ଅଳ୍ପ ବର୍ଷାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ନିରୀହ ଦମ୍ପତି…

ଉମରକୋଟ /ଝରୀଗାଁ (୧୦/୦୭/୨୦୨୪ ) ଦୀର୍ଘ ବର୍ଷ ତଳେ ୩୫ ହଜାର ଟଙ୍କା ମୂଲ୍ୟର ଏକ ଇନ୍ଦ୍ରା ଆବାସ ଗୃହ ପାଇଥିଲେ ବର୍ତମାନ ସେ ଘରର ଅବସ୍ଥା ବି ଦୟନୀୟ,କାନ୍ଥରୁ ପ୍ଳାଷ୍ଟର ସବୁ ଝଡି ପଡୁଛି ଆଡ଼ଭେଷ୍ଟ ଟିଣ ସବୁରେ ଛୋଟ ଛୋଟ ଛିଦ୍ର ହୋଇ ଖରା ଦିନରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ଘର ଭିତରେ

ସଂରକ୍ଷିତ ଜଙ୍ଗଲ ଜମିରେ ଚାରା ରୋପଣ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ…

ଉମରକୋଟ / ଝରୀଗାଁ ( ୧୦/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ଧୋହଡ଼ାକୋଟ ସଂରକ୍ଷିତ ଜଙ୍ଗଲରେ ନୂତନ ଭାବେ ଚାରା ରୋପଣକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଲ ସଂଘର୍ଷ ହୋଇଥିବା ବେଳେ ଉଭୟ ଗ୍ରାମର ପ୍ରାୟ ୨୩ ଜଣ ଆହତ ହୋଇ ଝରିଗାଁ

କୃଷ୍ଣପୁର ହାଇସ୍କୁଲରେ ବନ ମହୋତ୍ସବ ପାଳନ

ଚିକିଟୀ : ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ଫୋକସ ପ୍ଲସ ନିୟୁଜ ଚାନେଲ ପକ୍ଷରୁ ଆଜି ଚିକିଟୀ ବ୍ଲକ କୃଷ୍ଣପୁର ହାଇସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫୋକସ ପ୍ଲସ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ର ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ

ଛତ୍ରପୁର : ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଚଳିତ ମାସ ୨୫ ତାରିଖରେ ରାଜ୍ୟ ସ୍ତରରେ ପାଳିତ ହେବ । ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରୁ ପ୍ରତିଯୋଗୀତା ମାଧ୍ୟମରେ ଚୟନ ହୋଇଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମଙ୍ଗଳବାର ଜିଲ୍ଲା ସଂସ୍କୃତି ଭବନ,

ମୃତ ବ୍ୟକ୍ତିଙ୍କ ଶବ ଜବତ, ମୃତ୍ୟୁର କାରଣ ଅସ୍ପଷ୍ଟ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ବାଘିୟାଖାନ୍ଦି ଗ୍ରାମରେ ଘଟିଯାଇଛି ଏକ ମର୍ମନ୍ତୁଦ ଅଘଟଣ | ଆଜି ୦୯ ଜୁଲାଇ ସକାଳ ପ୍ରାୟ ୭ଟା ସମୟରେ ରାଏବଗା ଥାନାରେ ଶ୍ରୀମତୀ ପ୍ରତିମା କୁଯୁର ଏକ ଲିଖିତ ଭାବେ ଜଣାଇଛନ୍ତି ଯେ କୁଆଡେ

ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ

ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କଲେ ସାଂସଦ ବଳଭଦ୍ର ମାଝୀ ମାଲକାନଗିରି : ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ

ପ୍ରତିଶ୍ରୁତି ପରେ ରାସ୍ତାରୁ ଓହରିଲେ ଅଞ୍ଚଳ ବାସୀ…

ଫୁଲବାଣୀ : ଚଳିତ ମାସ ଚାରି ତାରିଖ ଦିନ ଟିକାବାଲି ଥାନା ସଙ୍କରାଖୋଲ୍ ସ୍ଥିତ ହାଟପଦା ଠାରେ କମେଣ୍ଟ ମରା ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଛୁରା ମାଡ଼ । ଛୁରାମାଡ଼ରେ ବସନ୍ତ ଦଳ ବେହେରା ନାମକ ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରେ ଟିକାବାଲି ପୋଲିସ ଏହି

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର, ୪୦ ୟୁନିଟ ସଂଗ୍ରହ

ଛତ୍ରପୁର : ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଦିବସ ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଠାରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ 40ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ଛତ୍ରପୁର ବିଧାୟକ

ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇଲେ ମହିଳା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ବିଚ୍‌ ରାସ୍ତାରେ ଜଣେ ମହିଳା ହାଇଡ୍ରାମା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ପଶି ଆସିଲେ। ଆଉ ପ୍ରତିବାଦ କରିଥିଲେ। ତେବେ ପ୍ରତିବାଦ କରିଥିବା ମହିଳା କିଏ ଓ କ’ଣ ପାଇଁ କାର୍‌କେଡ୍‌କୁ ପଶି ଆସିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍‌

ବିବାଦୀୟ ହୋଟେଲ ‘ସ୍ୱାଦ’ ଜମି ମାପଚୁପ

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ପାଖ ସରକାରୀ ଜମିରେ ବିବାଦୀୟ ଘରୋଇ ହୋଟେଲ ଜମିର ହେଲା ମାପଚୁପ। ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଡାଙ୍ଗମାଳ ପଞ୍ଚାୟତର ବାଙ୍କୁଆଳ ଗାଁରେ ଥିବା ଏହି ଘରୋଇ ହୋଟେଲ ଜମି ମାପଚୁପ ହୋଇଛି।ଜଙ୍ଗଲ ଜମିରେ ହୋଟେଲ୍ କରାଯାଇଥିବା ଅଭିଯୋଗ ପରେ