Sign in
Sign in
Recover your password.
A password will be e-mailed to you.
ସଡ଼କ ଦୁର୍ଘଟଣାରେ ଏବିଓ ସମେତ୨ ମୃତ, ବିଓ ଏବଂ ଅନ୍ୟ ୪ଜଣ ଆହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ହାତୀଆମ୍ବା ନିକଟରେ ଏକ ମର୍ମତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ମୃତ ୪ ଜଣ ଆହତ l ଖବର ଅନୁଯାଇ ଆଜି ଏକ ବାଇକ ଯୋଗେ ଚିତ୍ରକୋଣ୍ଡା ବିଓ ଚିନ୍ନା ଗାୟତ୍ରୀଦେବି ଏବଂ ଏବିଓ ଅଞ୍ଜନ ଚୌଧୁରୀ ନିଜ କାର୍ଯ୍ୟସାରି ଫେରୁଥିବା ବେଳେ ରାସ୍ତାରେ ଅନ୍ୟ!-->!-->!-->…
ରାଜନଗର ବିଇଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ
ରାଜନଗର : ଶିକ୍ଷା ବିଭାଗର ଦୁର୍ନୀତିର ପେଣ୍ଠସ୍ଥଳି ପାଲଟିଛି ଵ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଆସୁଥିବା ଅର୍ଥ ଏପରିକି ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ କ୍ରମ ବାଵଦ ଅର୍ଥକୁ ବାଣ୍ଟିକୁଣ୍ଟି ଖାଉଛନ୍ତି!-->…
ହାଇଦ୍ରାବାଦ କାମକୁ ଯିବା ପୂର୍ଵରୁ ଅଧାବାଟରୁ ଶଵହୋଇ ଫେରିଲେ ୩ଜଣ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ପୋଖରିଆ ଗାଁର ଜନକର ଦାସଙ୍କ ପୁଅ ମଙ୍ଗୁଳି ଚରଣ ଦାସ ,ଗୁପ୍ତି ପଞ୍ଚାୟତର କାନଫୁଲିଆ ଗାଁର ଲୋକନାଥ ସୁତାରଙ୍କ ପୁଅ ଲିପୁନା ସୂତାର,ଓ ହାତିନା ପଞ୍ଚାୟତର ପରିପାଙ୍ଗରା ଗାଁର ସରୋଜ ଶଣ୍ଡଙ୍କ ପୁଅ ସିଦ୍ଧାର୍ଥ ଶଣ୍ଢ ୩ ଜଣ!-->…
ବ୍ରହ୍ମକୁମାରୀସ ଶାନ୍ତିକୁଣ୍ଡ ତରଫରୁ ସାମ୍ବାଦିକମାନଙ୍କ ଲାଗି ସ୍ନେହ ମିଳନ କାର୍ଯ୍ୟକ୍ରମ
ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମାଉଣ୍ଟଆବୁ ରୁ ପଦାର୍ପଣ କରିଥିବା ମାସିକ ଜ୍ଞାନମୃତ ଏବଂ ହରିୟାଲି ସମ୍ପାଦିକା ରାଜଯୋଗନି ବ୍ରହ୍ମା କୁମାରୀ ଭଗୀନି ଉର୍ମିଲାଙ୍କ ଅନ୍ତିମ ଦିବସ!-->…
ସଡ଼କ ଦୁର୍ଘଟଣାରେ ମୃତା ପାର୍ବତୀଙ୍କ ଅସହାୟ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଆଇନି ସେବା ପ୍ରାଧିକରଣର ପଦକ୍ଷେପ
ମାଲକାନଗିରି : ଏକ ମର୍ମତ୍ୟୁଦ ସଡ଼କ ଦୁର୍ଘଟଣାରେ ମୃତବରଣ କରିଥିବା ରେକ୍ଲାମେସନ କଲୋନୀ ର ପାର୍ବତୀ ପାଣିଗ୍ରାହୀ ଓ ତାର ୧୨ ବର୍ଷର ପୁଅ ସାଗର ଆହତ ହେବା ଖବର ପ୍ରସାରଣ ହେବା ସାଙ୍ଗେ ସାଙ୍ଗେ ଆଇନିସେବା ପ୍ରାଧିକରଣ ର ସଚିବ ମାନ୍ୟବର ରାକେଶ କୁମାର ମୁଦୁଲି ପ୍ରାଧିକରଣ ର ମୁଖ୍ୟ ପ୍ରତିପକ୍ଷ!-->…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ଛତ୍ରପୁର : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସୋମବାର ଦିନ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ!-->…
ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରା ଜିଲ୍ଲା କୋଷାଗାର କର୍ମଚାରୀ ପୁରସ୍କୃତ
ଛତ୍ରପୁର : ସୋମବାର ଦିନ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲାମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରଠାରେ ଜିଲ୍ଲା କୋଷାଗାରର ଦୁଇ କର୍ମଚାରୀଙ୍କୁ ୨୦୨୪ ମସିହାର ମାର୍ଚ୍ଚ -ପୁରସ୍କାର ପ୍ରଦାନ କରିଛନ୍ତି। ଏହି ନିରାଡ଼ମ୍ବର ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର!-->…
ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୫୯ ତମ ସ୍ମୃତି ଦିବସ !
ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୫୯ ତମ ସ୍ମୃତି ଦିବସ ମହାସମାରୋହରେ ସୋମବାର ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ!-->…
ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ୧ଟା ୧୦ରେ ପହଣ୍ଡି, ୫ଟାରେ ରଥଟଣା
ପୁରୀ: ରଥାଯାତ୍ରା ପାଇଁ ଶେଷ ହୋଇଛି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ!-->…
ଛତ୍ରପୁର ଷ୍ଟାଇଲବଜାର ପକ୍ଷରୁ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ
ଛତ୍ରପୁର : ଛତ୍ରପୁର ମେନ୍ ରୋଡ଼ରେ ଅବସ୍ଥାପିତ ଷ୍ଟାଇଲବଜାର ଆନୁକୂଲ୍ୟରେ ଏକ ଶିଶୁ ପ୍ରତିଭା କାର୍ଯକ୍ରମ ଫେସିଅନ୍-ସୋ ଅନୁଷ୍ଠିତ ହୋଇଥିଲା ।ଏଥିରେ ଛତ୍ରପୁର ସହରାଞ୍ଚଳ ର ପ୍ରାୟ ଶତାଧିକ ଶିଶୁ ଏହି ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜ ର ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ଧୂନ୍ ର ତାଳେ!-->…