୨୦୨୪ ବର୍ଷରେ ଜିଡ଼ିପି ୮.୨% ରହିପାରେ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ କ୍ୱାର୍ଟରର୍‌ରେ ଦେଶର ଜିଡିପି ୭.୮% ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଭଲ ପ୍ରଦର୍ଶନ କରିଥିବାରୁ ୨୦୨୪ରେ ଏହା ୮.୨% ରହିବ ବୋଲି ଆକଳନ

ଯୌନ ନିର୍ଯାତନା ମାମଲା: ସାଂସଦ ରେଭାନ୍ନାଙ୍କୁ ଜୁନ ୬ ଯାଏ ରିମାଣ୍ଡରେ ନେଲା ଏସ୍‌ଆଇଟି

ବେଙ୍ଗାଲୁରୁ : ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଥିବା କର୍ଣ୍ଣାଟକାର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ରିମାଣ୍ଡରେ ନେଇଛି ଏସ୍‌ଆଇଟି। ଆଜି ଭୋରରୁ ଜର୍ମାନୀରୁ ଫେରିଥିବା ରେଭାନ୍ନାଙ୍କୁ ଏସ୍‌ଆଇଟି ଏୟାରପୋର୍ଟରୁ ହିଁ ଗିରଫ

ଅର୍ଦ୍ଧନିର୍ମିତ ଅଙ୍ଗନବାଡି କୋଠା କାର୍ଯ୍ୟ ସରିବ କେବେ ?

ଉମରକୋଟ : ଦୁର୍ନୀତିରେ ଉବୁଟୁବୁ ନବରଙ୍ଗପୁର ଜ଼ିଲ୍ଲାର ଏକ ଉପାନ୍ତ ଅଞ୍ଚଳ ରାଇଘର ବ୍ଳକ କହିଲେ ଭୁଲ ହେବ ନାହିଁ। ଏହି ବ୍ଲକରେ ସବୁ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ଠିକାଦାର, ଜିଆରଏସ ଓ ଓଭରସିଆର ବାବୁଙ୍କ ମନ ମର୍ଜିରେ ହୁଏ । ବାରଂବାର ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତିର ପର୍ଦାଫାଶ ହେଲେ

ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଅଣ୍ଡାଳି ଜମ୍ବାହାଲ ପଞ୍ଚାୟତ ଅନ୍ତର୍ଗତ ମିଠେଇ ଟୁଙ୍ଗରି ଚାଷ ଜମିରେ ଜଣେ ବୃଦ୍ଧ ଲୋକଙ୍କ ମୃତଦେହ ପଡ଼ିଥିଲା | ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ବୃଦ୍ଧ ତିନି ଚାରି ଦିନ ପୂର୍ବେ ଜମ୍ବାହଲ ସ୍ୱାସ୍ଥ୍ୟ କେନ୍ଦ୍ରରେ

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ : “ମାନବ ଶୃଙ୍ଖଳ ମାଧ୍ୟମରେ ତମାଖୁ ମୁକ୍ତ ଭାରତ ପାଇଁ ବଜ୍ର…

ବ୍ରହ୍ମପୁର ତା:୩୧.୦୫.୨୦୨୪ ରିଖ ସ୍ଥାନୀୟ ବ୍ରହ୍ମାନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ସରକାରୀ ଆଇ ଟି ଆଇ ମିଳିତ ସହଯୋଗରେ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି। ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ

ଭଜନ ସନ୍ଧ୍ୟାରେ କମ୍ପିଲା ଯାତ୍ରା ପଡିଆ…

ଫୁଲବାଣୀ : ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀ ଠାକୁରାଣୀଙ୍କ ୨୬ ତମ ଯାତ୍ରାର ଆଜି ଦ୍ୱାବିଂଶ ତମ ଦିବସରେ ଠାକୁରାଣୀ ଯାତ୍ରା ପଢିଆ ରେ ଭାବ ଓ ଭକ୍ତିମୟ ପରିବେଶ ଭିତରେ ଅଚ୍ଛନ୍ନ ହୋଇ ଯାଇଥିଲା l ପଞ୍ଚଦେବୀ ପଞ୍ଚଠାକୁରାଣୀ ଙ୍କର ଆଜି ବିଶ୍ରାମ ଦିବସ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ

ସଫଳ ହେଲା ଭରତଙ୍କ ସ୍ବପ୍ନ, ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଟାଙ୍ଗରା ଭୂଇଁ ପାଲଟିଲା ଫଳ ଉଦ୍ୟାନ…

ବ୍ରହ୍ମପୁର, ୩ ୧ /୦୫: ଛତ୍ରପୁର ଅନ୍ତର୍ଗତ ବିପିଲିଙ୍ଗି ଗ୍ରାମର ଚାଷୀ ଭରତ ରେଡ୍ଡୀଙ୍କ ସ୍ବପ୍ନ ପୂରଣ ହୋଇଛି। ଟାଟା ଷ୍ଟିଲ ଫାଉଣ୍ଡେସନର (ଟିଏସ୍ଏଫ୍) ସହଯୋଗ ଓ ନିଜର କଠିନ ପରିଶ୍ରମ ଦ୍ଵାରା ସେ ପ୍ରାୟ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ଫଳାଇ ପାରିଛନ୍ତି ସୁନାର ଫସଲ। ଦିନେ ଟାଙ୍ଗରା

ମା’ ରାମାୟଣାମ୍ମା ଦ୍ବିତୀୟ ସନ୍ଧ୍ୟାର ଘଟଯାତ୍ରା : ଜଗମାଲ୍ ରାଜଙ୍କ ଘର ଦ୍ୱାରେ ମାଆ ସାନ୍ତାଆଣୀ ରାଜଭୋଗ…

ଛତ୍ରପୁର : ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣାମ୍ମା ଙ୍କ ଦ୍ବିତୀୟ ସନ୍ଧ୍ୟା ର ଘଟଯାତ୍ରା ଏକ ନିଆରା ଅଟେ ।। ଆଜି ମା' ଅପରବସଷ୍ଟାଣ୍ଡ ଅଭିମୁଖେ ବାହାରିଛନ୍ତି । ପ୍ରକାଶ ଥାଉକି ତତ୍କାଳୀନ ସମୟରେ ଜଗମାଲ୍ ରାଜ୍ ବୋଲି ଜଣେ ଗୁଜୁରାଟୀ ପରିବାର ଛତ୍ରପୁର ର ଷ୍ଟେସନ ରୋଡ଼ ଅଞ୍ଚଳରେ ସ୍ଥାୟୀ