Sign in
Sign in
Recover your password.
A password will be e-mailed to you.
ରୋଟାରି କ୍ଳବପକ୍ଷରୁ ଜାତୀୟ ଅଙ୍ଗଦାନ ଦିବସ ପାଳିତ
ଛତ୍ରପୁର : ଛତ୍ରପୁର ରୋଟାରି କ୍ଳବ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟ ରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି, ଏହି ଦିବସ ରେ ରୋଟାରି କ୍ଳବ ର ସଭାପତି ଡ଼ଃ ବିମଳ ପ୍ରସାଦ ସାହୁ ଓ ବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ଯୋଗଦେଇ ଅଙ୍ଗଦାନ ର ବିଶେସତ୍ୱେ ଉପରେ!-->…
ପ୍ରବଳ ବର୍ଷାରେ ବୁଡ଼ିଲା କଂଗୁରୁକୋଣ୍ଡା ପୋଲ, କାଲିମେଳା ବ୍ଲକକୁ ଯତାୟତ ବାଧାପ୍ରାପ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କିଛିଦିନ ର ବ୍ୟବଧାନ ପରେ ଗତକାଲି ରାତିରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁଁ କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି। ଉଭୟ ପୋଲ ଉପରେ ପାଖାପାଖୂ ୩/୪ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତାୟାତକୁ ବନ୍ଦ!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ
ରାଇଘର : ନବରଙ୍ଗପୁର ଜ଼ିଲ୍ଲା ବୋବାଇ ପଞ୍ଚାୟତ ଅନ୍ତର୍ଗତ ଆଧିବାସୀ ଚୋରବେଡ଼ା ଗ୍ରାମ ନିକଟରେ ଥିବା ଉଦୟପୁର ଓ ବୀରପୁର ଯିବା ସଂଲଙ୍ଗନୋ ଦ୍ବିମୁହାଁ ରାସ୍ତାରେ ଗତ କାଲି ରାତି ଆନୁମାନିକ ସମୟ ପ୍ରାୟ ୭.୩୦ ମିନିଟ ବର୍ଷା ରାତିରେ ସବୁଦିନ ଭଳି ଉଦୟପୁର ଗ୍ରାମର ଶଙ୍କର ମିସ୍ତ୍ରୀ (୪୫ )ଏକ!-->…
ଚିତାଲାଗି ଅମାବାସ୍ୟାର ମହତ୍ତ୍ବ
ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ!-->…
ବୁଲା କୁକୁରଙ୍କୁ ଟୀକା, ଓଡିଶା ହେବ ଜଳାନ୍ତକ ମୁକ୍ତ
ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଏହାଛଡା ଗତ କିଛି ବର୍ଷ ମଧ୍ୟରେ ବୁଲା କୁକୁରଙ୍କ ଆକ୍ରମଣରେ ଛୋଟ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ ଶୀଘ୍ର ‘ବୁଲା କୁକୁର!-->…
ନିଆଳି ଅଞ୍ଚଳରେ ଶିଶୁପୁତ୍ର ବିକ୍ରି ଘଟଣା: ଦେଉଳଧରପୁରରୁ ଉଦ୍ଧାର, ଅଭିଯୁକ୍ତ ଚମ୍ପଟ
ବାଲିପାଟଣା: କଟକ ଜିଲ୍ଲା ନିଆଳି ଥାନା ମୁଣ୍ଡାସାହି ଅଞ୍ଚଳରେ ଜଣେ ବାପା ତା’ର ଶିଶୁପୁତ୍ରକୁ ଜଣେ ବ୍ୟକ୍ତିକୁ ପାଞ୍ଚ ହଜାର ଟଙ୍କା ବିନିମୟରେ ବିକ୍ରି କରିଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏ ନେଇ ନିଆଳି ପୁଲିସ, ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ ବିଭାଗ ତଦନ୍ତ!-->…
ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଶ୍ରମିକ ଜୀବନ୍ତ ଦଗ୍ଧ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଦ୍ବିତୀୟ ୟୁନିଟର ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ନାମ ଦେବ ନାରାୟଣ ମହାତୋ ଓ!-->…
କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍, ୫ ବର୍ଷରେ ନିଯୁକ୍ତି ହେବେ ୩.୫ ଲକ୍ଷ ଲୋକ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୩ା୮: କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଟାସ୍କଫୋର୍ସ ଗଠନ ହେବ। ଶିଳ୍ପ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ!-->…
ମାଲକାନଗିରିରେ ବୁଡିଲା ପୋଲ: ମୋଟୁ, ଆନ୍ଧ୍ର ,ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ବର୍ଷା ଟିକିଏ କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି। ମାଲକାନିଗରି ଜିଲ୍ଲା ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ର କାଙ୍ଗୁରୁକୋଣ୍ଡା ଏବଂ ପୋଟେରୁ ବ୍ରିଜ୍ ଉପରେ ଚାରି ଫୁଟ ଉଚ୍ଚର ପାଣି ପ୍ରବାହିତ!-->…
ବନ୍ଧା ହେଲେ କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ
ଭୁବନେଶ୍ବର : ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିଲା।ଗତକାଲି ଚଢ଼ାଉ ବେଳେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ୮୫ ପ୍ଲଟ ଠାବ!-->…