Sign in
Sign in
Recover your password.
A password will be e-mailed to you.
ମିତ୍ର ଫାଉଣ୍ଡେସନର କୋର କମିଟି ଗଠନ…
ଫୁଲବାଣୀ - କନ୍ଧମାଳ ଜିଲ୍ଲାରେ ନୂଆ କରି ହୋଇଥିବା ସ୍ୱେଚ୍ଛାସେବୀ ସଂଗଠନ ମିତ୍ର ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ ବୈଠକ ସହ କୋର୍ କମିଟି ଗଠନ କରାଯାଇଛି l କନ୍ଧମାଳ ଜିଲ୍ଲାର ୧୫ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ମିତ୍ର ଫାଉଣ୍ଡେସନର ରାଜ୍ୟ କୋର୍ କମିଟି ଗଠନ ସହ କମିଟି ପକ୍ଷରୁ!-->!-->!-->…
ସୀମାନ୍ତ ରେ ମାଓବାଦୀଙ୍କ ସ୍ନାଇଫର ଜ୍ୟାକେଟ ଓ ବିପୁଳ ମାଓ ସାମଗ୍ରୀ ଜବତ କଲେ ଯବାନ…
ମାଲକାନଗିରି, ୧୫।୬ ମାଓବାଦୀ ବ୍ଯବହାର କରୁ ଥିଲେ ହାଇଟେକ୍ ସ୍ନାଇଫର ଜ୍ଯାକେଟ। ସ୍ନାଇଫର ଜ୍ଯାକେଟ ପିନ୍ଧି ପୁଲିସ କୁ ଚକମା ଦେଉ ଥିଲେ ଲାଲବାହିନୀ। ତେବେ ମାଓବାଦୀଙ୍କ ସ୍ନାଇଫର ଜ୍ଯାକେଟ ଏବେ ପୁଲିସ ହାତରେ। କୁମ୍ବିଂ ବେଳେ ଯବାନ ଙ୍କୁ ମିଳିଛି ଏହି ବଡ ସଫଳତା। ସୂଚନା ଅନୁଯାୟୀ!-->…
ଭୀମସାରରେ ସୁନ୍ଦରଗଡ ରୋଗୀଙ୍କୁ ସହାୟକ ହେଉଛି ରୋଗୀ ସହାୟତା ଏବଂ ରୋଗୀ ସହାୟକ/ସହାୟକ ରହଣୀ କେନ୍ଦ୍ର….
ସୁନ୍ଦରଗଡ: ୧୫/୬/୨୦୨୪- ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ବୁର୍ଲା ଠାରେ ଖୋଲାଯାଇଅଛି ରୋଗୀ ସହାୟତା ଏବଂ ରୋଗୀ ସହାୟକ/ ସହାୟିକା ରହଣୀ କେନ୍ଦ୍ର । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନାରୁ ଉଚ୍ଚତର ଚିକିତ୍ସାପାଇଁ ଭୀମସାର କୁ ଆସୁଥିବା ରୋଗୀମାନଙ୍କୁ ଏହି କେନ୍ଦ୍ର!-->!-->!-->…
ଗୁମ୍ମା ଝରନ୍ ଜଳ ପ୍ରପାତରୁ ବଡ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ଭାଇର ଜୀବନ ବି ଚାଲିଗଲା
ମାଲକାନଗିରି : ମାଲକାନଗିରି ରଜ ପର୍ବ ର ସମୟକୁ ପରିବାର ସହିତ ପ୍ରକୃତି ମଧ୍ୟରେ ପରିବାର ସହିତ ବିତେଇବାକୁ ଭାବିଥିବା ଭଉଣୀ କେବେ ଭାବି ନଥିଲେ ଯେ ପ୍ରକୃତି ତାଙ୍କ ପରିବାରର ୨ଭାଇ ଙ୍କୁ ଛଡ଼ାଇ ନେବ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ଵାର ଗୋବିନ୍ଦପାଲି ପାଖ!-->…
ପ୍ରେସ କ୍ଳବ ପକ୍ଷରୁ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସମ୍ବର୍ଦ୍ଧିତ
ଫୁଲବାଣୀ : ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ଓ ସମ୍ପାଦକ ବୀରେନ୍ଦ୍ର ସୁବୁଦ୍ଧି ପ୍ରମୁଖ ପୁଷ୍ପ!-->…
