Sign in
Sign in
Recover your password.
A password will be e-mailed to you.
ଦନ୍ତା ଆକ୍ରମଣରେ ମହିଳା ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଚନା ନାୟକ।ରଚନା ଓ ଅନ୍ୟ କିଛି ମହିଳା ଶୌଚ ହେବା ପାଇଁ!-->…
ଶ୍ରୀମନ୍ଦିର ଭିତରେ ଭିଡ଼କୁ ନେଇ ଏମିତି କହିଲେ ଆଇନ୍ ମନ୍ତ୍ରୀ
ଭୁବନେଶ୍ବର : ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ପୁରୀରେ ବଢୁଛି ଭକ୍ତଙ୍କ ଭିଡ଼। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ଆଶ୍ୱସ୍ତି ମିଳିଛି। କିନ୍ତୁ ମନ୍ଦିର ଭିତରେ ଭିଡ଼!-->…
ଅମରନାଥ ଯାତ୍ରା ପୂର୍ବରୁ ଜମ୍ମ ଓ କଶ୍ମୀରରେ ଆତଙ୍କବାଦୀଙ୍କ ସଫା କର : ସୁରକ୍ଷା ବାହିନୀକୁ ଅମିତ ଶାହାଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଜମ୍ମୁ-କଶ୍ମୀର ଉପରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଅମରନାଥଙ୍କ ଆଗାମୀ ବାର୍ଷିକ ତୀର୍ଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଜମ୍ମୁ ଅଞ୍ଚଳର!-->…
ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ବର: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,!-->…
ମମିତା ମେହେର ହତ୍ୟାକାଣ୍ଡ: ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି କଥା ହେଲେ କଣ୍ଟାବାଞ୍ଜି ବିଧାୟକ
କଣ୍ଟାବାଞ୍ଜି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ତଥା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା ପୁଣି ମୁଣ୍ଡ ଟେକିପାରେ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ!-->…
ସହିଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଅନ୍ତର୍ଗତ କୁତୁଲ ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ସହିଦ ହୋଇଥିବା ଯବାନଙ୍କ ପାର୍ଥୀବ ଶରୀରକୁ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ କାନ୍ଧ ଦେଇଛନ୍ତି। ଏହା ପୂର୍ବରୁ ସେ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପହଞ୍ଚି!-->…
ଇଭିଏମ୍କୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ, କହିଲେ- ଏହା ଏକ ବ୍ଲାକ୍ ବକ୍ସ
ନୂଆଦିଲ୍ଲୀ : ନିର୍ବାଚନ ସରୁ ସରୁ ପୁଣି ଉଠିଲା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ତଥା ଇଭିଏମ୍ ପ୍ରସଙ୍ଗ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ପୁଣି ଉଠାଇଛନ୍ତି ପ୍ରଶ୍ନ। ସେ ଏହାକୁ 'ବ୍ଲାକ୍ ବକ୍ସ' ବୋଲି କହିଛନ୍ତି।ରବିବାର ରାହୁଲ ଗାନ୍ଧି ବିଶ୍ୱର!-->…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାବୁଲିଙ୍କ ପାଖରେ ପହଞ୍ଚିଲା ମେଡ଼ିକାଲ୍ ଟିମ୍
ଭୁବନେଶ୍ବର : ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ଥିଲେ ୧୪ ବର୍ଷର ବାଳକ ବାବୁଲି ବାରିକ। ହେଲେ ପାଖରେ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁନଥିଲେ। ସୋଶାଲ ମିଡ଼ିଆ ଓ ଗଣମାଧ୍ୟମରେ ତାଙ୍କର କୋହଭରା ଭିଡ଼ିଓ ଦେଖି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି!-->…
ଲୁଚକାଳି ଖେଳୁଛି ମୌସୁମୀ, ଆଗକୁ ବଢ଼ୁନି, ତାତି ଅସହ୍ୟ
ଭୁବନେଶ୍ବର : ସପ୍ତାହେରୁ ଅଧିକ ଦିନ ତଳୁ ଓଡ଼ିଶା ଛୁଇଁ ସାରିଲାଣି ମୌସୁମୀ ବାୟୁ। ଏହା ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବା ସହିତ ଓଡ଼ିଶା ଛୁଇଁଥିଲା। ତେଣୁ ଲୋକେ ଭାବିଥିଲେ ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ। କିନ୍ତୁ ଏଯାଏଁ ରାଜ୍ୟରେ ମୌସୁମୀ ବାୟୁର ସେମିତି କିଛି!-->…
କାଶୀପୁରରେ ବ୍ୟାପୁଛି ଡିପ୍ଥେରିଆ
ରାୟଗଡା //କାଶୀପୁର : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କାଶୀପୁରରେ ବ୍ୟାପୁଛି ଡିପ୍ଥେରିଆ ରୋଗ। ଏହି ରୋଗରେ ଗଲାଣି ୫ ଜୀବନ। ଆଉ ୧୫ ଅଧିକ ଆକ୍ରାନ୍ତ ହୋଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଡିପ୍ଥେରିଆ ରୋଗ କଣ? ଡିପ୍ଥେରିଆ ଜୀବାଣୁ ଜନିତ ରୋଗ। ଏହି ରୋଗରେ ସାଧାରଣତଃ ଶିଶୁମାନେ!-->…