Sign in
Sign in
Recover your password.
A password will be e-mailed to you.
ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ନକଲି ରାସନ କାର୍ଡ ଦେଇଥିଲେ ପୂଜା ଖେଡକର
ଭୁଲ୍ ଠିକଣା ଏବଂ ନକଲି ରାସନ କାର୍ଡ ବ୍ୟବହାର କରି ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିଲେ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକର। ଯେଉଁ ହସ୍ପିଟାଲରୁ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିଲେ, ସେଠାରେ ଭୁଲ୍ ଠିକଣା ଓ ନକଲି ରାସନ କାର୍ଡ ଦେଇଥିବା ଜଣାପଡ଼ିଛି।
ପଦବୀର!-->!-->!-->…
ନବୀନଙ୍କ ନାଁରେ ଏତଲା!
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନଙ୍କ ନାଁରେ ରୁଜୁ ହୋଇପାରେ ମାମଲା। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ଏତଲା ଦେବ କହି ଚେତାଇଲାଣି ନିଖିଳ ଓ ଠିକାଦାର ମହାସଂଘ। ନବୀନ ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କରିବା ଅଭିଯୋଗରେ ଗୁରୁବାର!-->…
ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ, ତୁରନ୍ତ ଦେଲେ ନିର୍ଦ୍ଦେଶ: ମୁମ୍ବାଇରୁ ଓଡିଶା ଆସିଲା ଶ୍ରମିକଙ୍କ ଶରୀର
ଭୁବନେଶ୍ୱର : ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ ଦେଲେ ନିର୍ଦ୍ଦେଶ । ସୁଦୁର ମୁମ୍ବାଇରୁ ଓଡିଶା ଆସିଲା ଶ୍ରମିକଙ୍କ ମୃତ ଶରୀର । ପରିବାର ଲୋକଙ୍କୁ କଥା ଦେଇ କଥା ରଖିଲେ । ବାଲେଶ୍ୱର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର!-->…
୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ବର: ଆସନ୍ତା ଜୁଲାଇ ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି।
ଶୁକ୍ରବାର!-->!-->!-->…
Air India ନିଯୁକ୍ତି ଡ୍ରାଇଭରେ ଦଳାଚକଟା, ୨ ହଜାର ପଦବୀ ପାଇଁ ୨୫,୦୦୦ ଆଶାୟୀ
ଦେଶରେ ନିଯୁକ୍ତି ସମସ୍ୟା ଚରମରେ ପହଞ୍ଚିଛି। ଯଦି କେଉଁଠି ଖାଲି ପଦବୀର ବିଜ୍ଞାପନ ପ୍ରକାଶ ପାଉଛି, ତେବେ ସେଠାରେ ହଜାର ହଜାର ଆଶାୟୀଙ୍କ ଭିଡ଼ ଜମୁଛି। ନିକଟରେ ଗୁଜରାଟରେ ଏକ ନିଯୁକ୍ତି ଡ୍ରାଇଭରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ଥିବାବେଳେ ବର୍ତ୍ତମାନ ମୁମ୍ବାଇରେ ସମାନ ଘଟଣା ଦେଖିବାକୁ!-->…
ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର
ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ଏଭଳି ପ୍ରତିକ୍ରିୟା। ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ। ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ।
!-->!-->!-->…
ପୁଣି ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଜୟପୁର : ପୁଣି ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୮ଜଣିଆ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି ।
ଜୟପୁର ବିଡିଓ ହସ୍ପିଟାଲ ଯାଇ ତାଙ୍କ!-->!-->!-->…
ତଣ୍ଟି ଚିପି ମାଆକୁ ମାରିଦେଲା ନୃଶଂସ ପୁଅ
ସୋର: ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ। ଖାଇବା ପିଇବାକୁ ନେଇ ଝଗଡ଼ା ପରେ ତଣ୍ଟି ଚିପି ମାଆକୁ ହତ୍ୟା କରିଥିବା ସୂଚନା। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ତେବେ ଘଟଣାରେ ଥାନାରେ ଏତଲା ଦେଲା ବୋହୂ।!-->…
ଅଜିତ ପାୱାରଙ୍କୁ ଶକ୍ତ ଝଟକା, ଦଳ ଛାଡ଼ିଲେ ୪ ନେତା
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କୁ ଲାଗିଛି ଶକ୍ତ ଝଟକା । ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି। ସେମାନେ ଖୁବ୍ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।
ଇସ୍ତଫା ଦେଇଥିବା ୪ ନେତା ଦଳର ପିମ୍ପରି- ଚିଞ୍ଚୱାଡ!-->!-->!-->…
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ। ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫଟୋ ଅପଲୋଡ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫଟୋ ଅପଲୋଡ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି ଫଟୋ!-->…