ହିଞ୍ଜିଳିରେ କବାଡିଆ ଦୋକାନ ମାଳମାଳ : ବଢୁଛି ଚୋରା କାରବାର…

ହିଞ୍ଜିଳିକାଟୁ, ୪ା୮ (): ଭଙ୍ଗା, ଦଦରା ଲୁହା, ଟିଣ, ପ୍ଳାଷ୍ଟିକ, ଅଦରକାରୀ କାଗଜ କିଣା ବିକା କରିବା ଲାଗି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଗଢି ଉଠିଛି କବାଡିଆ ଦୋକାନ । ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ କବାଡିଆ ଦୋକାନ ଗୁଡ଼ିକ ଛତୁ ଫୁଟିଲା ଭଳି…

ଆବାସିକ କଲେଜରେ ଛାତ୍ରକୁ ମାଡ଼, ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ନେଇ ଅଭିଯୋଗ ରଖିଲେ ପରିବାର…

ମାଲକାନଗିରି : ମାଲକାନଗିରି ଆବାସିକ କଲେଜରେ ଛାତ୍ରଙ୍କୁ ମାଡ଼ ,ଅପମାନ ସହିନପାରି ଆତ୍ମହତ୍ୟା ଉଦ୍ୟମ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରେ ଥିବା ଘଡେଇ ଆବାସିକ ମହାବିଦ୍ୟାଳୟରେ ।ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରୀୟାଂଶୁ ସୁନା ଦଶମ ଶ୍ରେଣୀର ଛାତ୍ର…

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନ ସହାୟତା ବଣ୍ଟନ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ଃ କମଲୋଚନ ମିଶ୍ର ଉପସ୍ଥିତ ରହି ମୃତ୍ୟୁ କାଳୀନ ସହାୟତା, ଶିକ୍ଷା ସହାୟତା,ପ୍ରସୁତି କାଳୀନ ସହାୟତା…

ପ୍ରଥମ ଥର ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହିନ୍ଦି ସାହିତ୍ୟ କୋକିଳl ପତ୍ରିକା ଉନ୍ମୋଚିତ…

ନବରଙ୍ଗପୁର : ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ଦ୍ଵାରା ଶିକ୍ଷା ବିଭାଗ ତରଫରୁ ପ୍ରଥମ ଥର ପାଇଁ ଏକ ହିନ୍ଦୀ ପତ୍ରିକା ନବରଙ୍ଗପୁର ସାହିତ୍ୟ କୋକିଳା ଉନ୍ମୋଚିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ…

କିନ୍ନରମାନଙ୍କୁ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କିନ୍ନର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୌଶଳ ପ୍ରଶିକ୍ଷଣ ନିମନ୍ତେ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ଅନୁଯାୟୀ କିନ୍ନର…

କାହା ବଳରେ ବଳିଆନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ : ଅବସର ପରେ ବି ସ୍କୁଲ ଚଲାଉଛନ୍ତି

ମାଲକାନଗିରି : କେନ୍ଦ୍ରସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ ସହସହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ସ୍ଥାନରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ରାଜ୍ୟରେ ତିରିଶତମ ପରିଗଣିତ ହେଉଥିବା ମାଲକାନଗିରି ଜିଲାରେ ପ୍ରାୟ…

ଓାୟନାଡ ଭୁସ୍ଖଳନ ବିପର୍ଯ୍ୟୟରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ…

ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଏକ ପ୍ରାର୍ଥନା ସଭା ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେରଳ ରାଜ୍ୟର ଓାୟନାଡରେ ଗତ ୨୯ ଜୁଲାଇ ବିଳମ୍ବିତ ରାତିରେ ଘଟିଥିବା ପ୍ରଚଣ୍ଡ ବିପର୍ଯ୍ୟୟ ପୂଣ୍ଣ ଭୁସ୍ଖଳନ ରେ ୩୩୪ ଜଣଙ୍କର ମୃତ ହୋଇଥିବା ବେଳେ ଶତାଧିକ…

୭୮ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଈଁ ପ୍ରସ୍ତୁତି ବୈଠକ।

ଫୁଲବାଣୀ : ୭୮ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଈଁ  ପ୍ରସ୍ତୁତି ବୈଠକ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେଉତ୍ସବ କମିଟିର ଅଧିକ୍ଷ ତଥା କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଉପସ୍ଥିତ ରହି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ…

ନୂଆପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଆଲୋଚନା ବୈଠକ

ଚିକିଟୀ : ନୂଆପଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାସିକ ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ତରଫରୁ ବ୍ଲକର ସମସ୍ତ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସ୍କୁଲ ପାହାଚ ଭୁଷୁଡିଲା

ମାଲକାନଗିରି : ମାଲକାନଗିରି ଭୁଷୁଡିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ପାହାଚ । ଅଳ୍ପକେ ବର୍ତ୍ତିଲେ କୁନି କୁନି ଶିଶୁ। ମିଳିଥିବା ସୂଚନାନୁସାରେ ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର ପଞ୍ଚାୟତ…