କଂଗ୍ରେସ ନେତା ଜୟରାମ ରମେଶଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶଙ୍କ ସମସ୍ୟା ବର୍ତ୍ତମାନ ବଢିପାରେ କାରଣ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି | ଜୁନ୍ ୧ରେ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ ଯେ ଅମିତ ଶାହା ୧୫୦ ଜଣ କଲେକ୍ଟରଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ଧମକ ମଧ୍ୟ

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୧୭ ଆକ୍ରାନ୍ତଙ୍କ ଚିକିତ୍ସା ଜାରି

ଭୁବନେଶ୍ବର/ପୁରୀ: ବହୁଚର୍ଚ୍ଚିତ ପୁରୀ ନରେନ୍ଦ୍ର ପୋଖରୀ ନିକଟରେ ଗତ ବୁଧବାର ଦିନ ରାତି ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ଘଟିଛି।ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୭ ଜଣ ବିଭିନ୍ନ ହସ୍ପିଟାଲରେ

ବୁଥ୍‌ ବାହୁଡ଼ା ମତ: ଓଡ଼ିଶାରେ ବିଜେଡି-ବିଜେପି କଡ଼ା ମୁକାବିଲା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଏହାର ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମର ସହାୟତାରେ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍‌ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ଏଥର ଓଡ଼ିଶା ବିଧାନସଭା

ପୁଣି ନିର୍ବାଚନରେ ହାରିଲେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ

ଗ୍ୟାଙ୍ଗଟକ୍: ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆଙ୍କୁ ପୁଣି ଥରେ ନିର୍ବାଚନୀ ରାଜନୀତିରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ରବିବାର ସରକାରୀ ତଥ୍ୟ ଅନୁଯାୟୀ, ସେ ସିକ୍କିମର ବାରଫଙ୍ଗ ଆସନରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ରିକ୍ଷଲ ଦୋର୍ଜୀ ଭୁଟିଆଙ୍କଠାରୁ

ନିର୍ବାଚନ ଫଳାଫଳ ପରେ ବି ୧୫ ଦିନ ଯାଏଁ ଏହି ଦୁଇ ରାଜ୍ୟରେ ମୁତୟନ ରହିବେ କେନ୍ଦ୍ରୀୟ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ, ନିର୍ବାଚନ ଆୟୋଗ ଭୋଟ୍ ଗଣନା ପରେ ମଧ୍ୟ ପନ୍ଦର ଦିନ ପାଇଁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ କେନ୍ଦ୍ରୀୟ ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟକୁ ଆୟୋଗ ଏହି ନିର୍ଦ୍ଦେଶ

ଏକଜିଟ୍ ପୋଲକୁ ଜାଲ୍ ବୋଲି କହିଲେ ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ରବିବାର ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ସମ୍ପୂର୍ଣ୍ଣ ଜାଲ୍ ବୋଲି କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଷୟରେ ଯାହା ଦେଖାଯାଉଛି, ସେଥିରେ ମୁଁ ବିଶ୍ୱାସ କରେ ନାହିଁ।

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ ୨/୬ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଚାନ୍ଦୁଲି ଗ୍ରାମରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିରହିଥିଲା । ଚାନ୍ଦୁଲି ଗ୍ରାମର ରମେଶ ଗୈାଡଙ୍କ ପୁଅ ସଞ୍ଜୟ ଗୈାଡ ଗ୍ରାମ ନିକଟ ତହଁର ରୋଡ ନିକଟ ବିଲରେ ମଈଁଷି

ଜୁନ ୩ ରୁ ୧୧ ତାରିଖ ସମସ୍ତ ପ୍ରସ୍ତୁତି, ବୁଧବାର ଠାରୁ ମାଆଙ୍କ ନଗର ଭ୍ରମଣ

ଛତ୍ରପୁର : ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଛତ୍ରପୁର ସହର ରେ ଶ୍ରୀ ଶ୍ରୀ ଶ୍ରୀ ମା' ବ୍ୟାଘ୍ରଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ଏହି ଯାତ୍ରା ନିର୍ବାଚନ କୁ ଦୃଷ୍ଟି ରଖି ବିଳମ୍ୱ ହୋଇଛି, ଜୁନ୍ ୩ ତାରିଖ ରୁ ୧୧ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ । ଏଥି ନିମନ୍ତେ

ତ୍ରିଧାରା ସାହିତ୍ୟ ଅନୁଷ୍ଠାନର ମାସିକ ସାହିତ୍ୟ ଆସର

ବ୍ରହ୍ମପୁର : ବ୍ରହ୍ମପୁର ସହରର ତ୍ରିଧାରା ସାହିତ୍ୟ ଅନୁଷ୍ଠାନର ମାସିକ ସାହିତ୍ୟ ଆସର ସ୍ଥାନୀୟ ଉତ୍କଳ ଆଶ୍ରମ ର ପାଠାଗାର କକ୍ଷରେ ଆୟୋଜିତ ହୋଇଥିଲା l ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଋଷିକୂଲ୍ୟା ଗବେଷକ ବେଙ୍କଟ ବିହାରି ପ୍ରହରାଜ

ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ରବିବାର ଉଦଯାପିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଅଶୋକ କୁମାର ଶୁକ୍ଳଙ୍କ