Sign in
Sign in
Recover your password.
A password will be e-mailed to you.
ସ୍ମାର୍ଟ ମିଟର କୁ ନେଇ କୁହୁଳୁଛି ଅସନ୍ତୋଷ :ରକ୍ତ ଷୋସୁଛି ଟାଟା ପାୱାର..!!
ସ୍ମାର୍ଟ ମିଟର ସଂଯୋଗ ହେଲେ ଗରିବ ଲୋକଙ୍କ ପାଇଁ ବିଜୁଳି ସାତସପନ..!
ଭୁବନେଶ୍ୱର //,ବ୍ରହ୍ମପୁର: ୧୭-୭ ଗତ କିଛି ମାସ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ମାର୍ଟ ମିଟର ଖଞ୍ଜା ଅଭିଯାନ ଆରମ୍ଭ ହୋଇଛି। ବହୁ ଜିଲ୍ଲାରେ ସ୍ମାର୍ଟ ମିଟର ବିଭିନ୍ନ ଗୃହରେ ଖଞ୍ଜି ବାକୁ ଯିବା ବେଳେ!-->!-->!-->!-->!-->…
ବିହାର ଢାଞ୍ଚାରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଚାଲିଛି ସେତୁ ନିର୍ମାଣ କାର୍ଯ୍ୟ …!
ଯନ୍ତ୍ରୀଙ୍କ ଠିକାଦାରଙ୍କ ପ୍ରତି ଏତେ ଦରଦ କାହିଁକି……?
ଆରଏମସି ତରଫରୁ ଜନଶୁଣାଣି ଅନୁଷ୍ଠିତ
ରାଉରକେଲା : ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଛେଣ୍ଡ ସ୍ଥିତ ମଧୁସୂଦନ ମଣ୍ଡପରେ ମଙ୍ଗଳବାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା କରି!-->!-->!-->…
ରାସ୍ତାରେ ଟଳି ପଡିଲେ ବୃଦ୍ଧ
ଛତ୍ରପୁର : ଘରୁ ଛତ୍ରପୁର ଆସୁଥିବା ବେଳେ ରାସ୍ତାରେ ଟଳି ପଡିଲେ ବୃଦ୍ଧ । ତରୁନ୍ତ ତାଙ୍କୁ ଛତ୍ରପୁର ମେଡିକାଲ ୧୦୮ ଯୋଗେ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଗଞ୍ଜାମ ସହରର ଅଭିରାମ ପଣ୍ଡା(୭୫) । ସୂଚନା ଥାଉକି କୈାଣସି କାମରେ ଅଭିରାମ ଛତ୍ରପୁର!-->…
ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଗ୍ରାମ ପଞ୍ଚାୟତ ଅଧୀନସ୍ତ ଏମଭି-୨୫ନମ୍ବର ଗାଁରେ ରହୁଥିବା ରାଜକୁମାର ମଣ୍ଡଳ ନାମକ ଜଣେ ବ୍ୟକ୍ତି ଦୀର୍ଘମାସ ଧରି ଫେସବୁକ ଓ ଇଂଷ୍ଟାଗ୍ରାମରେ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ କୋରୁକୋଣ୍ଡା ଥାନା ପୋଲିସ ତାଙ୍କୁ!-->…
ଅର୍ଡରର ୪୮ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍
ଭୁବନେଶ୍ଵର: ଅର୍ଡର ଦେବାର ୪୮ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ । ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ଡିଲର୍ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ!-->…
ବିଗିଡ଼ିଗଲା କେ.କବିତାଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର (ଜୁଲାଇ ୧୬) ହଠାତ୍ ଖରାପ ହୋଇଯାଇଛି। ସଙ୍ଗେ ସଙ୍ଗେ ଆକ୍ସନ ମୋଡରେ ଆସି ତିହାର ପ୍ରଶାସନ କବିତାଙ୍କୁ!-->…
ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ
ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି ।
ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା!-->!-->!-->…
କେନ୍ଦ୍ର ବଜେଟ୍ ୨୦୨୪ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ହାଲୱା ସମାରୋହ ଅନୁଷ୍ଠିତ
ନୂଆଦିଲ୍ଲୀ: ୟୁନିୟନ ବଜେଟ୍ ୨୦୨୪ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ଅର୍ଥାତ୍ ନର୍ଥ ବ୍ଲକ୍ରେ ହାଲୱା ସମାରୋହ ଆୟୋଜିତ ହୋଇଥିଲା। ନର୍ଥ ବ୍ଲକ୍ରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ହାଲୱା!-->…
ଭଙ୍ଗା ହେବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା
ଯାଜପୁର: ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା । ବଲ୍ଲେ ବଲ୍ଲେ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ଧର୍ମଶାଳା ବିଡିଓ । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ବିଡିଓ ।
ସୂଚନାଯୋଗ୍ୟ ଯେ, ବିନା ସରକାରୀ କାଗଜପତ୍ରରେ ଜଣେ ମହିଳା ବିଜେଡି!-->!-->!-->…