ଆଉ ରହିବନି ଗ୍ରେଡେସନ। ଏଣିକି ସ୍ବୀକୃତି ଓ ଅଣ ସ୍ବୀକୃତି ଆକ୍ରିଡେସନକୁ ମିଳିବ ନାକ ମାନ୍ୟତା। ଫଳରେ ନାକ ମାନ୍ୟତା ପାଇବା ପାଇଁ

ବ୍ଳକସ୍ତରୀୟ ବିଜ୍ଞାନ ଶିକ୍ଷକଙ୍କ ତାଲିମ ଶିବିର

ହିଞ୍ଜିଳିକାଟୁ ୨୦/୭ : ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଧନନ୍ତର ନାଥେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରିୟ ବିଜ୍ଞାନ ଶିକ୍ଷକ ଙ୍କ ତାଲିମ ଶିବିର କୈ।ଶଳୀ ୧୮ ଠାରୁ ୨୦।୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଶେରଗଡ଼ ବ୍ଳକ ର ସମସ୍ତ ୨୭ଜଣ ବିଜ୍ଞାନ

ସାଇକଲ ଓ ବାଇକ ମୁହାମୁହିଁ ଧକ୍କା ଜଣେ ଗୁରୁତର !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପୋଗରାପୋଷର PWD ୨୮ ନମ୍ବର ରାସ୍ତା ଉପରେ ଗୋଟିଏ ବାଇକ ଓ ସାଇକଲ ଧକ୍କା ହେବା ଫଳରେ ସାଇକଲ ଚାଲକ ଗୁରୁତର ହେଇଥିଲା ! ବୀରମିତ୍ରପୁର ପଟୁ ସଲଙ୍ଗାବାହାଲ ଯାଉଥିବା ଏକ ବାଇକ ଦୃତ ଗତିରେ ଆସି ସାଇକଲ ଚାଳକକୁ ପଛ ପଟୁ ଧକ୍କା

ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି | କୁଆଁରମୁଣ୍ଡା ବ୍ଲକ ଅଧୀନରେ ଥିବା ବିଭିନ୍ନ କ୍ଲାସରେ ଶିକ୍ଷାଦାନ ଦେଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଇନୋସେଣ୍ଟ

ଚିକିଟୀରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଚିକିଟୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ତତ୍ତ୍ୱାବଧାନରେ ଶନିବାର ଦିନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ

ଲକ୍ଷ୍ମୀଙ୍କୁ ଉପହାର ଦେଇ ପ୍ରଭୁ ମାନଙ୍କ ମାନଭଞ୍ଜନ କରି ପ୍ରବେଶ ହେଲେ ତିନି ଠାକୁର

ଫୁଲବାଣୀ : ରଥ ଯାତ୍ରା ଅବସରରେ ଦୀର୍ଘ ଦିନ ଧରି ଚତୁର୍ଦ୍ଧା ମୁ୍ର୍ତ୍ତିଙ୍କର ନିଳାଦ୍ରୀ ବିଜେ ଅନୁଷ୍ଠିତ ହୋଇଯାଇଚି। ନବଦିନର ଗୁଣ୍ଡିଚା ଯାତ୍ରା ପରେ ମହାପ୍ରଭୁ ଶ୍ରୀ ମନ୍ଦିର କୁ ବାହୁଡା ଦିନ ଫେରି ଥିଲେ ସତ କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ ନ କରି , ରଥ ଉପରେ ହିଁ ଆହୁରି 3 ଦିନ

ରାୟଗଡ଼ା ଜିଲ୍ଲା ଡ଼ଙ୍ଗରିଆ କନ୍ଧମାନେ ନିଜର ହକ୍ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ

ରାୟଗଡ। : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକ୍ ର ନିୟମଗିରି ଅଞ୍ଚଳର ଜୀବନ ଯାପନ କରୁଥିବା ଡଙ୍ଗରିଆ କନ୍ଧ ଜନଜାତିଙ୍କ ଜୀବନ ଯାପନ ସୈଳି ମଧ୍ୟ ଅନ୍ଧାରରେ । ଏହି ନିୟମଗିରି ପାହାଡ଼ରେ ଅନେକ ଗାଁ ଗୁଡ଼ିକର ଅବସ୍ଥା ଆଜି ମଧ୍ୟ ଅତି ଦୟନୀୟ ଅଧିକାଂଶ ଗାଁକୁ ପକ୍କା ରାସ୍ତା ଟିଏ ନଥିବା