Sign in
Sign in
Recover your password.
A password will be e-mailed to you.
ପୌରାଣିକ ନାଟକ ‘ମହାଦାନୀ କର୍ଣ୍ଣ’ର ସଫଳ ରୂପାୟନ
ବ୍ରହ୍ମପୁର : ବ୍ରହ୍ମପୁର ଡାଇମଣ୍ଡ ଜୁବଲୀ ହଲ ଠାରେ ନୂପୁର ଅନୁଷ୍ଠାନ ଦ୍ଵାରା ଆୟୋଜିତ ମାସିକ 'ନୂପୁର ନାଟ୍ୟ ଆସର' ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର କଳାକାର ମାନଙ୍କୁ ନେଇ ଏକ ପୌରାଣିକ ନାଟକ 'ମହାଦାନୀ କର୍ଣ୍ଣ' ଅତ୍ୟନ୍ତ ସଫଳତାର ସହ ପରିବେଷଣ ହୋଇଯାଇଛି । ସୁହାନୀ କ୍ରିଏସନ୍!-->…
ଜୋନସ୍ତରୀୟ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର
ଛତ୍ରପୁର : ଛତ୍ରପୁର ବ୍ଳକ ଚମାଖଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜୋନସ୍ତରୀୟ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଧା, ଗଞାମ, ନୟାଗଡ, ଗଜପତି ଜିଲ୍ଲାର ବିଜ୍ଞାନ ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଠିତ ଶିବିରରେ ଛତ୍ରପୁର ବିଜ୍ଞାନ!-->…
ଲଘୁଚାପ ବର୍ଷାରେ ଭୁଶୁଡି ପଡିଲା ବ୍ରିଜ, ବିଛିନ୍ନ ହେଲା ଯାତାୟାତ
ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଳକ ମୁଣ୍ଡିବେଡ଼ା ପଞ୍ଚାୟତ ଅଧିନରେ ଥିବା ତାଳ ପଦର ଓ କୁରୁମଦରା ଗ୍ରାମ ସଂଲଗ୍ନ ରାସ୍ତାଟିର ମଝିରେ ଥିବା ବ୍ରିଜଟି ଭୁଶୁଡି ପଡିବା ଫଳରେ ଯାତାୟାତକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହୋଇ, ଯିବା ଆସିବା କରି ନ ପାରି ଦୁଃଖ ଭୋଗୁଛନ୍ତି!-->…
ଚିନ୍ମୟ ମିଶନରେ ଗୁରୁପୂର୍ଣ୍ଣିମା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ
ଆସିକା : ଆସିକା ଏନ ଏ ସି ୱାର୍ଡ ନମ୍ବର ୦୭ ରେ ଥିବା ଚିନ୍ମୟ ମିଶନ ଶାଖା କାର୍ଯ୍ୟାଳୟ ରେ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ ପରିଚାଳନା କମିଟି ର ସଭାପତି ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କ ଅଧକ୍ଷତା ରେ ଆସିକା!-->…
ଆସିକା ଓକିଲ ସଂଘ ପକ୍ଷରୁ ନୂତନ ଆଇନ ଉପରେ ଆଲୋଚନାଚକ୍ର
ଆସିକା ୨୧/୦୭/୨୪ : ଆସିକାର ଓକିଲ ସଂଘ ପକ୍ଷରୁ ଦେଶରେ ପ୍ରଚଳିତ ନୂତନ ଆଇନ ପ୍ରଣୟନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଓକିଲ ସଂଘ ର ସଭାପତି ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ଅଧକ୍ଷତାରେ ମାନ୍ୟବର ବିଚାରପତି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର!-->…
ଇନ୍ଷ୍ଟାଗ୍ରାମରେ ରିଲ୍ କରି ହସାଉଥିଲେ ଲୋକଙ୍କୁ, ନାଗସାପ କାମୁଡ଼ାରେ ଆଖି ବୁଜିଦେଲେ ଯୁବତୀ
ରାଜସ୍ଥାନର ଟୋଙ୍କ୍ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଇନଷ୍ଟାଗ୍ରାମରେ ରିଲ୍ କରି ଲୋକଙ୍କୁ ହସାଉଥିବା ଜଣେ ଯୁବତୀ ନାଗସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କୁ ନାଗସାପ ଦଂଶନ କରିଥିଲା । ଆଉ ନାଗ ଚୋଟରେ ସବୁଦିନ ପାଇଁ ସେ ଆଖି ବୁଜି ଦେଇଥିଲେ । ଝିଅର ମୃତ୍ୟୁରେ ପରିବାର!-->…
ଶ୍ରାବଣ ପ୍ରଥମ ସୋମବାର, କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ତା କଡାକଡି
ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ସେଥିପାଇଁ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ। ବୋଲବମ… ହରହର ବମ… ଧ୍ୱନୀରେ ପ୍ରକମ୍ପିତ ହେଉଛି!-->…
୪ଥର UPSC ପାସ୍ କରିଥିଲେ ବି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ମିଳିନି ଚାକିରି
ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଚାଲିଥିବା ବେଳେ ଏବେ ୟୁପିଏସ୍ସି ସହ ଜଡ଼ିତ ଆଉ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ୪ଥର ୟୁପିଏସ୍ସି ପରୀକ୍ଷାରେ ପାସ୍ କରିଥିଲେ ହେଁ ଜଣେ ଦିବ୍ୟାଙ୍ଗକୁ ମିଳିନି ଚାକିରି। ପୂଜା ଖେଡକର ଦିବ୍ୟାଙ୍ଗ ସଂରକ୍ଷଣ ବ୍ୟବସ୍ଥାର!-->…
ହାଉସ୍ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବର: ହାଉସ୍ କମିଟିରେ ସ୍ଥାନ ପାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍ କମିଟିରେ ସ୍ଥାନ ଦେଲେ ବାଚସ୍ପତି ଓମ୍ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନ ପାଇଲେ ଅପରାଜିତା।
ଏହି ୧୨ ଜଣିଆ ହାଉସ୍ କମିଟିରେ ଅଛନ୍ତି, କଲ୍ୟାଣ ବାନାର୍ଜୀ,!-->!-->!-->…
ଶରଦ ପାଓ୍ବାର ଦୁର୍ନୀତିଗ୍ରସ୍ତଙ୍କ କିଙ୍ଗପିନ୍ : ଅମିତ ଶାହା
ପୁଣେ: ଶରଦ ପାୱାରଙ୍କୁ ରାଜନୀତିରେ ଦୁର୍ନୀତିଗ୍ରସ୍ତଙ୍କ କିଙ୍ଗପିନ୍ ବୋଲି କହି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପାୱାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ତାଙ୍କ ସମୟରେ ମରାଠା ସଂରକ୍ଷଣ ଅଟକି ଯାଇଥିଲା । ସେ କହିଛନ୍ତି, “ମୁଁ ବହୁତ ଚିନ୍ତାକରି!-->…