ସାଲେପୁରରେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ପନିକିରେ ବିଜେଡି କର୍ମୀଙ୍କ ଆକ୍ରମଣ: ଧାମନଗରରେ ଦୁଇ ଗୋଷ୍ଠୀ…

କଟକ: କଟକ ଜିଲ୍ଲା ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ନିର୍ବାଚନୀ ହିଂସା। ଏଠାରେ ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ବିଜେଡି ସମର୍ଥକ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଥିବାର ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ

ବିଷମକଟକ ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ଟି ଘରୋଇ ଯାତ୍ରୀବାହୀ ବସ୍‌

ରାୟଗଡ଼ା/ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ଅଘଟଣ ଘଟିଛି। ଆଜି ଅପରାହ୍‌ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଛି।ସୂଚନା ପାଇଁ ଘଟଣା ସ୍ଥଳରେ ଦୁଇଟି ଦମକଳ ବାହନୀ ପହଁଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗି

ଭୋଟ୍ ଦେବାକୁ ଯାଇଥିବା ବେଳେ ସ୍ତ୍ରୀ କୁ ବୁଥ୍‌ ସାମ୍ନାରେ ମାରି ଦେଲା ସ୍ୱାମୀ…

ଭଦ୍ରକ : ଭୋଟ୍ ଦେବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ ବୁଥ୍‌ ସମ୍ମୁଖରେ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ।ମୃତ ମହିଳାଙ୍କ ନାଁ ରଶ୍ମିରେଖା ବେହେରା। ତାଙ୍କ

ପ୍ରିଜାଇଣ୍ଡିଂ ଅଫିସର ନିଲମ୍ବିତ

ଜଗତସିଂହପୁର : ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୫ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଲକ୍ଷ୍ମୀନାରାୟଣ ଦାଶ। ସେ ଜଣେ ଅଧ୍ୟାପକ।ନିର୍ବାଚନ କାର୍ଯ୍ୟରେ

ଜୁନ ୪ ନୁହେଁ, ଜୁନ ୨ରେ ସିକ୍କିମ ଓ ଅରୁଣାଚଳ ବିଧାନସଭା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବ

ନୂଆଦିଲ୍ଲୀ : ଆଜି ଦେଶରେ ଶେଷ ହୋଇଛି ସାଧାରଣ ନିର୍ବାଚନ। ଆସନ୍ତା ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଦେଶର ୫୪୩ ଲୋକସଭା ଆସନ ସହ ଓଡ଼ିଶା, ଆନ୍ଧ୍ର, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହୋଇଛି।ନିର୍ବାଚନ କମିଶନ ଘୋଷଣା କରିଥିଲେ ଯେ ଜୁନ ୪ରେ

ଆସିଲା ଏକଜିଟ ପୋଲ: ପୁଣି ମୋଦି

ନୂଆଦିଲ୍ଲୀ : ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି।୭ମ ପର୍ଯ୍ୟାୟ ଭୋଟିଂ ଶେଷ

ଆଲୁମିନିୟମ କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ, ୫୦ ଶ୍ରମିକ ଗୁରୁତର

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶ ତିରୁପତି ନିକଟ ଏରପାଡୁ ମଣ୍ଡଳର ଚିନ୍ତାଲାପାଲେମ ଠାରେ ଥିବା ସିଏମଆର ଇକୋ ଆଲୁମିନିୟମ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇଛି।ଏହି ଘଟଣା ପ୍ରାୟ ଦିନ ୧.୩୦ ମିନିଟ ସମୟରେ ଘଟିଛି। ବିଷାକ୍ତ ଗ୍ୟାସ୍‌ ଯୋଗୁ କମ୍ପାନୀରେ କାର୍ଯ୍ୟରତ ୫୦ରୁ

୪୬ରୁ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସିଝୁଛି ଅଧା ଭାରତ :  ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୮୭କୁ ବୃଦ୍ଧି

ନୂଆଦିଲ୍ଲୀ : ୪୫ ଡିଗ୍ରୀ ସେଲସିୟସରୁ ଊର୍ଦ୍ଧ୍ୱ ତାପମାତ୍ରାରେ ସିଝୁଛି ଅଧା ଭାରତ। ହିଟ୍ ୱେଭ୍ କାରଣରୁ ଦେଶରେ ମୃତ୍ୟୁସଂଖ୍ୟା ୮୭ରେ ପହଞ୍ଚିଛି। ଗୋଟିଏ ଦିନରେ ଉତ୍ତର ପ୍ରଦେଶରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିହାରରେ ପାଞ୍ଚ ଜଣ, ରାଜସ୍ଥାନ ୪ ଏବଂ ପଞ୍ଜାବରେ ଜଣଙ୍କର ଜୀବନ ଯାଇଛି।

୩ ଜଣଙ୍କ ଠାରୁ ମିଳିଲା ୧୦ କୋଟି ଟଙ୍କାର ହେରୋଇନ୍‌

ଗୌହାଟୀ : ନିଶା ଦ୍ରବ୍ୟ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଛି। ଆସାମ ରାଇଫଲର ଯବାନମାନେ ବେଆଇନ ଚାଲାଣର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧.୩୮୭ କେଜିର ହେରୋଇନ ମିଳିଛି। ଏହାର ବଜାର ମୂଲ୍ୟ ୯.୭୦ କୋଟି ଟଙ୍କା ହେବ। ମିଜୋରାମ-ମିଆଁମାର ସୀମାରୁ ଏତେ ପରିମାଣର

ଯୌନ ଶୋଷଣ ଅଭିଯୋଗରେ ସିଆରପିଏଫ ଡିଆଇଜିଙ୍କୁ ବହିଷ୍କାର କଲେ ସରକାର

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀର କିଛି ମହିଳା ଯବାନଙ୍କ ଦ୍ୱାରା ସିଆରପିଏଫ ଡିଆଇଜିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ର ସରକାର ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଡେପୁଟି ଇନ୍‌ସପେକ୍ଟର