Sign in
Sign in
Recover your password.
A password will be e-mailed to you.
ରାଉରକେଲାରୁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ: ଜୁଏଲ ଓରାମ
ରାଉରକେଲା: ନିର୍ବାଚନ ଲଢ଼ିବା ପାଇଁ କୋର୍ଟରୁ ଅନୁମତି ପାଇବା ପରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ୟବସାୟୀ ଦିଲ୍ଲୀପ ରାୟ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତଥା ବିଜେପିର ସୁନ୍ଦରଗଡ ଲୋକସଭା ସାଂସଦ ପ୍ରାର୍ଥୀ ତଳସରା ନିର୍ବାଚନ ମଣ୍ଡଳୀ!-->…
ଆସନ୍ତା ୧୩ ତାରିଖ ପରଠୁ ପୁଣି ତାତି ବଢ଼ିବା ସମ୍ଭାବନା
ଭୁବନେଶ୍ୱର : ଆସନ୍ତା ୧୩ ତାରିଖ ପରଠୁ ପୁଣି ତାତି ବଢ଼ିବା ସମ୍ଭାବନା । ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ବଢ଼ିପାରେ। ପୁଣି ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି।!-->…
ନିର୍ବାଚନ ପ୍ରସ୍ତୁତି ପାଇଁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସ୍ଥଗିତ
ସମ୍ବଲପୁର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ କୌଣସି ଶୋଭାଯାତ୍ରା କିମ୍ବା ରାଲି ଆୟୋଜନ କରାଯିବ ନାହିଁ। ହନୁମାନ ଜୟନ୍ତୀ ସମନ୍ବୟ ସମିତି ସହ ବୈଠକ ପରେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏହି ନିଷ୍ପତ୍ତି!-->…
ହେମା ମାଳିନୀ ବିବାଦ ପରେ କଂଗ୍ରେସକୁ ଇସି ଛାଟ, ସୂର୍ଯ୍ୟେୱାଲାଙ୍କୁ ନୋଟିସ୍
ବିଜେପିର ମଥୁରା ସାଂସଦ ହେମା ମାଳିନୀଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗରେ ଆଜି ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୂର୍ଯ୍ୟେୱାଲାଙ୍କ ବୟାନକୁ ଇସି ଅତ୍ୟନ୍ତ ଅସଭ୍ୟ, ଅସାମାଜିକ ଓ ଅଭଦ୍ର ଭାବେ ଅବିହିତ କରିଛନ୍ତି।
!-->!-->…
ଦଳ ଡେଇଁବା ପରେ ଗଣେଶ୍ବରଙ୍କୁ ବିଜେଡି ଭିତରୁ ଜୋରଦାର ବିରୋଧ
କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଶାସକ ଦଳରେ ଯୋଗ ଦେବା ପରେ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦଳୀୟ କର୍ମୀ ଓ ନେତାମାନେ ଗଣେଶ୍ବର ବେହେରାଙ୍କ ପ୍ରବେଶକୁ ତୀବ୍ର ବିରୋଧ କରିବା ସହ ଆମଦାନୀ ହୋଇଥିବା ନେତାଙ୍କୁ ନିର୍ବାଚନ!-->…
ବିଚାରପତିମାନେ ଆଇନରେ ବନ୍ଧା, ରାଜନୀତିରେ ନୁହେଁ: ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଶକ୍ତ ଝଟକା ଦେଇ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବୈଧ କହିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାର ଗିରଫଦାରୀ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି ଓ ତାଙ୍କ ରିମାଣ୍ତକୁ!-->…
ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟାରା
ଭୁବନେଶ୍ବର: ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ପାହାଳସ୍ଥିତ ଅଂଚଳରେ ଥିବା ମେଟ୍ରୋ ସାଟେଲାଇଟ ସିଟି ଆପାର୍ଟମେଣ୍ଟରୁ କଲେ ଲୁଟ୍ । ସିସିଟିଭି କ୍ୟାମେରାରେ ଲୁଟ୍ ର ଦୃଶ୍ୟ କଏଦ୍ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ୭ ରୁ ଅଧିକ ଲୁଟେରା ଆସି ଏହି ଆପାଟମେଣ୍ଟର!-->!-->!-->…
‘ସମସ୍ତ ସମ୍ପତ୍ତିର ତାଲିକା ଦେବା ପାଇଁ ପ୍ରାର୍ଥୀ ବାଧ୍ୟ ନୁହନ୍ତି’
ପାଖେଇ ଆସିଲାଣି ନିର୍ବାଚନୀ ତାରିଖ। ଜଣକ ପରେ ଜଣେ ପ୍ରାର୍ଥୀ ଏବେ ନିଜ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରୁଛନ୍ତି। ତେବେ ପ୍ରାର୍ଥୀଙ୍କୁ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ। ସେ ଏଥିପାଇଁ ବାଧ୍ୟ ନୁହନ୍ତି। ଦାମୀ ତଥା ଲଗ୍ଜୁରିୟସ ଜୀବନ ଶୈଳୀ ସହ ଜଡିତ!-->…
ରାଜଧାନୀରେ ପୁଣି କଳା କାଚ ଧରପଗଡ
ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ ଅଭିଯାନ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ ହେଲା ଜଏଣ୍ଟ ରେଡ୍ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ ।
ପୋଲିସ!-->!-->!-->…
୨୦୨୪ରେ ସ୍ବାଭାବିକ ହେବ ମୌସୁମୀ
ଭୁବନେଶ୍ୱର : ୨୦୨୪ରେ ମୌସୁମୀ ସ୍ବାଭାବିକ ହେବ । ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା । ଏନେଇ ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ଦୀର୍ଘ ଅବଧି ଆଭାରେଜରେ ୧୦୨ପ୍ରତିଶତ ମୌସୁମୀ ବର୍ଷା ଆକଳନ କରାଯାଇଛି ।
ସାରା ଦେଶରେ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେବ ।!-->!-->!-->…