Sign in
Sign in
Recover your password.
A password will be e-mailed to you.
ନାଇଡୁ ଆରମ୍ଭ କଲେ ଦକ୍ଷତା ଭିତ୍ତିକ ଜନଗଣନା
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ଏନ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ଦକ୍ଷତା ଭିତ୍ତିକ ଜନଗଣନା ଆରମ୍ଭ କରିଛନ୍ତି। ସମାନ ପଦକ୍ଷେପ ସମଗ୍ର ଦେଶରେ ସେ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ପ୍ରସ୍ତାବ ମଧ୍ୟ ଦେଇ ପାରନ୍ତି। ଏପରି ଗଣନା ଦ୍ୱାରା!-->…
ବିଦେଶୀ ବି ପାଇପାରିବେ ଆଧାର କାର୍ଡ
କୋଲକାତା : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) କଲିକତା ହାଇକୋର୍ଟଙ୍କୁ କହିଛି ଯେ ଆଧାର କାର୍ଡ ପ୍ରଦାନର ନାଗରିକତା ସହ କୌଣସି ସମ୍ପର୍କ ନାହିଁ। ୟୁଆଇଡିଏଆଇ ଆହୁରି ମଧ୍ୟ କହିଛି ଯେ ଆଇନଗତ ଭାବେ ଦେଶରେ ପ୍ରବେଶ କରିଥିବା ଅଣବାସିନ୍ଦାଙ୍କୁ ମଧ୍ୟ ଉପଯୁକ୍ତ ଆବେଦନ!-->…
ଗୁଜରାଟରେ ବିଜେପିକୁ ହରାଇବୁ: ରାହୁଲ ଗାନ୍ଧୀ
ଅହମଦାବାଦ: ଲୋକସଭା ନିର୍ବାଚନରେ ଭଲ ଫଳାଫଳ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୋବଳ ବୃଦ୍ଧି ପାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏବେ ତାଙ୍କ ଆଖି ଗୁଜରାଟ ବିଜୟ ଉପରେ ଅଛି । ଶନିବାର ଦିନ ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଆସି ସଂସଦରେ ଦେଇଥିବା ଆହ୍ବାନକୁ!-->…
ଜମ୍ମୁ ଓ କଶ୍ମୀରରେ ସେନା-ଆତଙ୍କବାଦୀ ଏନକାଉଣ୍ଟର, ଜଣେ ଯବାନ ସହିଦ
ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ପୁଲିସ କହିଛି ଯେ କୁଲଗାମ ଜିଲ୍ଲାରେ ୨ରୁ ୩ ଜଣ ଆତଙ୍କବାଦୀ ଚିହ୍ନଟ ହେବା ପରେ ମଡେରଗାମରେ ସର୍ଚ୍ଚ ଆଣ୍ଡ କର୍ଡନ ଅପରେସନ ପରେ ସୁରକ୍ଷାବାହିନୀ ଓ!-->…
ହ୍ବାଟସ୍ ଆପ୍ ଚାଟ୍ ଆଇନଗତ ପ୍ରମାଣ ନୁହେଁ: ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ହ୍ବାଟସ୍ ଆପ୍ ସମଗ୍ର ବିଶ୍ୱରେ ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯାହା ମାଧ୍ୟମରେ ଲୋକମାନେ ବର୍ତ୍ତମାନ କେବଳ ବ୍ୟକ୍ତିଗତ ଚାଟ୍ କରୁନାହାନ୍ତି ବରଂ ବୃତ୍ତିଗତ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଯେଉଁଠାରେ ପୂର୍ବରୁ ହ୍ବାଟସ୍ ଆପ୍ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ସହ!-->…
ଭୋଲେ ବାବାଙ୍କ ନାଁରେ ପ୍ରଥମ ମାମଲା ରୁଜୁ, ରହିଛି ପଲିଟିକାଲ ଲିଙ୍କ୍
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆତ୍ମଘୋଷିତ ବାବାଙ୍କ ନାଁରେ ପ୍ରଥମ ମାମଲା ରୁଜୁ। ଏହି ଦୁଃଖଦ ଘଟଣାକୁ ପାଞ୍ଚ ଦିନ ବିତି ସାରିଥିଲେ ମଧ୍ୟ ଭୋଲେ ବାବାଙ୍କ ବିରୁଦ୍ଧରେ ଏଯାଏ କୌଣସି ଗୋଟିଏ ବି ଲିଖିତ ଅଭିଯୋଗ ହୋଇନଥିଲା। ଆଜି ଭୋଲେ ବାବା ଓରଫ ସୁରଜପଲ ସିଂହଙ୍କ!-->…
ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ
ଭୁବନେଶ୍ବର : ଓଡ଼ିଆ ପୁଅକୁ ବୀରତ୍ୱ ସମ୍ମାନ। ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି!-->…
ଜୁଲାଇ ୨୩ ତାରିଖ ଦିନ କେନ୍ଦ୍ର ସରକାର ଆଣିବେ ପୂର୍ଣ୍ଣ ଆର୍ଥିକ ବଜେଟ
ନୂଆଦିଲ୍ଲୀ : ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ। ୨୦୨୪-୨୫ ବର୍ଷ ପାଇଁ ଆସିବ ପୂର୍ଣ୍ଣ ଆର୍ଥିକ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।ଏନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ମୋଦି ସରକାରଙ୍କ ତୃତୀୟ ପାଳିର ଏହା ହେବ ପ୍ରଥମ!-->…
ମାଲକାନଗିରି ଜିଲ୍ଲାର ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର..!! ,ବିଦ୍ୟାଳୟର ଭିତ୍ତିଭୂମି ଅଭାବରୁ ରାଜରାସ୍ତାରେ ସ୍ଵପ୍ନ…
ପ୍ରଶାସନ ର କାଦୁଅ ଛଟା ଭିତରେ ଶିକ୍ଷଣ ଓ ଶିକ୍ଷାଦାନ ବାଧାପ୍ରାପ୍ତ..!!
ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା…
ହିଞ୍ଜିଳିକାଟୁ ୬!୭ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦୁର୍ନିତୀ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ବେଆଇନ ବାଲି ଉତ୍ତୋଳନ, ବେଆଇନ ମଦ ବେପାର ଓ ପଥରବାଷ୍ଟିଂ ହଉଥିବା ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଜିଲ୍ଲା!-->…