Sign in
Sign in
Recover your password.
A password will be e-mailed to you.
ଗାଡ଼ିରୁ ତେଲ ସରିଯିବାରୁ ସାଙ୍ଗଙ୍କୁ ମାରିଦେଲେ
ଭୁବନେଶ୍ୱର : ଚନ୍ଦକା ଥାନା ଅନ୍ତର୍ଗତ ପାଞ୍ଚମାଣିଆ ଜଙ୍ଗଲରେ ଡିପ୍ଲୋମା ଛାତ୍ର ସୁଶାନ୍ତ କୁମାର ଟୁଡୁଙ୍କୁ ହତ୍ୟା କରି ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଗାଡିରୁ ତେଲ ସରିଯିବା ଓ ଏଥିପାଇଁ ଟଙ୍କା ମାଗିବାରୁ ପ୍ରଥମେ ବଚସା ପରେ ଉତ୍କ୍ଷିପ୍ତ ହୋଇ ସୁଶାନ୍ତଙ୍କୁ ଗାମୁଛାରେ ହତ୍ୟା!-->…
ବ୍ରହ୍ମପୁର ସହରରେ ଡରାଇବାକୁ ଲାଗିଲାଣି ଡେଙ୍ଗୁ
ବ୍ରହ୍ମପୁର : ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ ଚାରି ଥର ବର୍ଷା ବି ହୋଇସାରିଛି। ସେହି ସମୟରେ ଜମି ରହିଥିବା ପାଣିରେ ମଶା ବଂଶ ବଢ଼ିବା ଆଶଙ୍କା ଦେଖାଦେଇଥିଲା। ଗତବର୍ଷ ଏହି ସମୟରେ ୪୪ ଡେଙ୍ଗୁ ରୋଗୀ!-->…
ସର୍ବାଧିକ ଆୟ କରୁଥିବା ପ୍ରଥମ ୫ ଷ୍ଟେଶନ ମଧ୍ୟରେ ଓଡ଼ିଶାର ୪ ଷ୍ଟେଶନ
ଭୁବନେଶ୍ୱର,୧୬।୬: ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୨୦ଟି ଷ୍ଟେଶନ ତାଲିକାରେ ପ୍ରଥମ ୫ଟି ଷ୍ଟେଶନ ମଧ୍ୟରୁ ଓଡ଼ିଶାର ୪ଟି ଷ୍ଟେଶନ ସ୍ଥାନ ପାଇଛି । ଗତ ଆର୍ଥିକ ବର୍ଷରେ ୨୦୨୩ ମସିହା ଏପ୍ରିଲ ମାସ ୧ ତାରିଖରୁ ୨୦୨୪ ମସିହା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଭୁବନେଶ୍ୱର ରେଳଷ୍ଟେଶନ!-->…
ଦଙ୍ଗା ବିଷୟରେ କାହିଁକି ପଢାଇବା – ଏନସିଇଆରଟି ମୁଖ୍ୟ
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଶିକ୍ଷା ସଂସ୍ଥା ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ନିକଟରେ ନିଜ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରିଛି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସେପଟେ ଏନସିଇଆରଟି ମୁଖ୍ୟ କହିଛନ୍ତି ଯେ ଘୃଣା ଓ ହିଂସା ଶିକ୍ଷାର ବିଷୟ!-->…
ହରଭଙ୍ଗାରେ ଭୟାବହ ଅଗ୍ନିକାଣ୍ଡ: ବୃଦ୍ଧା ଅର୍ଦ୍ଧଦଗ୍ଧ, ଡାକ୍ତରଖାନାରେ ଭର୍ତ୍ତି
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ମଥୁରା ଗାଁରେ ମଧ୍ୟରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାତିରେ ଘରେ ଜଣେ ୯୦ ବର୍ଷୀୟ ବୃଦ୍ଧା ଶୋଇଥିବା ସମୟରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ଏହି ଭୟାବହ ଅଗ୍ନିକାଣ୍ଡରେ ଘରେ ଶୋଇଥିବା ୯୦!-->…
ପୂର୍ଣ୍ଣାଙ୍ଗ ବଜେଟ୍ରେ ନୂଆ ସରକାର ପାଇଁ କ’ଣ ରହିବ ଚ୍ୟାଲେଞ୍ଜ?
