Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ସେତେ ଜୋର ଅଣ୍ଟା ଭିଡୁଛନ୍ତି। ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଧଜିଆ ଉଡାଉଛି ବିଜେଡି। ଏପରି ଅଭିଯୋଗ ଆଣିଛି ବିଜେପି। ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀଙ୍କ ପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଚାର କରିବା ପାଇଁ ବାଧ୍ୟ!-->…
ଚୀନ୍ ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ: ଶାହା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ଚୀନ୍ ଭାରତର ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଛନ୍ତି ଯେ ୧୯୬୨ ଚୀନ୍ ଆକ୍ରମଣ ସମୟରେ!-->…
ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତ୍ତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ବିଜେପି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଓଡ଼ିଶାବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ, ନିର୍ମଳ ପାନୀୟ ଜଳ ପାଇଁ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା!-->…
ଇସ୍ତଫା ଦେଲେ Paytm ସିଇଓ
ପେଟିଏମ ପେମେଣ୍ଟସ ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଛନ୍ତି ସୁରିନ୍ଦର ଚାୱାଲା। ଆଜି ପେଟିଏମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। କମ୍ପାନୀ କହିଛି ଯେ ଜୁନ ୨୬ରୁ ଏହି ଇସ୍ତଫା କାର୍ଯ୍ୟକାରୀ ହେବ। କିନ୍ତୁ ଚାୱାଲାଙ୍କ ସ୍ଥାନ କିଏ!-->…
ଗଣପତି ଶିଶୁ ମନ୍ଦିରର ଏକାଦଶତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ।
କଟକ : କଟକ ସଦର କନ୍ଦରପୁର ବମ୍ବୁରି ସ୍ଥିତ ଗଣପତି ଶିଶୁ ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଉତ୍ସବରେ ଅଧ୍ୟକ୍ଷ ଉମାକାନ୍ତ ଭୂୟାଁ ସଭାପତିତ୍ବ କରିଥିବା ବେଳେ ଉଦ୍ଘାଟକ ବିଦ୍ୟା ବିକାଶ ସମିତି ଓଡ଼ିଶାର ପ୍ରତିଷ୍ଠାତା ସଭ୍ୟ ତାରାକାନ୍ତ ଅଗସ୍ତି,ମୁଖ୍ୟ ଅତିଥି ବିଦ୍ୟା ବିକାଶ!-->…
ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ
କଟକ: ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ଚଣ୍ଡୀମନ୍ଦିରରେ ଦୀପଦାନ କରିିଛନ୍ତି। ଆଜି ନବରାତ୍ରର ପ୍ରଥମ ଦିନ ଅବସରରେ ମହାମହିମ ଶ୍ରୀ ଦାସ କଟକ ଚଣ୍ଡୀଙ୍କ ଦର୍ଶନ କରିବାର ସହିତ ଆଶୀର୍ବାଦ ନେଇଛନ୍ତି।
କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ଫେରିବା!-->!-->!-->…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀଠାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ
ଫୁଲବାଣୀ:ଚଳିତ ବର୍ଷର ପ୍ରାରମ୍ଭ ପର୍ଯ୍ୟାୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଆଜି ରାଷ୍ଟ୍ରୀୟ ନବବର୍ଷ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି।ଏହି ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଜିଲ୍ଲା ସହ-କାର୍ଯ୍ୟବାହ ନିରଞ୍ଜନ ମିଶ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ମୁଖ୍ୟ!-->…
ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖି ହବିବ ବିଜେଡିରେ ସାମିଲ
ଭୁବନେଶ୍ୱର: ବିଜୁ ଜନତା ଦଳରେ ଯୋଗ ଦେଲେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖି ହବିବ। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗଦେବା ଭଦ୍ରକରେ ଶାସକ ଦଳର ସ୍ଥିତି ମଜବୁତ ହୋଇଛି।
ରାଜ୍ୟରେ ପୌରପାଳିକାର ନେତୃତ୍ୱ ନେଉଥିବା ପ୍ରଥମ ମୁସଲମାନ ମହିଳା ଭାବେ ପରିଚିତ!-->!-->!-->…
ପ୍ରଥମ ବାର୍ଷିକ ତ୍ରି ଶମ୍ଭୁ ଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ
ବାଲିଗୁଡା, ୦୯/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସ୍ଥିତ ଗୁଳିମରାପଦା ସାହି ବାସିନ୍ଦାଙ୍କ ସହଯୋଗରେ ପ୍ରଥମ ବାର୍ଷିକ ତ୍ରି ଶମ୍ଭୁ ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି l ତ୍ରି ଶମ୍ଭୁ ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା!-->…
ବୈଶାଖୀ ପାଳନ ପାଇଁ ଶିଖ୍ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ଜାରି କଲା ପାକ୍
ନୂଆଦିଲ୍ଲୀ: ପାକିସ୍ତାନ ହାଇକମିଶନ ମଙ୍ଗଳବାର କହିଛି ଯେ ବୈଶାଖୀ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଭାରତରୁ ଆସିଥିବା ଶିଖ୍ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ପ୍ରଦାନ କରାଯାଇଛି।
ଧାର୍ମିକ ପୀଠ ପରିଦର୍ଶନ ପାଇଁ ଦ୍ୱିପାକ୍ଷିକ ପ୍ରୋଟୋକଲର ବ୍ୟବସ୍ଥା ଅନୁଯାୟୀ ଭାରତରୁ ଶିଖ୍ ଏବଂ!-->!-->!-->…