Sign in
Sign in
Recover your password.
A password will be e-mailed to you.
ବାଲିଗୁଡାରେ ବିଦ୍ୟୁତର ଲୁଚକାଳି ଖେଳ : ସପ୍ତାହ ହେଲା ଅନ୍ଧାରରେ ଅଧିକାଂଶ ଗ୍ରାମାଞ୍ଚଳ, ଉପଭୋକ୍ତା ହନ୍ତସନ୍ତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ କିଛିଦିନ ହେଲା ବିଦ୍ୟୁତ ଲୁଚକାଳି ଖେଳ ଉପଭୋକ୍ତାଙ୍କୁ ହନ୍ତସନ୍ତରେ ପକାଇଲାଣି l ସାମାନ୍ୟ ପବନ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ଚାଲିଯାଉଛି l ଏପଟେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ମନ ଇଚ୍ଛା ବିଦ୍ୟୁତକାଟ ଉପଭୋକ୍ତାଙ୍କ!-->…
ସରକାର ବଦଳୁ ବଦଳୁ ସିଡ଼ିଏମଓ କାର୍ଯ୍ୟାଳୟରେ ରାତି ଅଧିଆ ବଦଳି !
କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ କାର୍ଯ୍ୟାଳୟ ରହିଛି। ଏଥିରେ ବିଭିନ୍ନ ପ୍ରକାରର କର୍ମଚାରୀ, ଅଧିକାରୀମାନେ କାର୍ଯ୍ୟକରିବା ସହିତ ବିଭିନ୍ନ ବ୍ଲକ, ପଞ୍ଚାୟତରେ ଥିବା ମେଡିକାଲ, ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ରେ ମଧ୍ୟ କାର୍ଯ୍ୟକାରୀ!-->…
ଶାଶୁ ଓ ଜ୍ୱାଇଁ ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିବା ବେଳେ ବଜ୍ରପାତ, ଶାଶୁ ମୃତ, ଜ୍ବାଇଁ ଗୁରୁତର
ଦିଗପହଣ୍ଡି : ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ ଶାଶୁ ଓ ଜ୍ୱାଇଁ। ହଠାତ୍ ହେଲା ବଜ୍ରପାତ। ସେହିଠାରେ ଟଳି ପଡ଼ିଲେ ଶାଶୂ ଓ ମେଡ଼ିକାଲ୍ ବେଡ୍ରେ ଜ୍ୱାଇଁ। ଆଜି ଅପରାହ୍ନାରେ ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକଅଞ୍ଚଳରେ ଘଟିଛି।ଆଜି ଅପରାହ୍ନରେ ଦିଗପହଣ୍ଡି!-->…
ରାଜଧାନୀରେ ଭୟଙ୍କର ଜଳସଙ୍କଟ: ପାଣି ଛାଡ଼ିବା ପାଇଁ ହରିୟାଣାକୁ ମନ୍ତ୍ରୀଙ୍କ ଅନୁରୋଧ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଭୟଙ୍କର ଜଳସଙ୍କଟ ଦେଖିବାକୁ ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏପରି ସ୍ଥିତିରେ ପଡ଼ୋଶୀ ହରିୟାଣାକୁ ପାଣି ଛାଡ଼ିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର। ମାନବିକତା!-->…
ଭାଇରାଲ ହେଉଛି ମୋଦି-ମେଲୋନିଙ୍କ ସେଲଫି ଓ ଭିଡିଓ
ନୂଆଦିଲ୍ଲୀ : ଭାଇରାଲ ହେବାରେ ଲାଗିଛନ୍ତି ମେଲୋଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି ଉଠାଇଥିବା ସେଲଫି ଓ ଭିଡିଓ ଭାଇରାଲ ହେଉଛି। #Melodi ଦେଇ ଲକ୍ଷଲକ୍ଷ ଲୋକ ଏହାକୁ ଶେୟାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଜି-୭ ଶିଖର!-->…
ମୋରମ ପାଇଁ ଯାଇଥିବା ବେଳେ ଖସିଲା ଅତଡ଼ା: ୩ ମହିଳା ମୃତ
କୋରାପୁଟ : କୋରାପୁଟ ଟାଉନ୍ ଥାନା ଅଧୀନ କୋଲାବ ଡ୍ୟାମ୍ ନିକଟସ୍ଥ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଖସିବା ଫଳରେ ଚାପି ହୋଇ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ସ୍ଥାନୀୟ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ, ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ।ସୂଚନା ଅନୁସାରେ,!-->…
୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ
ବରଗଡ଼ : ବିଜେଡିର ତଥାକଥିତ ଦ୍ୱିତୀୟ କ୍ଷମତା ଭି.କେ ପାଣ୍ଡିଆନ୍ ସନ୍ନ୍ୟାସ ନେଇପାରିବେ ନାହିଁ। ଓଡ଼ିଶା ଛାଡ଼ି ଯାଇପାରିବେ ନାହିଁ। ତାଙ୍କୁ ୨୪ ବର୍ଷର ହିସାବ ଦେବାକୁ ପଡ଼ିବ। ଆଜି ଏପରି କହିଛନ୍ତି ଚାଷୀ ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ଆଜି ଅତାବିରାରେ ରାଜ୍ୟ କୃଷକ ସଂଗଠନ!-->…
ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲାଗି ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଠିକ୍ ସେହିପରି ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ତାଗିଦ!-->…
ପତ୍ନୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ: ୪ ଦିନ ପରେ ଶବ ବାହାର କଲା ପୁଲିସ
ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ର କରି ନୃଶଂସ କାଣ୍ଡ ଭିଆଇଛନ୍ତି ସ୍ୱାମୀ। ପତ୍ନୀ ତଣ୍ଟି ଚିପି ହତ୍ୟା କରିବା ପରେ ପଡ଼ୋଶୀଙ୍କ ସହାୟତାରେ ପୋତି ଦେଇଥିଲେ। ମୃତ ମହିଳା ଭାଇଙ୍କ ଲିଖିତ ଏତଲା ପରେ ଘଟଣା ସାମ୍ନାକୁ ଆସିଛି। ଚାରି ଦିନ ପରେ ପୁଲିସ ଶବ ଖୋଳି ବାହାର କରିଛି। ହତ୍ୟାକାରୀ!-->…
୫୪ ଔଷଧ ଶସ୍ତା, ମଧୁମେହ ରୋଗୀଙ୍କ ସମେତ କୋଟି କୋଟି ଲୋକ ଉପକୃତ ହେବେ
ନୂଆଦିଲ୍ଲୀ: ଔଷଧ ଖର୍ଚ୍ଚ ଦ୍ୱାରା ଗ୍ରାହକଙ୍କ ଘରୋଇ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି। ଏହା ଦ୍ବାରା ଗ୍ରାହକ ମଧ୍ୟ ସମସ୍ୟାରେ ପଡୁଛନ୍ତି।ମାତ୍ର ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କର ମାସିକ ଖର୍ଚ୍ଚ ଏବେ ହ୍ରାସ ପାଇବ। ବାସ୍ତବରେ, କୋଟି କୋଟି ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ!-->…