Sign in
Sign in
Recover your password.
A password will be e-mailed to you.
ନାଗ ସାପରେଫଣା ପ୍ରଭୁ ଜଗନ୍ନାଥଙ୍କ ରୂପ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
ମାଲକାନଗିରି, ୧୭।୭ : ନାଗ ସାପ ଫଣାରେ ଦେଖା ଗଲା ପ୍ରଭୁ ଜଗନ୍ନାଥଙ୍କ ନୟନ, ବିରଳ ସାପକୁ ଦେଖିବାକୁ ଭିଡ ଜମାଇଲେ ସହ ସହ ଲୋକେ । କିଛି ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କୁମୁଟିଗୁଡା ସାହିରେ । ସାହିରେ ରହୁଥିବା ଆଇନଜୀବୀ ରାମ ପ୍ରସାଦ ପଟନାୟକଙ୍କ ଘର!-->…
ପ୍ରତିଶୃତି ପାଳନ ନହେବାରୁ ପୌର ପରିଷଦ ସମ୍ମୁଖରେ ଅଳିଆ ପକାଇ ପ୍ରତିବାଦ ଜଣାଇଲେ ଚାଷୀ
ମାଲକାନଗିରି, ୧୭।୭ : ମାଲକାନଗିରି ସଦର ମହକୁମା ମାଉଲି ମା ମନ୍ଦିର ସାହି ୱାର୍ଡ ନଂ. ୬ର ଜଣେ ଚାଷୀ ତାଙ୍କ ଜମିରେ ୱାର୍ଡ ନଂ. ୩, ୬ ଓ ୭ର ଅଳିଆ ସବୁ ବର୍ଷା ପାଣିରେ ଭାସି ଆସି ଜମି ରହୁଥିବାରୁ ଗତ ଚାରିବର୍ଷ ହେଲା ଚାଷ କରିବାରେ ସମସ୍ୟା ଭୋଗିବା ସହ ଏ ସମ୍ବନ୍ଧରେ ବାରମ୍ବାର ପ୍ରଶାସନିକ!-->…
ଶ୍ରୀମନ୍ଦିର ସମ୍ମୁଖରେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ ଭକ୍ତ
ମାଲକାନଗିରି (୧୭/୭) : ମାଉସି ମା ମନ୍ଦିର ରୁ ଶ୍ରୀ ମନ୍ଦିର କୁ ବାହୁଡ଼ି ଆସିଛନ୍ତି ଭାଇ ଭଉଣୀ ଙ୍କୁ ସାଥିରେ ଧରି ପ୍ରଭୂ ଶ୍ରୀଜଗନ୍ନାଥ। ମନ୍ଦିର ସମ୍ମୁଖରେ ରଥ ଉପରେ ଆଜି ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶ ରେ ସଜେଇ ହୋଇ ଝଟକୁଛନ୍ତି। ଶ୍ରୀଜୀଉଙ୍କ ସୁନା ବେଶ ଦର୍ଶନ ଓ ସନ୍ଧ୍ୟା ଆଳତି!-->…
ସୁରଙ୍ଗୀ ବାହୁଡା଼ଯାତ୍ରାରେ ଭଜନ ସନ୍ଧ୍ୟା, ପ୍ରବଳ ଭିଡ଼
ପାତ୍ରପୁର : ସୁରଙ୍ଗୀ ବାହୁଡା଼ ଯାତ୍ରା ଗତ କାଲି ଧୁମଧାମରେ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଯାଇଛି l ଏହି ଅବସରରେ ସୁରଙ୍ଗୀ ଦୋଳମଣ୍ଡପ ଠାରେ ଆୟୋଜିତ ହୋଇଥିବା ଭୁବନେଶ୍ୱରର ଶହୀଦ ନଗର ଏକlମ୍ର ଭଜନ ଧାରାର କଳାକାର ମାନେ ହୃଦୟସ୍ବର୍ଶୀ ସଂଗୀତ ପରିବେଷଣ କରି ଭକ୍ତ ମାନଙ୍କୁ ବିମୋହତ!-->…
ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ
ଛତ୍ରପୁର : ଓଡିଶା ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀ ଭାବେଶ କୁମାର ନାୟକ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ l ଗଞ୍ଜାମ ବ୍ଲକର କଣ୍ଟିଆଗଡ଼ ଗ୍ରାମରେ ଚାଲିଥିବା ଫାର୍ମ ପଣ୍ଡ ଓ ରାମଗଡ଼ ପଞ୍ଚାୟତରେ ଚାଲିଥିବା!-->…
ସୁନାବେଶରେ ଚମକିଲେ ଚତୁର୍ଦ୍ଧାମୂର୍ତ୍ତି
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ l ବୁଧବାର ବଡ଼ ଏକାଦଶୀ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଛତ୍ରପୁର ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ l ରଥ ଉପରେ ଶ୍ରୀ ଜୀଉ ଙ୍କୁ ଦର୍ଶନ!-->…
ଦୁର୍ଲଭ ସୁନାବେଶରେ ତିନି ଠାକୁର, ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ସୁନାବେଶ ଦର୍ଶନ
ପୁରୀ: ଆଜି ସୁନାବେଶରେ ମହଣ ମହଣ ସୁନାରେ ସୁଶୋଭିତ ହୋଇ ଝଟକୁଛନ୍ତି ରଥାରୁଢ଼ ମହାପ୍ରଭୁ । ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି!-->…
ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା କଲେ ହରିୟାଣା ସରକାର
ନୂଆଦିଲ୍ଲୀ: ହରିୟାଣାର ନାୟବ ସିଂ ସୈନି ସରକାର ଅଗ୍ନିବୀରଙ୍କ ପାଇଁ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରିରେ ଅଗ୍ନିଶମ କର୍ମଚାରୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗ୍ରୁପ୍ ସିରେ ୫ ପ୍ରତିଶତ ସଂରକ୍ଷଣ ଦିଆଯିବ | ସେହିପରି ୫ ଲକ୍ଷ!-->…
ଆସନ୍ତାକାଲି ଖୋଲିବ ଭିତର ରତ୍ନଭଣ୍ଡାର, କଟକଣା ଜାରି କଲେ ଶ୍ରୀମନ୍ଦିର ପ୍ରଶାସକ
ପୁରୀ: ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପ୍ରତିକ୍ରିୟା। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୁଣିଥରେ ଭିତର ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ!-->…
ଏସସିବିରେ ତେଜୁଛି ବିବାଦ; ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନକୁ ଓହ୍ଲାଇଲା ହାଉସ ସର୍ଜନ ସଂଘ
କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ଲାଗିଥିବା ବିବାଦ ଉଗ୍ରରୂପ ନେଇଛି। ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ବିବାଦ ସମାଧାନ ହୋଇପାରି ନାହିଁ। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ ସଂଘ।!-->…