କାର୍ଯ୍ୟରତ ସାମ୍ବାଦିକଙ୍କୁ ବାଲିଗୁଡା ଏସଡ଼ିପିଓ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା : ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦୁଇଜଣ କାର୍ଯ୍ୟରତ ସାମ୍ବାଦିକ ତଥା ଫିରିଙ୍ଗିଆ ପ୍ରେସ କ୍ଳବ କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି ଓ ସଭାପତି ଉତ୍ତମ ଖମାରି ଙ୍କୁ ବାଲିଗୁଡା ଏସଡିପିଓ ରାହୁଲ ଗୋୟେଲ ଙ୍କ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାରେ ଗୁରୁବାର ରାଜ୍ୟ ସରକାରଙ୍କୁ

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ

୪୧ଟି ମେଡ଼ିସିନ ଓ ୬ଟି ଫର୍ମୁଲେସନର ଦର କମିଲା

୪୧ଟି ଅତ୍ୟାବଶ୍ୟକ ଔଷଧର ଦାମ୍ ହ୍ରାସ ପାଇଛି। ସରକାରଙ୍କ ପକ୍ଷରୁ ୪୧ଟି ମେଡ଼ିସିନ ସମେତ ମଧୁମେହ, ହୃଦୟ ଏବଂ ଯକୃତ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୬ଟି ଫର୍ମୁଲେସନର ମୂଲ୍ୟ ହ୍ରାସ କରାଯାଇଛି। ଫାର୍ମାସ୍ୟୁଟିକାଲ୍ସ ଏବଂ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍

ସାଲିଆସାହିରେ ବିଜେପି ପାଇଁ କ୍ୟାମ୍ପେନ କଲେ ହେମା ମାଳିନୀ

ଭୁବନେଶ୍ବର : ଭୁବନେଶ୍ବରରେ ଡ୍ରିମ ଗାର୍ଲ । ଓଡ଼ିଶାରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଡ୍ରିମ ଗାର୍ଲ ହେମା ମାଳିନୀ । ବିଜେପି ପାଇଁ ଆରମ୍ଭ କରିଛନ୍ତି କ୍ୟାମ୍ପେନ। ପ୍ରଥମେ ଭୁବନେଶ୍ବର ସାଲିଆ ସାହିରେ ପ୍ରଚାର କରିଛନ୍ତି । ତାଙ୍କ ସହ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ଓ ସାଂସଦ

ଯିଏ ରତ୍ନ ଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡିବ : ବିଶ୍ବଶର୍ମା

କବିସୂର୍ଯ୍ୟନଗର: ଗତକାଲି ଭଳି ଆଜି ମଧ୍ୟ ସେଇ ସମାନ ‘ରତ୍ନ ଭଣ୍ଡାର’ ପ୍ରସଙ୍ଗ ନେଇ କଡା ଗଣ୍ଡା ହିସାବ ମାଗିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏଥର ସେ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରି ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ ରତ୍ନ ଭଣ୍ଡାର ଚାବି

ହାଟ ବୁଲି ଲୋକଙ୍କ ସହ ମିଶି ଡଃ ସାମନ୍ତ ଭୋଟ ଭିକ୍ଷା କଲେ

ଫୁଲବାଣୀ : ଆଜି ବିଜେଡି ର କନ୍ଧମାଳ ଲୋକସଭା ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଚକାପାଦ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପଥପ୍ରାନ୍ତ ସଭା ସହ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ l ପ୍ରଥମେ ସେ ଚକାପାଦ ବ୍ଲକ ଅନ୍ତର୍ଗତ ବପଲମେଣ୍ଡି ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କୁ ଭେଟି ଥିଲେ l

ବ୍ୟାଙ୍କ ପରିଚାଳକଙ୍କୁ ନେଇ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ

ସାଧାରଣ ନିର୍ବାଚନ ପାଇଁ ସମସ୍ତ ନେଣଦେଣ ବ୍ୟାଙ୍କ ଖାତା ଜରିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଛତ୍ରପୁର : ୧୯-ଆସ୍କା ଲୋକସଭା ଏବଂ ୮ ଗୋଟି ବିଧାନସଭାର ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବ । ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ,ଅବାଧ ଓ ମୁକ୍ତ କରିବା ନେଇ

ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଅବକାରୀ ଚଢାଉ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖ ଦିନ ୧୯-ଆସ୍କା ଲୋକସଭା ଏବଂ ୮ଗୋଟି ବିଧାନସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନଟି ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ ହେବ, ସେଥିପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ପର୍ଯ୍ୟବେକ୍ଷକଗଣ

ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍‌ ସୋ’

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍‌ ସୋ’ । ରୋଡ୍‌ ସୋ’ ରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ । ମୁଖ୍ୟମନ୍ତ୍ରୀ ହାତ ହଲାଇ