ଡାନ୍ସ ଏକାଡେମୀ ସଭାପତି ସ୍ଵର୍ଗତ ଭାଗବତ ବେହେରାଙ୍କ ଶୋକସଭା

ଫୁଲବାଣୀ- ଫୁଲବାଣୀ ଡାନ୍ସ ଏକାଡେମୀର ସଭାପତି ଭାଗବତ ବେହେରାଙ୍କ ପରଲୋକରେ ଏକାଡେମୀରେ ବୁଧବାର ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସମ୍ପାଦକ ସରୋଜ ପାତ୍ରଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ଶୋକସଭାକୁ ଆଇନଜୀବି ସତ୍ୟ ନାରାୟଣ ବେହେରା ସଭାପତିତ୍ବ କରିଥିଲେ।ପ୍ରଥମେ…

ପ୍ୟାରିସ୍ ଅଲିମ୍ପିକ୍ସ : ମହିଳା ତୀରନ୍ଦାଜୀ କ୍ବାର୍ଟରରେ ଭାରତ

ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ ଦଳ ଭଲ ପ୍ରଦର୍ଶନ କରିଛି। ଭାରତ ପକ୍ଷରୁ ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ମୋଟ ୧୯୮୩ ପଏଣ୍ଟ ହାସଲ କରିଛନ୍ତି। ଏହା ସହ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ…

କେଜ୍ରିୱାଲଙ୍କ ପାଇଁ ବଡ଼ ଆନ୍ଦୋଳନର ଡାକରା ଦେଲା ଇଣ୍ଡିଆ ବ୍ଲକ

ନୂଆଦିଲ୍ଲୀ:ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ ବଡ଼ ଆନ୍ଦୋଳନର ଡାକରା ଦେଇଛି। ଜେଲରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ତେଣୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର…

‘ବିଚାରି’ ବୟାନକୁ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ ରାଜସ୍ଥାନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାରେ କଂଗ୍ରେସ ବିଧାୟକ ଅମିନ କାଗଜିଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି | ଗତକାଲି ସେ ଅର୍ଥମନ୍ତ୍ରୀ ଦିୟା କୁମାରୀଙ୍କୁ ‘ବିଚାରି’ ବୋଲି ସମ୍ବୋଧିତ କରିଥିଲେ। ଆଜି ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ବିଚାରି ବିବୃତ୍ତିକୁ ନେଇ ଜବାବ ରଖିଛନ୍ତି | ସେ…

କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍‌କା: ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମସ୍ୟା। ଅବକାରୀ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି। ଅଗଷ୍ଟ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି…

ମଣିପୁର ଓ ଜମ୍ମୁ-କଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ଆମେରିକାର ପରାମର୍ଶ

ନୂଆଦିଲ୍ଲୀ : ଆମେରିକା ଭାରତ ଭ୍ରମଣରେ ଯାଉଥିବା ନିଜ ନାଗରିକଙ୍କୁ ମଣିପୁର ଓ ଜମ୍ମୁ କଶ୍ମୀର ସହିତ ଭାରତ-ପାକ ସୀମାନ୍ତବର୍ତ୍ତୀ ଅଂଚଳ ଓ ଦେଶର ମଧ୍ୟ ଏବଂ ପୂର୍ବଭାଗକୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ନକ୍ସଲ ପ୍ରଭାବିତ ଅଂଚଳଗୁଡିକୁ ମଧ୍ୟ ନ ଯିବାକୁ ପରାମର୍ଶ ଦେଇଛି। ଏକ ସଂଶୋଧିତ…

ପୁନେରେ ଭୟଙ୍କର ବର୍ଷା, ୩ ମୃତ

ପୁନେ : ମହାରାଷ୍ଟ୍ର ପୁଣେରେ ଭୟଙ୍କର ବର୍ଷା | ଗତ ୪୮ ଘଣ୍ଟା ଧରି ହୋଇଥିବା ଲଗାଣ ବର୍ଷାରେ ବୁଡିଲା ରାସ୍ତାଘାଟ, ଘରେ ପସିଲା ପାଣି। ସଡ଼କ ପାଲଟିଲା ସମୁଦ୍ର। ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ଗମନାଗମନରେ ସମସ୍ୟା ଭୋଗିଛନ୍ତି ଲୋକେ।ସେପଟେ ଲଗାତର ବର୍ଷା ଯୋଗୁ ଉବୁଟୁବୁ…

ଟେନଶନ ବଢାଇଲା ରାଜ ଠାକରେଙ୍କ ବୟାନ, କହିଲେ ମେଣ୍ଟ ଉପରେ ନାହିଁ ଭରସା

ମୁମ୍ବାଇ,୨୫।୭: କିଛି ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ରାଜ୍ୟରେ ନିର୍ବାଚନ ରାଜନୀତିର ଚେସବୋର୍ଡ ଲଗାଯିବା ଆରମ୍ଭ ହୋଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ଦୁଇଟି ରାଜନୈତିକ ଶିବିର ଅଛି – ମହାୟୁତି ଏବଂ ମହା ଆଘାଡି। ମହାୟୁତିରେ ଭାଜପା ନେତୃତ୍ୱ…

ରତ୍ନଭଣ୍ଡାରକୁ ନେଇ ଚମକାଇଲା ଭଳି ତଥ୍ୟ ଦେଲେ ଜଷ୍ଟିସ ବିଶ୍ବନାଥ

ପୁରୀ,୨୫।୭: ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥ ଏକ ଗଣମାଧ୍ୟମ ସାକ୍ଷାତକାରରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୁରାବସ୍ଥା ଭଳି ଲାଗିଲା। ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା। ପ୍ରଥମେ କିଛି ଛୋଟ ଛୋଟ…

ଜେଲରେ ଥିବା ଅମୃତପାଲ ପାଇଁ ଚିନ୍ତା ପ୍ରକଟ କଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଜେଲରେ ଥିବା ‌ଖଲିସ୍ତାନ ସପକ୍ଷବାଦୀ ଅମୃତପାଲ ସିଂହଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି।ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଅମୃତପାଲ ସ୍ୱାଧୀନ ପ୍ରାର୍ଥୀ ଭାବେ ଖାଦୂର…