ଲିଙ୍ଗଗତ ସମ୍ବେଦନଶୀଳତା ଉପରେ କମିଟି ଗଠନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ଏହାର ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପୁନର୍ଗଠନ କରିଛନ୍ତି। ସୁପ୍ରିମ୍‌କୋର୍ଟ (ନିବାରଣ, ନିଷେଧ ଓ ସମାଧାନ) ନିୟମାବଳୀ, ୨୦୧୩ରେ ମହିଳାଙ୍କ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଯୌନ ଉତ୍ପୀଡ଼ନର ଧାରା ୪(୨) ଦ୍ୱାରା

୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ମୋଦି

କନ୍ୟାକୁମାରୀ : ଶେଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଅର୍ଥାତ ମେ’ ୩୦ ବିଳମ୍ବିତ ସନ୍ଧ୍ୟାରୁ ମୋଦି କନ୍ୟାକୁମାରୀର ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନରେ ବସିଥିଲେ।ଦୀର୍ଘ ୪୫ ଘଣ୍ଟା ପରେ ଆଜି ସେ ଧ୍ୟାନରୁ ଉଠିଛନ୍ତି। ଦିନ ପ୍ରାୟ

ବୈଠକ ପରେ ଇଣ୍ଡିଆ ମେଣ୍ଟର ବଡ଼ ଦମ୍ଭୋକ୍ତି: ଆମେ ଜିତିବୁ ୨୯୫ରୁ ଅଧିକ ଆସନ

ନୂଆଦିଲ୍ଲୀ :କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ଇଣ୍ଡିଆ ମେଣ୍ଟର ବୈଠକ ଶେଷ ହୋଇଛି। ବୈଠକ ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ଦାବି କରାଯାଇଛି। ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ୨୯୫ରୁ ଅଧିକ ଆସନ ଜିତି କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଦାବି କରିଛି। ଏକଜିଟ ପୋଲି

ପୁଣି ଫେରୁଛି ବିଜେପି… ନିଜର ଭବିଷ୍ୟତବାଣୀ ଦୋହରାଇଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଏକଜିଟ୍ ପୋଲ୍ ୨୦୨୪ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ପ୍ରଖ୍ୟାତ ଭାରତୀୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ନିଜର ପୂର୍ବ ପୂର୍ବାନୁମାନକୁ ବଜାୟ ରଖିଛନ୍ତି। ଆଜିର ମତଦାନ ଶେଷ ହେବା ପରେ ସନ୍ଧ୍ୟା ସାଢ଼େ ୬ଟାରୁ ଏକଜିଟ୍ ପୋଲ୍

କେଜ୍ରିଓ୍ବାଲଙ୍କୁ ଝଟକା, ଅନ୍ତରୀଣ ଜାମିନ ଅବଧି ବଢାଇବାକୁ ମନାକଲେ ଦିଲ୍ଲୀକୋର୍ଟ

ନୂଆଦିଲ୍ଲୀ: ମଦ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ୭ ଦିନିଆ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କେଜ୍ରିଓ୍ବାଲ କରିଥିବା ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ଖାରଜ କରିଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି

ଛତ୍ରପୁର ଷ୍ଟାଇଲବଜାର ପକ୍ଷରୁ ଶିଶୁ ପ୍ରତିଭା କାର୍ଯକ୍ରମ…

ଛତ୍ରପୁର, ତା. ୧ / ୬ : ଛତ୍ରପୁର ଷ୍ଟାଇଲବଜାର ଆନୁକୂଲ୍ୟରେ ଶୁକ୍ରବାର ଏକ ଶିଶୁ ପ୍ରତିଭା କାର୍ଯକ୍ରମ ର ଆୟୋଜନ ହୋଇଥିଲା । ଏଥିରେ ସହରାଞ୍ଚଳ ର ପ୍ରାୟ ଶତାଧିକ ଶିଶୁ ଏହି ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ମଧ୍ୟରେ ପ୍ରାୟତଃ ୧୩ବର୍ଷ ମଧ୍ୟରେ

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ମାଟ୍ରିକ୍‌ ଚାମ୍ପିଅନ୍‌ସ-୨୦୨୪ କାର୍ଯ୍ୟକ୍ରମ…

ବ୍ରହ୍ମପୁର :  .ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ମାଟ୍ରିକ୍‌ ଚାମ୍ପିଅନ୍‌ସ-୨୦୨୪ କାର୍ଯ୍ୟକ୍ରମରେ ଡାଇମଣ୍ଡ ଜୁବୁଲି ଟାଉନ୍‌ ହଲ୍‌ରେ ଆୟୋଜିତ ହୋଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. ଓଝା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ବାଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ କୁ ପ୍ରଶଂସା

ଅଭିଳାଷ ପଣ୍ଡାଙ୍କୁ ହୋଇଥିବା ଆକ୍ରମଣକୁ ବିରୋଧ…

ବ୍ରହ୍ମପୁର : ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିଵ ଶଙ୍କର ନାୟକଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଯୋଗ ଦେଇ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟଣାର ନିନ୍ଦା କରିବା ସହ ଭିକ୍ଷବ ପ୍ରଦର୍ଶନ କରିଥିଲେ। ଗତକାଲି ଚନ୍ଦବାଲି ଠାରେ ମନମୋହନ ସାମଲ ଙ୍କ ପାଇଁ ପ୍ରଚାର କରି ଫେରୁଥିବା

ଟାଟୁ ଦୋକାନ ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ଗିରଫ…

ବ୍ରହ୍ମପୁର : ଗତ ମଙ୍ଗବାର ଗୋଷାଣୀନୂଆଗାଁ ଥାନା ଅର୍ନ୍ତଗତ ହାଉସିଂବୋର୍ଡ ନିକଟରେ ଥିବା ଏକ ଟାଟୁ ଦୋକାନ ଭିତରେ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ।ବିଭିନ୍ନପ୍ରକାର ମାରଣାସ୍ତ୍ର ରେ ଟାଟୁ ଦୋକାନ ଭିତରେ ଆକ୍ରମଣ କରିଥିଲେ। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୩୬ହଜାର ପୋଲିସ ଫୋର୍ସ

ଭୁବନେଶ୍ୱର,୩୧।୫: ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନରେ ଶନିବାର ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ବିଶେଷ ଭାବେ ହିଂସାକାଣ୍ଡକୁ ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