ଏଏସଓଙ୍କୁ ମାଡ ମାରିବା ଘଟଣା; ପୁଣି ବର୍ଷିଲା ବିଜେଡି

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡମାରିବା ଘଟଣାକୁ ପାଖାପାଖି ୮ ଦିନ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ ପ୍ରଶାସନ । ଲିଖିତ ଅଭିଯୋଗ ହେଲା ମାମାଲା ବି ରୁଜ୍ଜୁ ହେଲା ହେଲେ କିଛି ସୁଫଳ ମିଳିପାରିଲା ନାହିଁ । ଯାହାକୁ ନେଇ ଏବେ ପୁଣି ରାଜ୍ୟ…

ଚିକିଟୀରେ ବିଶ୍ୱ ସର୍ପ ଦିବସ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀ ଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ  ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସର୍ପ ସଚେତକ ଗଣପତି ସାହୁ…

ଗୋମାଂସ ବୋଝେଇ କଣ୍ଟେନର ଜବତ : ମୁଖ୍ୟଅଭିଯୁକ୍ତଙ୍କୁ ଗିରଫ ଦାବୀ

ଛତ୍ରପୁର : ଛତ୍ରପୁର ଡିଆରଡିଏ ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଗୋମାଂସ ବୋଝେଇ କଣ୍ଟେନର ଜବତ ହୋଇଛି l କଲକତା ରୁ ଟିଏନ ୦୪ ଏୟୁ ୫୬୫୫ ନଂ ଏକ କଣ୍ଟେନର ଯୋଗେ ଗୋରୁ ମାଂସ ନେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଏକ କଣ୍ଟେନର କୁ କୌଣସି ପ୍ରକାରେ ସୂଚନା ପାଇଁ ବଜରଙ୍ଗଦଳ ସଦସ୍ୟ ଓ ସ୍ଥାନୀୟ ଯୁବକ…

ଜୁଲାଇ ୨୧ ରୁ ୩୧ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା

କଟକ : ଜୁଲାଇ ୨୧ ରୁ ୩୧ ତାରିଖ ଯାଏ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା । ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ୱେବସାଇଟରେ ଉପଲବ୍ଧ । www.bseodisha.ac.in  ୱେବସାଇଟରେ ଉପଲବ୍ଧ ହେଉଛି ଆଡ଼ମିଟ କାର୍ଡ ।  ୮୩ ଟି କେନ୍ଦ୍ରରେ ୯୭୨ ଜଣ ପରୀକ୍ଷାର୍ଥୀ ଦେଉଛନ୍ତି…

ଆତଙ୍କବାଦୀ ହମଲା ପାଇଁ ଡିଜିପିଙ୍କୁ ଦାୟୀ କଲେ ମୁଫତି

ଜମ୍ମୁ-କଶ୍ମୀରରେ ବାରମ୍ବାର ଆତଙ୍କବାଦୀ ହମଲା ହେବାରେ ଲାଗିଛି। ଆଜି ଡୋଡା ଜିଲ୍ଲାରେ ହୋଇଥିବା ଆତଙ୍କୀ ହମଲାରେ ଜଣେ ମେଜରଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଘାଟିରେ ଆତଙ୍କବାଦୀ ହମଲା ବଢ଼ୁଥିବା ବେଳେ ଏଥିପାଇଁ ଜମ୍ମୁ-କଶ୍ମୀରର ଡିଜିପି ତଥା ଓଡ଼ିଆ ପୁଅ ରଶ୍ମି ରଞ୍ଜନ…

୧୯ ଏବଂ ୨୦ରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ଭୁବନେଶ୍ବର: ପୁରୀରେ ଆସନ୍ତା ୧୯ ଏବଂ ୨୦ରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ବୈଠକକୁ ଉଦଘାଟନ କରିବେ। ପୁରୀର ବଳିଆ ପଣ୍ଡା ସ୍ଥିତ ବା ବ୍ଲୁ ଲିଲି ହୋଟେଲ ଠାରେ…

୧୮ରେ ପୁଣି ଖୋଲିବ ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ଅର୍ଥାତ୍ ଗୋଟେ ଦିନ ପରେ ଖୋଲିବ ଭିତର ରତ୍ନଭଣ୍ଡାର । ଏଥିପାଇଁ କମିଟି ବୈଠକରେ ନିଷ୍ପତ୍ତି ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟିର ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ୍ ବିଶ୍ବନାଥ ରଥ । ପୁଣି ଆସନ୍ତା ଗୁରୁବାର ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ପୁରୀ…

ମହାନଦୀକୁ ଡେଇଁଲେ ଯୁବକ; ମିଳୁନି ପତ୍ତା

କଟକ : ମହାନଦୀରେ ଯୁବକ ନିଖୋଜ ସନ୍ଦେହ । ନିଖୋଜ ଯୁବକ ହେଉଛନ୍ତି କଟକ ଛତ୍ର ବଜାର ଅଞ୍ଚଳର ପ୍ରଶାନ୍ତ ରାଉତ । ଗତକାଲି ରାତିରେ କୌଣସି କାରଣବଶତଃ ସେ ଘରୁ ଆସିଥିଲେ । ଯୋବ୍ରା ଭିୟୁ ପଏଣ୍ଟକୁ ଯାଇ ନିଜ ମାଆଙ୍କୁ ଫୋନ କରି କଥା ହୋଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଯୋବ୍ରା…

କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଗିରଫ

ବ୍ରହ୍ମପୁର : କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୋଲିସ। ଯାତ୍ରା କମିଟି ସଭାପତି ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ। ଜାମିନ୍ ନାମଞ୍ଜୁର ପରେ ଗିରଫ ୫ ଅଭିଯୁକ୍ତ ଜେଲ୍ ଗଲେ। ସୂଚନା ଥାଉକି, ରବିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ…

ପଲ୍ଲୀ ବିକାଶ ତରଫରୁ ବୃକ୍ଷରୋପଣ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଡଙ୍ଗି ଗ୍ରାମରେ ରିଖ ମଙ୍ଗଳବାର‌ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘“ପଲ୍ଲୀ ବିକାଶ” ଆନୁକୂଲ୍ୟରେ ‘‘ବୃକ୍ଷରୋପଣ’” କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ପଲ୍ଲୀବିକାଶ ଅନୁଷ୍ଠାନର କୋଷାଧ୍ୟକ୍ଷ ଆଲୋକ କୁମାର ନାୟକ…