Sign in
Sign in
Recover your password.
A password will be e-mailed to you.
ନିର୍ମାଣାଧିନ ବ୍ରିଜରୁ ଖସିଲା ବୋଲେରୋ, ୨ ମୃତ
ସମ୍ବଲପୁର: ନିର୍ମାଣାଧିନ ବ୍ରିଜରୁ ଖସିଲା ବୋଲେରୋ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସମ୍ବଲପୁର ଏନ୍ଏଚ୍ ୫୫ ଝାଙ୍କରପାଲୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତାହତଙ୍କ ପରିଚୟ ମିଳିନାହିଁ।
ଗତକାଲି ବିଳମ୍ବିତ ରାତିରେ ଛତିଶଗଡର!-->!-->!-->…
୨୨ ସରକାରୀ ବିଦ୍ୟାଳୟ କୁ ସାତ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ…
ଫୁଲବାଣୀ: ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟ ସ୍କୁଲରେ ରୂପାନ୍ତରିତ ହୋଇଛି।ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ହେଲେବି ଶିକ୍ଷାଦାନରେ ଗୁଣାତ୍ମକ ମାନ ବୃଦ୍ଧି ହୋଇପାରୁ ନାହିଁ। ଗତ!-->!-->!-->…
ନିଖୋଜ ମହିଳାଙ୍କ ଶବ ଉଦ୍ଧାର…
ବେଲଗୁଣ୍ଠା-୨/୬-ବେଲଗୁଣ୍ଠା ଥାନା ଅର୍ନ୍ତଗତ କେବିରି ବରପୁର ଗ୍ରାମର ନିଖୋଜ ଥିବା ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ଏହି ଗ୍ରାମର ସୁବାସ ସ୍ୱାଇଁଙ୍କ ପତ୍ନୀ ବଙ୍ଗାଳୀ ସ୍ୱାଇଁ(୬୬) ଗତ ୩୦ ତାରିଖରୁ ନିଖୋଜ ଥିଲେ ।ଏ ନେଇ ସୁବାସ!-->…
ସୀମାନ୍ତରେ ମାଓବାଦୀ ଙ୍କ ପ୍ରେସର ବମ ବିସ୍ପୋରଣ ରେ ଜଣେ ଯୁବକ ଗୁରୁତର…
ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ଏକ ବୋମା ବିସ୍ପୋରଣରେ ଜଣେ ନିରୀହ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜାପୁର ଏସପି ଜିତେନ୍ଦ୍ର ଯାଦବଙ୍କ ସୂଚନା ଅନୁଯାଇ ଜିଲ୍ଲାର ତେରେମ ଥାନା!-->!-->!-->…
ମ୍ୟାଜିକ୍ ନମ୍ବର ଡେଇଁଲା ବିଜେପି, ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ
ଇଟାନଗର : ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ। ମ୍ୟାଜିକ୍ ନମ୍ବର ପାର୍ କଲା ଦଳ। ମୋଟ ୬୦ ଆସନରୁ ୪୫ଟି ଆସନରେ ବିଜେପି ଜିତିଥିବା ସୂଚନା ମିଳିଛି। ସେହିପରି ୧ଟି ଆସନରେ ଦଳ ଏବେବି ଆଗୁଆ ରହିଛି। ତେବେ ଏହି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଏଠାରେ ପୁଣି ଥରେ ସରକାର ଗଢ଼ିବା ଏକ!-->…
ପୁଣେ ପୋର୍ସେ ଦୁର୍ଘଟଣା; ମଦ ପିଇ ଡ୍ରାଇଭିଂ କରୁଥିଲି କହିଲେ ଅଭିଯୁକ୍ତ ନାବାଳକ
ପୁନେ : ପୁଣେ ପୋର୍ସେ କାର୍ ଦୁର୍ଘଟଣା ଘଟାଇଥିବା ନାବାଳକ ପୁଲିସ ଆଗରେ ସତ ମାନିଛନ୍ତି। ଦୁର୍ଘଟଣା ରାତିରେ ସେ ଅତ୍ୟଧିକ ମଦ ପିଇ ଡ୍ରାଇଭିଂ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ନାବାଳକଙ୍କ ଦୋଷ ଲୁଚାଇବା ପାଇଁ ପରିବାର ବର୍ଗ ଏକାଧିକ ମିଛ କହୁଥିବା ବେଳେ ପୁଲିସକୁ ସତ କହିଛନ୍ତି!-->…
ଆତ୍ମସମର୍ପଣ କଲେ କେଜ୍ରିୱାଲ, କହିଲେ ଜେଲରୁ ଥାଇ ଦଳ କଥା ବୁଝିବି
ନୂଆଦିଲ୍ଲୀ : ଅନ୍ତରୀଣ ଜାମିନ କଣ୍ଟ ପୂରିବା ପରେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କେଜ୍ରିୱାଲ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜେଲ ନିୟମ!-->…
ବରିଷ୍ଟ କ୍ୟାମେରା ମ୍ୟାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଅଞ୍ଚଳରେ ଶୋକର ଛାୟା
ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲାର ବରିଷ୍ଟ କ୍ୟାମେରା ମ୍ୟାନ ଭିକି ଶଗଡିଆଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ବାସଭବନରୁ ଉଦ୍ଧାର ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁଯାୟୀ ମାଲକାନଗିଇର ଜିଲ୍ଲାରେ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ବିଭିନ୍ନ!-->…
ଏକଜିଟ ପୋଲ: ଜଗନଙ୍କ ଠାରୁ ଆନ୍ଧ୍ର ପ୍ରଦେଶ ଛଡ଼ାଇ ଆଣିବ ଏନଡିଏ
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିବ ବିପୁଳ ଜନମତ। ଗାଦିଚ୍ୟୁତ ହେବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଜଗନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସକୁ ଲାଗିବ ଜୋରଦାର ଝଟକା। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ସର୍ଭେରେ!-->…
ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣାରେ ସ୍ୱାମୀ ଗିରଫ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନଙ୍କୁ ଶୁକ୍ରବାର କରାଯାଇଥିବା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍।ଆଜି ପୁଲିସ ପଦ୍ମିନୀଙ୍କ ସ୍ୱାମୀ ତପନ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶିକ୍ଷୟିତ୍ରୀ!-->…