Sign in
Sign in
Recover your password.
A password will be e-mailed to you.
ହାଇକୋର୍ଟଙ୍କ ବଡ଼ ରାୟ: ହିନ୍ଦୁ-ମୁସଲିମ ବିବାହ ବୈଧ ନୁହେଁ
ଭୋପାଳ : ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ମଧ୍ୟରେ ବିବାହ ମୁସିଲମ ଆଇନ ଅନୁସାରେ ବୈଧ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ରାୟ ଦେଇଛନ୍ତି। ସେହିପରି ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ଅନ୍ତଃଧର୍ମ ବିବାହ ପାଇଁ ଜଣେ ଦମ୍ପତି ମାଗିଥିବା ପୁଲିସ ସୁରକ୍ଷା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି!-->…
୧୫୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍; ୨୧ ମୃତ, ୪୦ ଆହତ
ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୧୫୦ ଫୁଟ ତଳକୁ ଖସିପଡ଼ିଛି ତୀର୍ଥଯାତ୍ରୀ ବସ୍। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସୂଚନା ଅନୁସାରେ, ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଏକ ବସ୍ ରାଏସି!-->…
ଦିନକ ଆଗରୁ କେରଳ ସହ ଉତ୍ତରପୂର୍ବ ରାଜ୍ୟର ଅଧିକାଂଶ ସ୍ଥାନକୁ ସ୍ପର୍ଶ କଲା ମୌସୁମୀ
ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଦିନକୁ ଆଗରୁ ମୌସୁମୀ କେଳର ଛୁଇଁବାରୁ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ସାଧାରଣତଃ ଜୁନ ୧ରେ ମୌସୁମୀ କେରଳ ଛୁଇଁ ଥାଏ।ତେବେ ମୌସୁମୀକୁ ନେଇ ଚଳିତ ବର୍ଷ ଗୋଟିଏ ବିରଳ ଘଟଣା ଘଟିଛି। କେରଳ ସହ ମୌସୁମୀ ସମାନ ସମୟରେ ଉତ୍ତରପୂର୍ବ!-->…
ଭଗବାନ ଶିବ ଆମ ଠାରୁ ସୁରକ୍ଷା ଆବଶ୍ୟକ କରନ୍ତି ନାହିଁ
ନୂଆଦିଲ୍ଲୀ : ଯମୁନା ନଦୀ ଶଯ୍ୟା ଓ ନଦୀ ତଟରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶିବ ମନ୍ଦିରକୁ ଉଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଭଗବାନ ଶିବ ଆମ ଠାରୁ ସୁରକ୍ଷା ଆବଶ୍ୟକ କରନ୍ତି ନାହିଁ। ଯଦି ଯମୁନା ତଟରୁ ସବୁ ଜବରଦଖଲ ଉଚ୍ଛେଦ ହୋଇଯିବ, ତା’ହେଲେ ଭଗବାନ ଶିବ ମଧ୍ୟ ଖୁସି!-->…
ଅସହ୍ୟ ତାତି ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍ କାଟ
ହିଞ୍ଜିଳିକାଟୁ ୩୦।୫: ଅସହ୍ୟ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ହେଉଛି ବିଦ୍ୟୁତ୍ କାଟ। ଗ୍ରାମାଞ୍ଚଳ ତ ଦୂରର କଥା ହିଞ୍ଜିଳିକାଟୁ ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ଗାଏବ ହୋଇଯିବା ସହରବାସୀଙ୍କ ଚିନ୍ତାର କାରଣ ହୋଇଛି। ଯେଉଁ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ କରାଯିବା କଥା, ସେହି!-->…
ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା : ଗ୍ରାମବାସୀଙ୍କ ଛେଚା ଖାଇ ରୋଡ ରୋମିଓ ଆହତ
ହିଞ୍ଜିଳିକାଟୁ : ସାଇକେଲ ଯୋଗେ ହିଞ୍ଜିଳିକାଟୁ ସହରକୁ ଟିୟୁସନ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ଏତେ ରୋଡରୋମିଓଙ୍କୁ ମହଙ୍ଗା ପଡିଛି। ବାରମ୍ବାର ତାଗିଦ ପରେ ମଧ୍ୟ ଯୁବକ ଜଣଙ୍କ ନିଜ ସ୍ୱଭାବରେ ପରିବର୍ତ୍ତନ ନଆଣିବାରୁ ଶେଷରେ ଗ୍ରାମର କିଛି ବ୍ୟକ୍ତିଙ୍କ!-->…
ମଦ୍ୟପାନ କରି ଚିକିତ୍ସା ସେବା ନକରିବା ଓ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା, ସ୍ବାସ୍ଥ୍ୟ…
ହିଞ୍ଜିଳିକାଟୁ : ଜଣେ ଗୁରୁତର ଆହତ ନାବାଳକଙ୍କୁ ଚିକିତ୍ସା ସେବା ଯୋଗାଇନଦେବା ସହ ମଦ୍ୟପାନ କରି ନାବାଳକଙ୍କ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଛି। ଘଟଣା ପ୍ରଘଟ ହେବା ପରେ ସଂପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ମେଡିକାଲ ଅଧିକ୍ଷକ ଚାକିରୀରୁ ନିଲମ୍ବନ କରିଛନ୍ତି। ଏଭଳି ଏକ!-->…
ଦିନ ଦ୍ବିପ୍ରହରେ ଚାଲିଛି ଖୁଲାମଖୁଲା ସାର କଳାବଜାରୀ
କୃଷିବିଭାଗ ଅଧିକାରୀ ନୀରବଦ୍ରଷ୍ଟା
ଉମରକୋଟ : ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ମୂଲ୍ୟବାନ ସାର ୟୁରିୟାର କଳାବଜାରୀ । ବେପାରୀମାନେ ରାତିରେ ସାର କଳାବଜାରୀ କରୁ କରୁ ଏବେ ଦିନ ଦ୍ବିପ୍ରହରେ ଖୁଲାମ ଖୁଲା ଟ୍ରକ ଟ୍ରକ ମୂଲ୍ୟବାନ ୟୁରିୟା ସାର ର କଳାବଜାରୀ କରୁଛନ୍ତି । ଖବର!-->!-->!-->…
ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କୋଲ୍ଡ ଡ୍ରିଂକ୍ସ ବଣ୍ଟନ
ଫୁଲବାଣୀ : ଆଜିର ତାପମାତ୍ରା ଗତକାଲିର ଥିବା ୪୩.୫ ଡିଗ୍ରୀ ତାପମାତ୍ରା ଠାରୁ ଅଧିକ ପରି ଜଣା ପଡୁଚି l ଏପରି ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଲିଥିବା ବେଳେ ଏହି ପରିପ୍ରେକ୍ଷୀ ରେ ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଯାତ୍ରା ପଡିଆ ଠାରେ ପ୍ରବଳ ଗ୍ରୀଷ୍ମ!-->…
ଟିପିଏସ୍ଓଡିଏଲକୁ ମିଳିଲା ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ ମାନ୍ୟତା
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ) ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ର ମାନ୍ୟତା ହାସଲ କରିଛି । ଏହି ସମ୍ମାନସ୍ପଦ ପ୍ରମାଣପତ୍ର ଚଳିତ ବର୍ଷ ମଇରୁ ଆସନ୍ତା ବର୍ଷ ମଇ ମାସ ପର୍ଯ୍ୟନ୍ତ ବୈଧ ହେବ । ଏହି ପ୍ରମାଣପତ୍ର କମ୍ପାନୀର ଅସାଧାରଣ!-->…