Sign in
Sign in
Recover your password.
A password will be e-mailed to you.
ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବିଜେଡି ସୁପ୍ରିମୋ: ଅମର ଶତପଥୀ
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକ ଯେମିତି ବର୍ତ୍ତମାନ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି, ପୂର୍ବରୁ ଯଦି ଏମିତି କରିଥାନ୍ତେ!-->…
ଝିଙ୍କ ଶିକାର କରି ପ୍ରଧାନ ଶିକ୍ଷକ ଗିରଫ, ମାଂସ ଓ ବନ୍ଧୁକ ଜବତ
ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ଝିଙ୍କ ଶିକାର କରି ଗିରଫ ହୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ। ତାଙ୍କ ସହିତ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି ମୟୂରଭଞ୍ଜ ଶିମିଳିପାଳ ଦକ୍ଷିଣ ଡିଭିଜନର ବନ କର୍ମଚାରୀ। ଅଭିଯୁକ୍ତ ଦ୍ୱୟଙ୍କଠାରୁ ଦେଢ଼ କେଜି ଝିଙ୍କ ମାଂସ, ୮୮ଟି ଝିଙ୍କ କାଠି, ଗୋଟିଏ!-->…
‘ଆହାର’ ଯୋଜନା ବନ୍ଦ ହେବନାହିଁ
ଭୁବନେଶ୍ବର : ସାଧାରଣ ଲୋକଙ୍କୁ ୫ ଟଙ୍କାରେ ମିଳୁଥିବା ଭୋଜନ ‘ଆହାର’ ଯୋଜନା ବନ୍ଦ ହେବନାହିଁ। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି ଓ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ସେପଟେ ଆହାର ଯୋଜନାର ନାଁ ପରିବର୍ତ୍ତନ ନେଇ ପରବର୍ତ୍ତୀ!-->…
ଯୁବତୀଙ୍କ ମୁଣ୍ଡରେ ୧୮ଟି ଲୁହାକଣ୍ଟା ପିଟିଥିଲେ ତାନ୍ତ୍ରିକ, ବାନ୍ଧିଲା ପୁଲିସ
ବଲାଙ୍ଗିର : ଯୁବତୀଙ୍କୁ ଅଜବ ତନ୍ତ୍ର ଚିକିତ୍ସା କରି ଗିରଫ ହେଲେ ତାନ୍ତ୍ରିକ। ୪ ବର୍ଷ ତଳେ ଜଣେ ଯୁବତୀଙ୍କ ମୁଣ୍ଡରେ ୧୦ରୁ ଅଧିକ ଲୁହାକଣ୍ଟା ପିଟିଥିବା ଅଭିଯୋଗରେ ଏହି ତାନ୍ତ୍ରିକଙ୍କୁ ଗିରଫ କରିଛି ପୁଲିସ। ସେପଟେ ଗୁରୁତର ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ବଲାଙ୍ଗିର ଜିଲ୍ଲା!-->…
ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ସାମଗ୍ରୀ
ପୁରୀ: ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଆଜି ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଛି। ଏହି କାମ କରିବା ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀମନ୍ଦିର!-->…
ବୋଲବମ୍ ଯାତ୍ରାବେଳେ ଧବଳେଶ୍ବର ପୀଠକୁ ପ୍ଲାଷ୍ଟିକ କଳସ ମନା
କଟକ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶ୍ରାବଣ ମାସ। ଶୈବପୀଠଗୁଡ଼ିକରେ ଜଳଲାଗି କରିବେ ଶ୍ରଦ୍ଧାଳୁ। ଧବଳେଶ୍ଵରଙ୍କ ପୀଠକୁ ମଧ୍ୟ ଆସିବେ କାଉଡ଼ିଆ। ତେବେ କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ। କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ପ୍ରଶାସନ ଓ!-->…
ପଦ୍ମକେଶରୀପୁର ଗଣ୍ଡଗୋଳ ଓ ସୁଧ କାରବାର ମାମଲାରେ ଆଉ ୨ ଗିରଫ
ଭୁବନେଶ୍ବର : ଭୁବନେଶ୍ୱର ପଦ୍ମକେଶରୀପୁର ଗଣ୍ଡଗୋଳ ଓ ସୁଧ କାରବାର ମାମଲାରେ ଆଉ ଦୁଇଜଣ ଗିରଫ। କମିଶନରେ ପୁଲିସ ଆଜି ମାମଲାରେ ଅନ୍ୟତମ ଅଭିଯୁକ୍ତ ସୁବ୍ରତ ଦାସ ଓ ତ୍ରିଭେନ୍ଦ୍ରମ ଦାସଙ୍କୁ ଗିରଫ କରିଛି। କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ଚଢ଼ାଉ ପରେ ଏମାନଙ୍କୁ ଗିରଫ କରାଯାଇଛି।ସୁଧ ଟଙ୍କାକୁ!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୨୧ ଯାଏଁ ଜାରି ରହିବ ବର୍ଷା
ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ଦେଇଛି। କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡିତ ସଂପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗକୁ!-->…
ଯୋଗୀଙ୍କ ବିରୋଧରେ ୬ ବଡ଼ ନେତା
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପିରେ ଆଲୋଡ଼ନ ସୃଷ୍ଟି ହୋଇଛି। ନେତାମାନେ ପରସ୍ପର ଉପରେ ଅରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଅଖିଳେଶ ଯାଦବ ମୌସୁମୀ ଅଫର ଦେଉଛନ୍ତି ଯାହା ‘ଶହେ ଆଣ, ସରକାର ଗଠନ କର’। ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟ ବଢ଼ିବାରେ!-->…
ଦୁର୍ନୀତି ଅଭିଯୋଗରେ ୨ ଥର ନିଲମ୍ବିତ ହୋଇଥିଲେ ପୂଜା ଖେଡକରଙ୍କ ବାପା
ନୂଆଦିଲ୍ଲୀ : ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ପରିବାର ବାବଦରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ଆଜି ତାଙ୍କ ମାଆଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ତାଙ୍କ ବାପାଙ୍କ ବିରୁଦ୍ଧରେ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।ପୂଜା ଖେଡକରଙ୍କ ବାପା ତଥା ଅବସରପ୍ରାପ୍ତ!-->…