Sign in
Sign in
Recover your password.
A password will be e-mailed to you.
କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ ତରଫରୁ ବୃକ୍ଷ ରୋପଣ
ନବରଙ୍ଗପୁର : ଚଳିତ ବର୍ଷ ର ଗ୍ରୀଷ୍ମ ପ୍ରବାହ ରେ ସାରା ରାଜ୍ୟ ର ତାପମାତ୍ରା ବଢିଥିବା ବେଳେ ନବରଙ୍ଗପୁର ଜିଲ୍ଲା ରେ ମଧ୍ୟ ତାପମାତ୍ରା ର ବୃଦ୍ଧି ଦେଖା ଦେଇଥିଲା। ବଣ ,ପାହାଡ଼ ଜଙ୍ଗଲ ରେ ଭରପୁର ନବରଙ୍ଗପୁର ଜିଲ୍ଲା ରେ ଜଙ୍ଗଲ ରୁ ଗଛ କାଟି ସଫା କରିଦେବା ଫଳ ରେ ତାପମାତ୍ରା ବୃଦ୍ଧି!-->…
କନ୍ଧମାଳରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି
କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ଜଣାଶୁଣା। ଶିକ୍ଷା, ସ୍ବାସ୍ଥ୍ୟ ସବୁ ଦୃଷ୍ଟିରୁ ଏହି ଜିଲ୍ଲା ଅନେକ ପଛରେ ରହିଛି। କେନ୍ଦ୍ର ସରକାର କନ୍ଧମାଳର ବିକାଶ ପାଇଁ ଏହାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା!-->…
ଦିଲ୍ଲୀ କୋଚିଂ ସେଣ୍ଟର ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ
ନୂଆଦିଲ୍ଲୀ: ପୁରୁଣା ରାଜେନ୍ଦ୍ର ନଗର ଦୁର୍ଘଟଣା ମାମଲାର ଶୁଣାଣି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି। ଦିଲ୍ଲୀ ଏମସିଡି କମିଶନର ଏବଂ ଡିସିପି ଦିଲ୍ଲୀ ଶୁକ୍ରବାର ହାଇକୋର୍ଟରେ ହାଜର ହୋଇଥିଲେ । ଏମସିଡି କହିଛି ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଆମେ ଡ୍ରେନ୍ ମଧ୍ୟ ସଫା!-->…
ରାଜ୍ୟରେ ଆଳୁ ସମସ୍ୟା ନେଇ ବ୍ୟବସାୟୀ ସଙ୍ଘ ମାନଙ୍କ ସହ ଆଲୋଚନା କଲେ ଯୋଗାଣ ମନ୍ତ୍ରୀ
ଭଦ୍ରକ: ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭଦ୍ରକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ମନ୍ତ୍ରୀ ଶ୍ରୀ ପାତ୍ର ବାରିପଦା ଯାଉଥିବା ଅବସରରେ ଭଦ୍ରକ ସର୍କିଟହାଉସ ଠାରେ ତାଙ୍କୁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା!-->…
ଦିଲ୍ଲୀରେ ଭୁଶୁଡ଼ିଲା ୨ ମହଲା କୋଠା, ଏକାଧିକ ଲୋକ ଫସି ରହିଥିବା ଆଶଙ୍କା
ଦିଲ୍ଲୀର ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗିରପୁରରେ ଏହି ଅଘଟଣ ଘଟିଛି। ଭଗ୍ନାବଶେଷ ତଳେ ଏକାଧିକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି।
ଖବର ପାଇ ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି!-->!-->!-->…
୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ହକି ଟିମ
ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି।
ଶେଷ ଥର ପାଇଁ ଭାରତ ୧୯୭୨!-->!-->!-->…
ବିଜେଡି ବସା ଖାଲି ହୋଇଯିବ : ଅରବିନ୍ଦ ଢାଲି
‘‘ବିଜେଡିର ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି। ଦଳରେ ଥିବା ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିବ, ଦଳ ଖଣ୍ତବିଖଣ୍ଡ ହୋଇଯିବ।” ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ବିଜେପିରେ ମିଶିବା ପରେ ଏପରି ଢଙ୍ଗରେ ବିଜେଡିକୁ!-->…
ଆସନ୍ତା ୭ରୁ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ l ପୁଣେ ଓ ଅହମ୍ମଦାବାଦରେ ହେବ ଏହି ସମ୍ମିଳନୀ l ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ l ଏହି ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍!-->…
ଖଟାଖଟ ନୁହେଁ, ୨୦୨୭ରେ ହେବ ସପାଚଟ୍ : ଯୋଗୀ ଆଦିତ୍ୟନାଥ
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନରେ ଖଟାଖଟ ନୁହେଁ, ବରଂ ସପାଚାଟ(ସମାଜବାଦୀ ପାର୍ଟିର ମୂଳପୋଛ) ହେବ। ଏଥିପାଇଁ ବିରୋଧୀ ପ୍ରସ୍ତୁତ ରହିଥାଆନ୍ତୁ ବୋଲି ଯୋଗୀ କହିଛନ୍ତି।
ଉତ୍ତର ପ୍ରଦେଶ ବିଧାନସଭାକୁ!-->!-->!-->…
କଟକ ତ୍ରିଶୁଳିଆ ବ୍ରିଜ୍ ରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ
କଟକ: କଟକ ତ୍ରିଶୁଳିଆ ବ୍ରିଜ୍ ରୁ ପୁଣି ପାଣିକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ଯୁବକ ଜଣକ ହେଲେ ତୁଷାର ଭଟ୍ଟ । ସେ ଗୁଜୁରାଟର ବୋଲି ଜଣାପଡିଛି । ତେବେ ବ୍ରିଜ୍ ଉପରେ ତାଙ୍କ କାର୍ ରହିଥିବାବେଳେ ତା ପାଖରେ ତୁଷାରଙ୍କର ଚପଲ ପଡିଥିବା ଦେଖିବାକୁ ମିଳିଛି । ଖବରପାଇ!-->…