ରାସ୍ତା କଡ଼ରେ ପଡି ରହିଛି କୁଢ଼ କୁଢ଼ ମୃଦୁ ପାନୀୟ (ଥମ୍ପସ ଅପ ) ବୋତଲ
ମାଲକାନଗିରି : ମାଲକାନଗିରି ସଦର ନିକଟ ମାଲକାନଗିରି ରୁ ସୁକମା ବାଇପାସ କେନାଲ ରୋଡରେ କୁଢ଼ କୁଢ଼ ମୃଦୁ ପାନୀୟ ବୋତଲ(ଥମ୍ପସ ଅପ ) ଦୀର୍ଘ ଦିନ ହେବ ପଡିରହିଥିବା ଦେଖିବାକୁ ମିଳିଛି l କିଏ ଆଉ କାହିଁକି ଏହି ବୋତଲ ଗୁଡିକୁ ଏଠାରେ ପକାଇ ଥିବା ସ୍ପଷ୍ଟ ଭାବେ ଜଣାପଡି ନଥିବା ବେଳେ ଏହାକୁ ନେଇ!-->…
ମିଶନ ଶକ୍ତିରେ ଆସିବ କେତେକ ପରିବର୍ତ୍ତନ
ଭୁବନେଶ୍ୱର,୧୫।୬: ଦୀର୍ଘ ୨୫ ବର୍ଷର ବିଜେଡି ଶାସନରେ ବିରାମ ଲାଗିଛି। ୨୦୨୪ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ଭାଜପା ରାଜ୍ୟରେ ସରକାର ଗଢ଼ିଛି। ନିକଟରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ ମୁଡ୍ରେ ଅଛନ୍ତି। ପୂର୍ବ ସରକାରଙ୍କ ସମୟରୁ ଚାଲି ଆସୁଥିବା କିଛି!-->…
ଭାରତ-ଚୀନ୍ ବାଣିଜ୍ୟଯୁଦ୍ଧ: ଲକ୍ଷାଧିକ ଚାକିରି ହରାଇଲେ, ଏକ ଶହ କୋଟି ଟଙ୍କାରୁ ଅଧିକ କ୍ଷତି
ନୂଆଦିଲ୍ଲୀ/ବେଜିଂ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ‘ବାଣିଜ୍ୟଯୁଦ୍ଧ’ ଉଭୟ ଦେଶ ଉପରେ ପ୍ରଭାବ ପକାଉଛି। ଏହି କାରଣରୁ, ଗତ କିଛି ବର୍ଷ ମଧ୍ୟରେ ଲକ୍ଷାଧିକ ଲୋକେ ଚାକିରି ହରାଇଛନ୍ତି। ସେହିପରି ଏକ ଶହ କୋଟି ଟଙ୍କାରୁ ଅଧିକ କ୍ଷତି ମଧ୍ୟ ହୋଇଛି। ଏହା ଚୀନ୍ ଏବଂ ଭାରତ ଯାତ୍ରା କରୁଥିବା!-->…
କଟକରେ ଫୁଟିଲା ବୋମା, ଦୁର୍ବୃତ୍ତଙ୍କ ପତ୍ତା ମିଳୁନି
କଟକ : କଟକରେ ଗତକାଲି ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ନ ଥମୁଣୁ, କଟକରେ ଘଟିଛି ଆଉ ଏକ ଅଘଟଣ।କ୍ୟାଣ୍ଟନମେଣ୍ଟ ରୋଡ୍ ଚର୍ଚ୍ଚ କ୍ୟାମ୍ପସରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ତେବେ କିଏ ଏବଂ କାହିଁକି ବୋମା ମାଡ କଲା!-->…
ଜଳପ୍ରପାତରେ ସେଲଫି ନେବା କାଳ ହେଲା: ପାଣିରେ ବୁଡ଼ି ୨ ଭାଇଙ୍କର ଅକାଳ ବିୟୋଗ
ମାଲକାନଗିରି: ମାଥିଲି ଥାନା ଅଂଚଳର ଗୁମ୍ମାଝରଣ ଜଳପ୍ରପାତରେ ଆଜି ଅଘଟଣ ଘଟିଛି। ସେଲଫି ନେବା ଦୁଇ ଭାଇଙ୍କ ପାଇଁ କାଳ ହୋଇଛି। ପାଣିରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି।ଘଟଣା ଅନୁଯାୟୀ ଆଜି ସକାଳେ ଜୟପୁର ସହର ବାସିନ୍ଦା ବାଳକୃଷ୍ଣ ସାହୁଙ୍କ ପରିବାର ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ!-->…