Sign in
Sign in
Recover your password.
A password will be e-mailed to you.
ବେସରକାରୀ କ୍ଷେତ୍ରରେ ଲାଗୁ ହେବ କି ସଂରକ୍ଷଣ ନେଇ ଘୋଷଣା କଲେ ସିଦ୍ଧରମେୟା, ପରେ ଡିଲିଟ କଲେ ପୋଷ୍ଟ
ବେଙ୍ଗାଳୁରୁ: ବୁଧବାର କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ତଥା କଂଗ୍ରେସ ନେତା ସନ୍ତୋଷ ଏସ ଲାଡ ରାଜ୍ୟର ଘରୋଇ କ୍ଷେତ୍ରରେ ଚାକିରି ସଂରକ୍ଷଣ ସମ୍ପର୍କରେ ଘୋଷଣା ପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ କର୍ଣ୍ଣାଟକର ବେସରକାରୀ କମ୍ପାନୀଗୁଡିକରେ ଅଣ-ପରିଚାଳନା ପୋଷ୍ଟରେ ସଂରକ୍ଷଣ!-->…
୫୦ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ନବୀନ
ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ କାର୍ଯ୍ୟକାରିତାକୁ ମନିଟର କରିବେ ବିଜୁ ଜନତାର ଦଳର ବିଧାୟକ । ବିଧାନସଭାର ମୌସୁମୀ!-->…
ବାହୁଡ଼ାଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ପୁଣି ଏକ ମାମଲା ରୁଜୁ
ପୁରୀ: ବାହୁଡ଼ାଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଶ୍ରୀମନ୍ଦିର ପ୍ରଶାସନ ଆଉ ଜଣେ ସେବକଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଅଭିଯୋଗ କରିଛି। ଦେବଦଳନ ରଥରେ ମା’ ସୁଭଦ୍ରାଙ୍କ ସମ୍ମୁଖରେ ସମ୍ପୃକ୍ତ ସେବାୟତ ଫୋନ୍ ବ୍ୟବହାର କରୁଥିବା ଫଟୋ ତଥା ଖବରକାଗଜରେ ପ୍ରକାଶିତ ଲେଖା!-->…
ମନ୍ଦିର ସାମ୍ନାରେ ନିଜ ଜିଭ କାଟିଦେଲେ ଭକ୍ତ
କେନ୍ଦୁଝର: କେନ୍ଦୁଝରର ଘଟଗାଁ ମା ତାରିଣୀଙ୍କ ମନ୍ଦିର ପରିସରରେ ଜଣେ ଭକ୍ତ ଧାରୁଆ ବ୍ଲେଡରେ ନିଜ ଜିଭ କାଟି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ଗଞ୍ଜାମର ବିଜୟ ପ୍ରଧାନ ବୋଲି ସୂଚନା ମିଳିଛି।
ତେବେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ବିଜୟ ମା’ ତାରିଣୀଙ୍କ ନିକଟରେ ମାନସିକ!-->!-->!-->…
ଯୋଗୀ ଆଦିତ୍ୟନାଥଙ୍କ ସହ ମତଭେଦ ଚର୍ଚ୍ଚା ମଧ୍ୟରେ ଜେପି ନଡ୍ଡାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ମତଭେଦକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମୌର୍ଯ୍ୟ ଦିଲ୍ଲୀରେ ନଡ୍ଡାଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଥିବା!-->…
ପାଲାନାଚ ହାସ୍ୟ ଅଭିନେତାଙ୍କ ପରଲୋକ
ପାତ୍ରପୁର : ପାତ୍ରପୁର ବ୍ଳକ ସପଙ୍ଗ ଗ୍ରାମର ପାଲା ନାଚ ର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜେନ୍ଦ୍ର ଦାସ (୮୦) ଙ୍କ ପରଲୋକ ଘଟିଛି। ବୁଧବାର ସକାଳ ସମୟରେ ରାଜେନ୍ଦ୍ର ବାରଣ୍ଡା ରେ ବସିଥିବା ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଷାଢ଼ ମାସ ବଡ ଏକାଦଶୀ ରେ ରାଜେନ୍ଦ୍ର ଙ୍କ!-->…
ପୁନର୍ଗଠିତ ହେଲା ନିତି ଆୟୋଗ, କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ
ନୂଆଦିଲ୍ଲୀ: ନିତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ। ଜୁଏଲଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍ଡି କୁମାରସ୍ବାମୀ ସଦସ୍ୟ।
କେନ୍ଦ୍ର ସରକାର ନିତି (NITI) ଆୟୋଗକୁ ପୁନର୍ଗଠିତ!-->!-->!-->…
ରାଜା ମାର୍କେଟର କର୍ମକର୍ତ୍ତା ଚୟନ
ଫୁଲବାଣୀ : ନାମକରଣ ଅନୁଯାୟୀ କାର୍ଯ୍ୟ କଲେ ସମସ୍ତଙ୍କ ମୁଖରେ ପ୍ରସଂଶା ଭାଜନ ହୋଇଥାନ୍ତି l ଫୁଲବାଣୀ ସହରର ମାର୍କେଟ ମାନଙ୍କ ମଧ୍ୟରେ ରାଜା ମାର୍କେଟ ଅନ୍ୟତମ l ନା ଯେପରି ରାଜା, ମାର୍କେଟର କାମ ମଧ୍ଯ ସେପରି ରାଜାଙ୍କ ପରି l ସେହି ମାର୍କେଟ ସବୁବେଳେ ସବୁସମୟରେ ପ୍ରତ୍ୟେକ ପର୍ବପର୍ବାଣୀରେ!-->…
ଆସୁଛି ଆଉ ଏକ ଲଘୁଚାପ: ୨୧ ଯାଏଁ ରାଜ୍ୟରେ ବର୍ଷା
ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ଗତ ସୋମବାର ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର ପଶ୍ଚିମ!-->…
ଖୋଲତାଡ଼ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’; ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର: ନବୀନ ସରକାର ଦୁର୍ନୀତିର ଗନ୍ତାଘର । ଯେତେ ଖୋଳିଲେ ସେତେ ବାହାରୁଛି । ଏକଥା ଆମେ ନୁହେଁ କିଛି ଏମିତି ବିରୋଧୀ ଓ ଶାସକ ଦଳ କହୁଛନ୍ତି । କାରଣ ପୂର୍ବ ସରକାରରେ କ’ଣ ଚାଲିଥିଲା, କାହା ଦ୍ବାରା ଚାଲିଥିଲା ସବୁକିଛି ରହସ୍ୟ ଘରରେ। ନା ଅଫିସରଙ୍କ ପାଖରେ ଉତ୍ତର ଅଛି, ନା ସରକାରଙ୍କ!-->…