କୋଠା ତିଆରି ପାଇଁ ବଳି ପଡ଼ିଲେ ୬୦ଟି ଅଁଳା ଗଛ

ରାୟଗଡା : ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ନୂତନ କୋଠା ନିର୍ମାଣ କରାଯିବା ପାଇଁ ଜାଗା ଚିହ୍ନଟ କରାଯାଇଛି | କିନ୍ତୁ ଦୁଃଖର ବିଷୟ ଏହିକି ଯେ ଦୀର୍ଘ ୯ ବର୍ଷ ତଳେ ଲାଗିଥିବା ଔଷଧୀୟ ୬୦ ଟି ଅଁଳା ଗଛ ଗୁଡ଼ିକୁ କାଟି ଦିଆଯାଇଛି | ଗୋଟିଏ ପଟେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ

ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସୁରକ୍ଷା ପାଚେରୀ ନିର୍ମାଣ କରୁଛି ଟିପିଏସ୍ଓଡିଏଲ୍

ଦକ୍ଷିଣ ଓଡ଼ିଶାର ୮ଜିଲ୍ଲାରେ ୨,୮୦୦ରୁ ଅଧିକ ସୁରକ୍ଷା ପାଚେରୀ ନିର୍ମିତ ବ୍ରହ୍ମପୁର : କାର୍ଯ୍ୟକ୍ଷେତ୍ର ଓ ସର୍ବସାଧାରଣଙ୍କ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ ( ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍) ବିଜୁଳି ଭିତ୍ତିଭୂମି ଚାରିପାଖରେ ସୁରକ୍ଷା

ଦିନକ ପରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ : କାଗଜ କଲମରେ ସୀମିତ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ

ହିଞ୍ଜିଳିିରେ ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା ହିଞ୍ଜିଳିକାଟୁ, ୧୦/୬ : ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ଦିନକୁ ଦିନ

ଫ୍ରାନ୍ସରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ଟିଏସ୍‌ଟିଏସ୍‌ଏଲ୍ କର୍ମଚାରୀ ବରୁଣ ସାହୁ

ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଗଞ୍ଜାମ ପାଇଁ ଆଣିଲେ ଗର୍ବ ବ୍ରହ୍ମପୁର, ୧୦/୦୬ : ଟାଟା ଷ୍ଟିଲ୍‌ର ଗ୍ରୁପ୍ କମ୍ପାନି ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ (ଟିଏସ୍‌ଟିଏସ୍‌ଏଲ୍‌)ର କର୍ମଚାରୀ ବରୁଣ ସାହୁ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ

କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ଶେଷ, ଜାଣନ୍ତୁ କିଏ ପାଇଲେ କେଉଁ ବିଭାଗ

ନୂଆଦିଲ୍ଲୀ : ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି କରିଛନ୍ତି। ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି। ସେହିପରି ଅଜୟ ଟାମଟା ଓ ହର୍ଷ

ତୀର୍ଥ ଯାତ୍ରୀଙ୍କ ଉପରେ ହମଲା: ଜଙ୍ଗଲରେ ଲୁଚିଛନ୍ତି ୩ ବିଦେଶୀ ଆତଙ୍କୀ

ଶ୍ରୀନଗର : ଜମ୍ମୁ-କଶ୍ମୀର ରୈସିରେ ରବିବାର ସନ୍ଧ୍ୟା ବେଳେ ଆତଙ୍କବାଦୀମାନେ ଗୋଟିଏ ତୀର୍ଥ ଯାତ୍ରୀ ବସ୍‌ ଉପରେ ଆକ୍ରମଣ କରିଥିଲେ। ଆତଙ୍କୀଙ୍କ ଗୁଳିମାଡ଼ ଯୋଗୁ ବସ୍‌ଟି ଖାଇକୁ ଖସି ପଡ଼ିଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ଏହି ହମଲା ପଛରେ ୩ ଜଣ ବିଦେଶୀ

ଝାଡ଼ାବାନ୍ତିରେ ଜଣେ ମୃତ, ୪ ଗୁରୁତର

ରାୟଗଡ଼ା : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗାଁରୁ। ମୃତକ ଜଣଙ୍କ ହେଉଛନ୍ତି ଗୋପାଳ କାଣ୍ଡାମାକା (୨୮)।ଗୋପାଳଙ୍କର ଗତକାଲି

ପାଖେଇ ଆସୁଛି ସ୍ନାନ ପୂର୍ଣ୍ଣିମା, ରଥଖଳାରେ କାମ ତ୍ବରାନ୍ବିତ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚକ, ଅଖ ଓ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରିନାହାକା ଉଠିବାର ପରମ୍ପରା ରହିଛି। ଏଣୁ ପରମ୍ପରାକୁ ଦୃଷ୍ଟିରେ ରଖି ରଥ ସେବକମାନେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ତିନିରଥର ତିନିଭୂଇଁ ନିର୍ମାଣ ପାଇଁ ୧୨ଟି ଲେଖାଏଁ ଭୂଇଁ ଚଉତା କାଠର

‘ଆଶ୍ଚର୍ଯ୍ୟ ହେବାର କିଛି ନାହିଁ’: ରିଆସି ଆତଙ୍କବାଦୀ ଆକ୍ରମଣ ଉପରେ ଓମର ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରିଆସିରେ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଏକ ବିବାଦୀୟ ବୟାନ ଦେଇଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, ”ପୂର୍ବରୁ ମଧ୍ୟ ମୁଁ

ମଦୁଆଙ୍କ ଚିନ୍ତା‌ ବଢ଼ାଇଛି ରାତିଅଧିଆ ଚେକିଂ: ୨ଦିନରେ ୨୧୭ ଗାଡ଼ି ଜବତ

ଭୁବନେଶ୍ବର: କୌଣସି ପରିସ୍ଥିତିରେ ମଦ୍ୟପ ଚାଳକଙ୍କୁ ଛଡ଼ାଯିବ ନାହିଁ। ଜରିମାନା ଗଣିବେ; ଗାଡ଼ି ବି କୋର୍ଟକୁ ଯିବ। ଦରକାର ପଡ଼ିଲେ ଜେଲ୍‌ ମଧ୍ୟ ଯାଇପାରନ୍ତି। ଖାଲି ଏତିକି ନୁହେଁ ଲାଇସେନ୍ସ ବି ରଦ୍ଦ କରାଯିବ। ଦ୍ବୈତନଗରୀରେ ଘଟୁଥିବା ବିଭିନ୍ନ ଅପରାଧ ଓ ଦୁର୍ଘଟଣାକୁ ନିୟନ୍ତ୍ରଣ ପାଇଁ