Sign in
Sign in
Recover your password.
A password will be e-mailed to you.
ପୁରୀ ବାଣ ବିସ୍ଫୋରଣ ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ଏହି ଘଟଣାରୋ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣି ମୁଁ ଖୁବ୍!-->…
ବିଜେଡି ପୁଣି ସରକାର ଗଢିବ, ଲୋକସଭାରେ ଭଲ ପ୍ରଦର୍ଶନ କରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଫଳାଫଳକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ। ଓଡ଼ିଶାରେ ପୁଣିଥରେ ବିଜେଡି ଦୃଢ ସରକାର ଗଢ଼ିବ। ଲୋକସଭା ଆସନରେ ମଧ୍ୟ ବିଜେଡିର ପ୍ରଦର୍ଶନ ବେଶ!-->…
ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନରେ ୪୬୦ ଜଣ ପ୍ରାର୍ଥୀ; ଭୋଟ୍ ଦେବେ ୯୯ଲକ୍ଷ ୬୧ହଜାର ମତଦାତା
ଭୁବନେଶ୍ବର: ଦେଶରେ ସପ୍ତମ ଓ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶନିବାର ସକାଳ!-->…
ସାଧାରଣ ନିର୍ବାଚନ: ଓଡ଼ିଶାରେ ଉଡ଼ିଲା ଟଙ୍କା, ଭାସିଲା ମଦ
ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ଓଡ଼ିଶାରେ ନୂଆ ରେକର୍ଡ କରିଛି। ରାଜ୍ୟରେ ଟଙ୍କା ଉଡୁଛି ଓ ମଦ ଭାସୁଛି। ଯାହା ୨୦୧୪ ଏବଂ ୨୦୧୯ ନିର୍ବାଚନର ସବୁ ରେକର୍ଡ ଭାଙ୍ଗିଛି। ଏନଫୋର୍ସ ମେଂଟ ଟିମ ଦ୍ୱାରା ନର୍ବାଚନ ସମୟରେ ଟଙ୍କା, ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଇତ୍ୟାଦି ଜବତ କରାଯାଇଛି। ଏନେଇ!-->…
ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଳାଛାଟ ଛକରେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଲେ ବିନିକା ରହେଲା ଗ୍ରାମର ଗଣେଶ ଦାସ।ସୂଚନା ଅନୁସାରେ ଗଣେଶ ପରିବାର ସହିତ ତାଙ୍କ!-->…
ସିବିଆଇ ମାମଲାରେ ଜୁଲାଇ ୬ ଯାଏ ଜେଲ ଗଲେ ସିସୋଦିଆ
ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ସିବିଆଇ ଏହି ଘଟଣାରେ ରୁଜୁ କରିଥିବା ମାମଲାରେ ସିସୋଦିଆଙ୍କୁ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜୁଲାଇ ୬ ଯାଏ ଜେଲ ହାଜତକୁ ପଠାଇ ଦେଇଛନ୍ତି। ସିସୋଦିଆଙ୍କ ସହ!-->…
୬ ମାସ ପୂର୍ବରୁ ବ୍ରିଟିଶ ପାର୍ଲିଆମେଣ୍ଟ ଭଙ୍ଗ କଲେ ଋଷି ସୁନକ୍, ଜୁଲାଇ ୪ରେ ନିର୍ବାଚନ
ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ବ୍ରିଟିଶ ସଂସଦକୁ ଭଙ୍ଗ କରିଛନ୍ତି। ବ୍ରିଟେନର ବର୍ତ୍ତମାନର କନଜର୍ଭେଟିଭ୍ ପାର୍ଟି ସରକାରଙ୍କ କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେବାକୁ ଯାଉଥିଲା, କିନ୍ତୁ ୬ ମାସ ପୂର୍ବରୁ ସେ ସଂସଦ ଭଙ୍ଗ କରିଦେଇଛନ୍ତି ।ବ୍ରିଟେନ ନିୟମ ଅନୁଯାୟୀ ବର୍ତ୍ତମାନର!-->…
ପିଓକେ ଆମର ଥିଲା, ଅଛି ଓ ରହିବ, ଭାରତୀୟ ବୈଦେଶିକ ମନ୍ତ୍ରାଳୟର ବଡ଼ ବୟାନ
ନୂଆଦିଲ୍ଲୀ: ପାକ୍ ଅଧିକୃତ କଶ୍ମୀର (ପିଓକେ) ଏବଂ ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ବିବୃତି ଦେଇଛନ୍ତି। ପିଓକେ କୁ ନେଇ ଆମେ ଆମର ଆଭିମୁଖ୍ୟ ବଜାୟ ରଖିଛୁ। ସମଗ୍ର ଜମ୍ମୁ-କଶ୍ମୀର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ!-->…
ବ୍ୟାଙ୍କରେ ପଡ଼ିଛି ୭୮,୨୧୩ କୋଟି ଟଙ୍କା, କେହି ନାହାନ୍ତି ଦାବିଦାର
ନୂଆଦିଲ୍ଲୀ : ବିଭିନ୍ନ ବ୍ୟାଙ୍କରେ ଜମା ଥିବା ଅଣଦାବିଦାର ଆକାଉଣ୍ଟ ଟଙ୍କା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଟଙ୍କା ୨୬% ବୃଦ୍ଧି ଘଟି ୭୮ ହଜାର ୨୧୩ କୋଟି ଟଙ୍କାରେ ପହଞ୍ଚିଛି, ଯେଉଁ ଆକାଣ୍ଟର କୌଣସି ଦାବିଦାର ନାହାନ୍ତି। ଆଜି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI) ପ୍ରକାଶ!-->…
ଡନ୍ ଛୋଟା ରାଜନକୁ ମିଳିଲା ଆଜୀବନ ଜେଲଦଣ୍ଡ
ନୂଆଦିଲ୍ଲୀ : ମାଫିଆ ଡନ୍ ରାଜେନ୍ଦ୍ର ଏସ୍ ନିଖାଲଜେ ଓରଫ ଛୋଟା ରାଜନକୁ ମୁମ୍ବାଇର ସ୍ପେଶାଲ କୋର୍ଟ ଗୋଟିଏ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୧ ମସିହା ମୁମ୍ବାଇର ଜଣେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କୁ ହତ୍ୟାର କରିବା ଘଟଣାରେ ତାକୁ ଏଭଳି ଦଣ୍ଡ ମିଳିଛି।ସ୍ପେଶାଲ!-->…