ଭୁବନେଶ୍ବର : ରାଜସ୍ୱ ବଳକା ରାଜ୍ୟ ଓଡ଼ିଶା, କିନ୍ତୁ ବିକାଶରେ ବହୁ ପଛୁଆ। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରରେ କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ? ସରକାରଙ୍କ ପାଇଁ କ’ଣ ରହିବ ବଡ଼ ଚ୍ୟାଲେଞ୍ଜ? ବିଶେଷଜ୍ଞଙ୍କ ମତରେ, କର୍ମ ନିଯୁକ୍ତି, ନୂଆ ଶିଳ୍ପ ପ୍ରତିଷ୍ଠା, ଜଳ ବିବାଦ!-->…
ଛୁଟିଦିନରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ରାଜ୍ୟ ଅତିଥି ଭବନରେ ଅସମ୍ଭାଳ ଭିଡ଼
ଭୁବନେଶ୍ବର: ଛୁଟିଦିନରେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ରାଜ୍ୟ ଅତିଥି ଭବନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ହାତରେ ଫୁଲତୋଡ଼ା ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅପେକ୍ଷାରତ ସାଧାରଣ ଜନତା।
ସେପଟେ ଆଜି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହେବା ପରେ ରାଜ୍ୟ!-->!-->!-->…
ଆଗାମୀ ୫ବର୍ଷରେ ୫୦ ବର୍ଷର ବିକାଶ ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆକ୍ସନ ମୋଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ୫ବର୍ଷରେ ୫୦ ବର୍ଷର ବିକାଶ ହେବ। ଦୀର୍ଘ ୨୪ବର୍ଷ ପରେ ଶାସନର ପରିବର୍ତ୍ତନ ହୋଇଛି। ଯେଉଁଭଳି ଭାବରେ ଓଡ଼ିଶାର ବିକାଶ ହେବା କଥା ଲୋକଙ୍କ ପାଖରେ ସେବା ପହଂଚିବା କଥା ଲୋକମାନଙ୍କୁ ସାମାଜିକ ନ୍ୟାୟ ମିଳିବା କଥା!-->…
ଦିଲ୍ଲୀ ଜଳ ସଙ୍କଟ: ପାଇପ୍ ଲାଇନ୍ କାଟିବାକୁ ଚାଲିଛି ଷଡ଼ଯନ୍ତ୍ର
ନୂଆଦିଲ୍ଲୀ : ଦିଲ୍ଲୀରେ ଜାରି ରହିଛି ଜଳ କଷ୍ଟ। ପାଣି ପାଇଁ ଡହଳବିକଳ ହେଉଛନ୍ତି ଦିଲ୍ଲୀ ବାସୀ। ଏହି ଜଳ ସଙ୍କଟ ଭିତରେ ବଡ଼ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଜଳ ମନ୍ତ୍ରୀ ଆତୀଶି। ଏଠାରେ ପାଇପ୍ ଲାଇନ୍ କାଟିବାକୁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଦିଲ୍ଲୀ ପୁଲିସ!-->…
ଭଡ଼ା ଘରୁ ମିଳିଲା କନିଷ୍ଠ କିରାଣିଙ୍କ ମୃତଦେହ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଲୁକାପାଲି ସ୍ଥିତ ଏକ ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ କ୍ଷୀରୋଦ ବଳ। ସେ ନାକଟିଦେଉଳ ତହସିଲ ଅଫିସରେ କାର୍ଯ୍ୟ କରୁଥିଲେ।କ୍ଷୀରୋଦଙ୍କ ପରିବାର ଲୋକେ ସମ୍ବଲପୁରରେ ରହୁଥିଲେ। ସେ ଲୁକାପାଲିରେ ଘର ଭଡ଼ା ନେଇ ରହୁଥିଲେ।!-->…