ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରୀ ନିଟ-ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିଟ-ୟୁଜି ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି।ଏନଟିଏ…

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀ ସଫା

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ି ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଆଜି ଜମ୍ମୁ-କଶ୍ମୀରର କୁପୱାଡା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାରେ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀମାନେ ପଣ୍ଡ କରି ଦେଇଛନ୍ତି।କୁପୱାଡା ସ୍ଥିତ ଏଲଓସି ଦେଇ…

ଉତ୍ତରପ୍ରଦେଶରେ କାଉଡିଆଙ୍କୁ ନେଇ ତେଜିଲା ବିବାଦ

ଲଖନଉ: ଉତ୍ତରପ୍ରଦେଶରେ କାଉଡିଆଙ୍କ ଯାତ୍ରାକୁ ନେଇ ରାଜ୍ୟ ପୁଲିସ ଏକ ନିର୍ଦ୍ଦେଶନାମା ଜାରି କରିଛି, ଯେଉଁଥିପାଇଁ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। କଂଗ୍ରେସ ନେତା ପୱନ ଖେଡା ଏଥିରେ ରାଗିଯାଇ ପଚାରିଛନ୍ତି ଯେ ଯେ ହିନ୍ଦୁମାନେ ବିକ୍ରି କରୁଥିବା ମାଂସ ଡାଲି ଏବଂ ଭାତ ହୋଇଯାଏ କି?…

କର୍ମଚାରୀଙ୍କ ସମ୍ପତ୍ତି ଦେଖି ତାଜୁବ ହେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ ସହାୟକ ଭାବେ କାମ କରୁଥିବା ଜଣେ ବ୍ୟକ୍ତି କୋଟିପତି ହୋଇଯାଇଛନ୍ତି | ଆପଣ ଭାବିବେ କୋଟିପତି ତ ହେଲେ ସେଥିରେ କଣ ହେଲା | ବାସ୍ତବରେ ଏହି ସହାୟକଜଣକ ଏବେ ନିଜସ୍ୱ ବିମାନ କିଣିଥିବାବେଳେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି | ଯେତେବେଳେ…

ନିସର୍ତ୍ତ ରେ ଖବର ପ୍ରସାରଣ ପରେ ପଡିଲା ପ୍ରଭାବ, ପାଇପ ମରାମତି କଲେ ଠିକାଦାର…

ହିଞ୍ଜିଳିକାଟୁ ୧୮!୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୫ ପାଟଣା ସାହିରେ ଜନସ୍ବାସ୍ଥ୍ୟ ବିଭାଗର ପାଇପ୍‌ ଫାଟି ପାଣି ନଷ୍ଟ ହୋଇଥିବା ନେଇ ରବିବାର ନିସର୍ତ୍ତ ରେ ଖଵର ପ୍ରସାରଣ ହୋଇଥିଲା।୧୫ ଦିନରୁ ଉର୍ଦ୍ଦ ହେଵ ପାଣି ଯୋଗାଣ ବେଳେ ଅନବରତ ରୋଡ ଉପରେ ଭାସୁଥିଲା।ରୋଡରେ ପାଣି…

ଶଙ୍କରାଚାର୍ଯ୍ୟଙ୍କୁ କାଉଣ୍ଟର କଲେ କଙ୍ଗନା: କହିଲେ- କ’ଣ ସେ ଗୁପଚୁପ ବିକ୍ରି କରିଥାଆନ୍ତେ

ନୂଆଦିଲ୍ଲୀ : ଜୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ କାଉଣ୍ଟର କରିଛନ୍ତି ବିଜେପି ସାଂସଦ କଙ୍ଗନା ରାଣାୱତ। ସେ ଦଳର ମହାରାଷ୍ଟ୍ର ସହଯୋଗୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି।ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ନିକଟରେ ସିନ୍ଦେଙ୍କ ସମ୍ପର୍କରେ ଧୋକା ଶବ୍ଦର…

ଅସରାଏ ବର୍ଷାରେ ଫୁଲବାଣୀ ସହର କୂତ୍ରିମ ବନ୍ୟା…

କନ୍ଧମାଳ : ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ଫୁଲବାଣୀ ସଦର ମହକୁମା ମୁଖ୍ୟ ବଜାର ରାସ୍ତା,ଗଲିକନ୍ଦି ଉପରେ ଆଣ୍ଠୁଏଆଣ୍ଠୁଏ ପାଣି, ପଙ୍କ ମଇଳା ଦେଖିବାକୁ ମିଳିଛି lଏହି ଫଳରେ ରାସ୍ତାର ପାଣି ଡ୍ରେନରେ ଯିବା ପରିବର୍ତ୍ତେ ଦୋକାନ ,ଗୃହ,ଘର ଭିତରେ ପାଣି ଢେଉ ହୋଇ ପ୍ରବେଶ କରିଥିଲା l ଏହି…

ଆତଙ୍କବାଦୀଙ୍କ ମୁକାବିଲା ପାଇଁ ବୈଠକ : ନୂଆ ରଣନୀତି ଆପଣାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବେଶ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହେଉଛନ୍ତି। ଉପତ୍ୟକାରେ ଆତଙ୍କୀ ହମଲା ବଢ଼ୁଥିବାରୁ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଆଜି…

ସୀମାନ୍ତରେ ମାଓ ସହିଦ ସ୍ତମ୍ଭକୁ ଧ୍ଵଂସ କଲେ ଯବାନ

ମାଲକାନଗିରି, ୧୭।୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର କିଷ୍ଟରାମ ଜଙ୍ଗଲରେ ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି ଯବାନ ମାନେ । ସୂଚନା ଅନୁଯାୟୀ କିଷ୍ଟରାମ ଜଙ୍ଗଲରେ ପୋଲିସ ଓ ଭିଭିନ୍ନ ବାଟାଲିଆନର ଯବାନ ମାନେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ…