Sign in
Sign in
Recover your password.
A password will be e-mailed to you.
ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାରେ ସେବାକାର୍ଯ୍ୟରେ ଛତ୍ରପୁରର ସେବାଦଳ ଅଂଶଗ୍ରହଣ କରିବେ
ଛତ୍ରପୁର : ବିଗତ ବର୍ଷମାନଙ୍କରେ ବିଭିନ୍ନ ମନ୍ଦିର ଓ ଉତ୍ସବାନୁଷ୍ଠାନ ଯାନିଯାତ୍ରା, ପର୍ବପର୍ବାଣୀରେ ସେବାକାର୍ଯ୍ୟକରି ଉଦାହରଣ ସୃଷ୍ଟି କରିଥିବା ଛତ୍ରପୁରର 'ସେବା ପ୍ରତିନିଧି' ସେବାଦଳ ଏ ବର୍ଷ ପୁରୀ ରଥଯାତ୍ରାରେ ସେବା କାର୍ଯ୍ୟ କରିବାକୁ ମନସ୍ଥ କରି ଆଜି ସ୍ଥାନୀୟ ବିରେଶ୍ବର ମନ୍ଦିର!-->…
ଡ୍ୟାନ୍ସ ଏକାଡେମୀର ରଜ ମଉଜ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କଲେ ସାଂସଦ ଓ ବିଧାୟକ
ଫୁଲବାଣୀ : ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଜାନି ଯାତ୍ରା ପର୍ବ ପର୍ବାଣିରେ ଓଡିଶାର ସ୍ଥାନ ସ୍ବତନ୍ତ୍ର । ପ୍ରତ୍ୟେକ ପର୍ବର କିଛି ସ୍ବତନ୍ତ୍ରତା ଥାଏ । ଠିକ ସେମିତି ରଜ ପର୍ବର ସ୍ୱତନ୍ତ୍ରତା ହେଉଛି, ନାରୀ ମାନଙ୍କୁ ସମ୍ମାନ ଦେବା ସହିତ, ସେମାନଙ୍କର ଗୁରୁତ୍ବକୁ!-->!-->!-->…
ନିସର୍ତ୍ତ ନିଉଜରେ ଖବର ପ୍ରକାଶ ପରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫେରି ପାଇଲେ ତେଲାମଗୁଡା ଗ୍ରାମବାସୀ
ମାଲକାନଗିରି : ଦୁଇଦିନ ତଳେ ରନ୍ଧନ ଗ୍ୟାସ ଲୁଟ ଖବର ନିସର୍ତ ନିଉଜରେ ପ୍ରକାଶ ପରେରନ୍ଧନ ଗ୍ୟାସ ସିଲିଣ୍ଡର ଫେରିପାଇଲେ ତେଲାମଗୁଡା ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ତେଲାମଗୁଡା ଗ୍ରାମରେ ଗ୍ରାମବାସୀଙ୍କୁ ଭୁଆ ବୁଲାଇ ଗ୍ୟାସ ସିଲିଣ୍ଡର ଲୁଟି ନେଇଥିବା ନେଇ ଅଭିଯୋଗ!-->…
ବଜ୍ରାଘାତନେଲା ୨୦ ଟି ଗାଈ ଓ ବଳଦଙ୍କ ଜୀବନ, ସରକାରୀ ସହୟତା ଦାବି
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଜ୍ରାଘାତ ଯୋଗୁଁ ୨୦ଟି ଗାଈ ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମାଲକାନଗିରିରେ ବର୍ଷା ସହ ପ୍ରବଳ ଜୋରରେ ବିଜୁଳି ମାରିଥିଲା । ବର୍ଷାର ପରିମାଣ ସ୍ୱଳ୍ପ ସତ୍ବେ ପ୍ରବଳ ଜୋର ବିଜୁଳି ମଧ୍ୟରେ ଜିଲ୍ଲାର ସଦର!-->…
ଚିକିଟୀ ପ୍ରେସ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ
ଚିକିଟୀ : ରବିବାର ଦିନ ଚିକିଟୀ ପେଣ୍ଠ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ "ଚିକିଟୀ ପ୍ରେସ୍ କ୍ଳବ''ର ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ନେଇ ୨୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପ୍ରଥମେ ନୂତନ ଭାବେ ଯୋଗ ଦାନ!-->…
ବିଶ୍ୱ ବୟସ୍କ ବ୍ୟକ୍ତି ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ-୨୦୨୪ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ପକ୍ଷରୁ ଚାଲିଥିବା ତିନିଦିନ ଧରି ରଜ ପର୍ବ ଆଜି ତାର ଉଦଯାପନୀ ଉତ୍ସବ ପାଳନ କରିଛି l ଗତକାଲି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଲୋଚନାର ବିଷୟ ଥିଲା ବୟସ୍କ!-->…
କଳାକାର ସଂଘର ନୂତନ କର୍ମକର୍ତ୍ତା ଚୟନ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ନୂତନ ପରିଚାଳନା କମିଟି ଚୟିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ନୂତନ କାର୍ଯ୍ଯନିର୍ବାହୀ କମିଟୀ ଗଠନ ପ୍ରକ୍ରିୟାରେ ସୀମାନ୍ତ ନଟରାଜ!-->…
୧୨୭ ବର୍ଷ ବୟସରେ ଯୋଗକରି ବିଶ୍ବକୁ ବାର୍ତ୍ତା ଦେଲେ ଭାରତର ସବୁଠାରୁ ବୟସ୍କ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ
ନୂଆଦିଲ୍ଲୀ : ୧୨୭ ବର୍ଷ ବୟସରେ ଯୋଗ କରି ବିଶ୍ବକୁ ବାର୍ତ୍ତା ଦେଲେ ଭାରତର ସବୁଠାରୁ ବୟସ୍କ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାମୀ ଶିବାନନ୍ଦ ଯୋଗ କରିବା ସହ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଶ୍ବ ଯୋଗ ଦିବସ ଅବସରରେ ଭାଗ ନେବା!-->…
ନବ ନିଯୁକ୍ତ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ସମ୍ବର୍ଦ୍ଧିତ କଲା ପାଇକ ମହାସଂଘ
ଭୁବନେଶ୍ୱର : ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ନବନିଯୁକ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗଡ଼ ଖୋର୍ଦ୍ଧାଠାରେ ଥିବା ପଞ୍ଚ ମହାରଥି ପାଇକଙ୍କ ପ୍ରତିମୂର୍ତ୍ତି ପାଖରେ ବୀର!-->…
କୃଷକଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱ
ପିପିଲି : କେନ୍ଦ୍ର ମତ୍ସ୍ୟ, ପଶୁସଂପଦ, ଗୋପାଳନ ଓ ପଞ୍ଚାୟତିରାଜ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସପି ସିଂହ ବାଘେଲ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପରିଦର୍ଶନ କରିଥିଲେ। ଏହି ଅବସରରେ ସିଫାରେ!-->…