ଅନଶନ ଭାଙ୍ଗିଲେ ଆତୀଶି, ମୋଦିଙ୍କୁ ଚିଠି ଲେଖିଲେ ଆପ୍‌ ସାଂସଦ

ନୂଆଦିଲ୍ଲୀ : ଅନଶନ ଭାଙ୍ଗିଲେ ଆତୀଶି। ଦିଲ୍ଲୀ ଜଳ ସଙ୍କଟକୁ ନେଇ ଅନଶନରେ ବସିଥିବା ମନ୍ତ୍ରୀ ଆତୀଶି ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ନିଜର ଅନଶନ ଭାଙ୍ଗିଛନ୍ତି। ଏନେଇ ଆମ୍‌ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ଘୋଷଣା କରିଛନ୍ତି।ଦିଲ୍ଲୀରେ ଲାଗି

ବାଚସ୍ପତି ନିର୍ବାଚନ: ଟିଏମସି ଓ କଂଗ୍ରେସ ମଧ୍ୟରେ ଫାଟ !

ନୂଆଦିଲ୍ଲୀ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ସମ୍ଭବତଃ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୮ ଥରର ସାଂସଦ କେ ସୁରେଶଙ୍କୁ ତାଙ୍କ ସାମ୍ନାରେ ରଖିଛି। ବିରୋଧୀ ମେଣ୍ଟ ଇଣ୍ଡିଆର ଦାବିକୁ

ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ

ରାଜରାସ୍ତା ମଝିରେ ନଳକୂପ ଓ ଅଟୋ ଗ୍ୟାରେଜ : ସମସ୍ୟାରେ ପରିପୂର୍ଣ୍ଣ ଫୁଲବାଣୀ ସହର…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ବିଭିନ୍ନ ସମସ୍ୟାରେ ଭରପୁର ଯଥା ଟ୍ରାଫିକ ସମସ୍ଯା,ପାର୍କିଂ ସମସ୍ୟା l ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ଆରଟିଓ ଅଫିସ,ଜିରିଂପଡା ଠାରୁ ଆରମ୍ଭ କରି ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି ଗଣ୍ଡା ଗଣ୍ଡା ୱାଟର ସର୍ଭିସିଂ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସିଙ୍ଗାଲ ବେଚା ଛକ ନିକଟରେ ଗତ କାଲିରାତିରେ ଏକ ମର୍ମନ୍ତୁଦଦୁର୍ଘଟଣା ରେ ଜଣଙ୍କ ର ମୃତୁହେଇଛି l ମୂର୍ତକ ଜଣକ ହେଉଛନ୍ତି ପାଙ୍ଗାମ ନିକଟସ୍ତ ଗ୍ରାମର ତରୁଣ କୁମାର ଘୋଷ ବୋଲି ଜଣାପଡିଛି । ଖବର ଅନୁଯାୟୀ ଗତକାଲି ବିଳମ୍ବିତ

କେତେ ଦାୟିତ୍ୱ ବାନ ବ୍ରହ୍ମପୁର ବି.ଏମ.ସି ! : ନିସର୍ତ୍ତରେ ଖବର ପ୍ରକାଶ ପରେ ଅଳିଆ ଗଦାରେ ପିଲାଙ୍କ ଖେଳ ଉପକରଣ

ବ୍ରହ୍ମପୁର : ବ୍ରହ୍ମପୁର ବି.ଏମ.ସି ସାଜିଥିଲା ଧୃତରାଷ୍ଟ୍ର ବୋଲି ଏପ୍ରିଲ ମାସ ୧୬, ତାରିଖ ରେ ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା । ବ୍ରହ୍ମପୁର ମହାନଗର ନିଗମ ବିପଦ କୁ ନିମନ୍ତ୍ରଣ ଦେଇ ବିଦ୍ୟୁତ ଟ୍ରାନ୍ସଫର ନିକଟରେ ପିଲା ମାନଙ୍କ ପାଇଁ ଖେଳ ଉପକରଣ ଲଗାଇଥିଲା । ଆମେ ଖବର ପ୍ରକାଶ

ସୀମାନ୍ତ ପୁଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ମାଲକାନଗିରି : ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୁଲିସ ଗୁଳି ରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁଯାୟୀ ଛତିଶଗଡ଼ ର ଧମତରୀ ଜିଲ୍ଲାର ଆମଝର ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ଜଙ୍ଗଲରେ ଏକ ମାଓ କ୍ୟମ୍ପକୁ ଯବାନ ମାନେ ଦେଖିଥିଲେ

ସ୍ୱାତୀ ଅନୁଷ୍ଠାନର ରୌପ୍ୟ ଜୟନ୍ତି ଉତ୍ସବ ଉଦ୍‌ଯାପନୀ ଦିବସରେ ରକ୍ତଦାନ ଓ ବୃକ୍ଷ ରୋପଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ତାର ୨୫ ବର୍ଷ ପୁରଣ ଅବସରରେ ଦୁଇଦିନ ଧରି ରୌପ୍ୟ ଜୟନ୍ତୀ ଜି.ଉଦୟଗିରି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ସମାଜର ବିକାଶରେ ସ୍ୱେଛାସେବି ଅନୁଷ୍ଠାନର ଭୂମିକା ସମ୍ପର୍କିତ ଆଲୋଚନା ଅନୁଷ୍ଠିତ

ମାଲକାନଗିରି ନୂତନ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟଳୟ ଗସ୍ତ, ଅଧିକାରୀ ଓ କର୍ମଚାରୀଙ୍କ ସହ କଲେ ସମୀକ୍ଷା

ମାଲକାନଗିରି : ମାଲକାନଗିରି ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ନରସିଂହ ମାଡକାମୀ ଆଜି ଜିଲ୍ଲାର ବିଭିନ୍ନ କାର୍ଯ୍ୟଳୟକୁ ଗସ୍ତ କରିଛନ୍ତି । ବିଧାୟକ ହେବା ପରେ ସେ ବିଧାୟକ ରୂପେ ପ୍ରଥମ ଥର ପାଇଁ ଅନେକ କାର୍ଯ୍ୟଳୟକୁ ଯାଇ କିପରି ସମସ୍ତ କାର୍ଯ୍ୟ ଜାରି ରହିଛି ସେନେଇ ମଧ୍ୟ ତଦାରଖ କରିଛନ୍ତି

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁଇମାସ ହେଲା କେନ୍ଦ୍ରୀୟ ପଣ୍ୟାଗାର ବନ୍ଦ : ଚାଉଳ ରେ ପୋକ, ଧାନରେ ଗଜା !

ବ୍ରହ୍ମପୁର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ ଦୁଇ ମାସ ହେଲା ବନ୍ଦ ହୋଇ ପଡି ରହିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳି ଠାରେ ଥିବା କେନ୍ଦ୍ରୀୟ ପଣ୍ୟାଗାର ନିଗମ (ଭାରତ ସରକାରଙ୍କ ସଂସ୍ଥା ) l ଆସିକା ଓ ଧରାକୋଟ ଅଂଚଳରେ ଥିବା ୫୦ ରୁ ଉର୍ଦ୍ଧ ମିଲ ରେ ପଡି ରହିଛି ୦୮ ହଜାର କୁଇଣ୍ଟାଲ