Sign in
Sign in
Recover your password.
A password will be e-mailed to you.
ବିଧାନସଭା ଜଗିବେ ୮ ପ୍ଲାଟୁନ୍ ଫୋର୍ସ, ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ
ଭୁବନେଶ୍ୱର: ବିଧାନସଭା ୩ ଦିନିଆ ଅଧିବେଶନ ପାଇଁ ଜାରି ହେବ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା। ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଯାଞ୍ଚ ପରେ ଡିଜିପିଙ୍କ ପ୍ରତିକ୍ରିୟା ଆସିଛି। ଡିଜିପିଙ୍କ କହିବା ଅନୁଯାୟୀ ୩ ଦିନିଆ ଅଧିବେଶନ ପାଇଁ ୭୫ ପୋଲିସ ଅଧିକାରୀଙ୍କ ସହ ୮!-->…
ମୋଦି-ପୋପ୍ ସାକ୍ଷାତକୁ ନେଇ ପରିହାସ, କ୍ଷମା ମାଗିଲା କଂଗ୍ରେସ
ଇଟାଲୀର ଆପୁଲିଆରେ ନିକଟରେ ଆୟୋଜିତ ହୋଇଥିଲା ଜି୭ ଶିଖର ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗ ନେଇଥିଲେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ଠାରୁ ଆରମ୍ଭ ଅନେକ ବିଶ୍ୱ ନେତାଙ୍କ ସହ ତାଙ୍କର ସାକ୍ଷାତ ଉପରେ ସାରା ବିଶ୍ୱର ନଜର ଥିଲା। ଏହି ସମୟର ମୋଦି ପୋପ୍!-->…
ଝାଡ଼ାବାନ୍ତିରେ ୧୧ ଯାତ୍ରା କଳାକାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୀଳଗିରି: ଝାଡ଼ାବାନ୍ତିରେ ୧୧ ଯାତ୍ରା କଳାକାର ଅସୁସ୍ଥ। ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଧୋବଶିଳା ଗାଁରେ ରଜ ପାଇଁ ଯାତ୍ରା ପଡ଼ିଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ଏଠାରେ ଝାଡ଼ାବାନ୍ତିର କାରଣ ଅସ୍ପଷ୍ଟ ଥିବା ବେଳେ ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ହସ୍ପିଟାଲରେ!-->…
ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା
ଚାନ୍ଦବାଲି : ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ ସବୁ କିଛି ଠିକ୍ କିନ୍ତୁ ଯଦି ଛୋଟିଆ ଅଘଟଣଟେ ଘଟି ଯାଉଛି ତେବେ ବଞ୍ଚିବା ଆମ ପାଇଁ ମୁସ୍କିଲ ହୋଇଯାଏ । ଖାସ୍ କରି ବାଲ୍ୟ ଅବସ୍ଥାରେ ଯଦି କୌଣସି ଅଘଟଣ ଘଟୁଛି ତେବେ ଜୀବନଟା ଯେମିତି ଅସହ୍ୟ ହୋଇପଡ଼େ ।!-->…
ଘାଟିରେ ପାହାଡ଼କୁ ପିଟିଲା ବସ୍; ୧୫ ଆହତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ବସ୍ ଦୁର୍ଘଟଣା। ଘାଟିରେ ପାହାଡ଼କୁ ପିଟିଲା ରାଜ୍ୟ ସରକାର ବସ୍। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
!-->!-->!-->…
କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ପିଟିଲା ମାଲବାହୀ ଟ୍ରେନ୍
ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ ଜଣ ଆହତ ହୋଇଥିବା କୁହାଯାଉଛି।
ଜଣେ!-->!-->!-->…
ହିଞ୍ଜିଳିରେ ମାତିଛନ୍ତି ଲୁଟେରା :ବାଇକରେ ଆସି, ମହିଳାଙ୍କ ଠାରୁ ଝାମ୍ପି ନେଲେ ମୋବାଇଲ…
ପୋଲିସ ଉପରୁ ତୁଟୁଛି ଲୋକଙ୍କ ବିଶ୍ୱାସ..!!
ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ…
ରାୟଗଡ଼ା: ତା : ୧୬/୦୬/୨୪ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ରାୟଗଡ଼ା ବ୍ଳକ ଶାଖା ର ଏକ ବୈଠକ ସ୍ଥାନୀୟ ଠକରବାପା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ବ୍ଳକ ସଭାନେତ୍ରୀ ଅମ୍ବିକା ନୀଳଗିରିଙ୍କ ସଭାପତିତ୍ବରେ!-->!-->!-->…
ଛତ୍ରପୁର ଷ୍ଟାଡିୟମ୍ ରେ ଆୟୋଜିତ ରାମଦୋଳି ଓ ମୀନାବଜାର ଉଦ୍ଘାଟିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଚାଲିଥିବା ସହରର ଆରାଧ୍ୟ ଦେବୀ ଶ୍ରୀଶ୍ରୀ ମା' ରାମାୟଣାମ୍ମା ଙ୍କ ଠାକୁରାଣୀଯାତ୍ରା ଖୁବ୍ ଉତ୍ସବ ମୁଖର ହୋଇଉଠିଛି । ଗଣ-ପର୍ବ ଠାକୁରାଣୀ ଯାତ୍ରା ଅବସରରେ ପ୍ରଥମ ରଜରେ ଅନସ୍ଲୋ ମିନି ଷ୍ଟାଡିୟମରେ ରାମଦୋଳି ଓ ମୀନାବଜାର ଉଦ୍ଘାଟିତ!-->…
ସ୍ବସ୍ତି ଚିଲିକା ରିସର୍ଟରେ ‘ଚିଲ୍-ଇନ-ଚିଲିକା’ ଏବଂ ‘ବିଟ୍ ଦି ହିଟ୍’ କାର୍ଯ୍ୟକ୍ରମ
ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଂଚାୟତ ର ଚିଲିକା କୂଳ ରେ ଅବସ୍ଥିତ ସ୍ବସ୍ତି ଚିଲିକା ରିସର୍ଟ ରେ ସମ୍ପ୍ରତି ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ‘ଚିଲ୍-ଇନ-ଚିଲିକା’ ଏବଂ ‘ବିଟ୍ ଦି ହିଟ୍’ ନାମରେ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଟ!-->!-->!-->…