ସୁସ୍ଥ ହେଉଛନ୍ତି ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ, ଗତକାଲି କାମୁଡିଥିଲା ସାପ

ମାଲକାନଗିରି ; ସୁସ୍ଥ ହେଉଛନ୍ତି ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ଗତକାଲି ସର୍ପାଘାତରେ ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କୁ ପରିବାର ଲୋକଙ୍କ ପକ୍ଷରୁ କୁଡୁମୁଲୁଗୁମା ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ସୁସ୍ଥ ଥିବା ମେଡିକାଲ କତୃପକ୍ଷଙ୍କ ପକ୍ଷରୁ…

ବିଏସକେୱାଇ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ

ଭୁବନେଶ୍ବର: ସରିଛି ସାଧାରଣ ନିର୍ବାଚନ ୨୦୨୪ । ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପରେ ବଦଳିଛି ଓଡିଶାର ରାଜନୈତିକ ପାଣିପାଗ । ସରକାର ବଦଳିବା ପରେ ବିରୋଧୀ ଙ୍କର ଆରମ୍ଭ ହୋଇଯାଇଛି ଦୋଷଲଦା କାମ । ତେବେ ଗତକାଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ବନ୍ଦ ହୋଇଯାଇଥିବା ନେଇ…

‘ବିଏସକେଓ୍ବାଇ କାର୍ଡ ଅଚଳ ପାଇଁ ଦାୟୀ ସରକାର, ବାକି ରଖିଛନ୍ତି କୋଟି କୋଟି ଟଙ୍କା’

ଭୁବନେଶ୍ବର: ବିଏସକେଓ୍ବାଇ କାର୍ଡ ଉପଭୋକ୍ତାଙ୍କୁ ଫେରାଉଛି ପ୍ରାଇଭେଟ ହସ୍ପିଟାଲ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଘରୋଇ ଡାକ୍ତରଖାନା ସଂଘ । ସିଧା ସିଧା ସରକାରଙ୍କ ଉପରକୁ ଉଠାଇଲେ ଅଙ୍ଗୁଳି । କହିଲେ ନା ଦେଉଛନ୍ତି ଲିଖିତ ସ୍ପଷ୍ଟିକରଣ, ନା ଦେଉଛନ୍ତି ବକେୟା ଟଙ୍କା । ତେଣୁ ଆମେ…

ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ବିଏସକେଓ୍ବାଇ କାର୍ଡ ଚାଲୁ ରହିଛି । କୌଣସି ହସ୍ପିଟାଲରେ ରୋଗୀଙ୍କୁ ଏଥିପାଇଁ ଅବହେଳା କରି ପାରିବେ ନାହିଁ। ଚିକିତ୍ସା କିମ୍ୱା ଡିସଚାର୍ଜ ମଧ୍ୟ କରି ପାରବେ ନାହିଁ। କିଛି ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନ ନମ୍ୱରରେ ଜଣାଇ ପାରିବେ। ଏନେଇ ସ୍ପଷ୍ଟ…

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ

ସୋର : ଆଜି ସାବିତ୍ରୀ ବ୍ରତ । ଝିଅ ଘରକୁ ଭାର ଦେବାକୁ ଯାଇଥିଲେ। ହେଲେ ଫେରିଲା ବେଳେ ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିଛନ୍ଦା ଘାଟ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ବାଲିମେଦ ଅଞ୍ଚଳର ସୁନିଲ ବାରିକ୍ । ଗତକାଲି ରାତିରେ ସୁନୀଲ ଝିଅ…

‘ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ’

ଭୁବନେଶ୍ବର: ଚଳିତ ଥର ନିର୍ବାଚନରେ ଦେଖିବାକୁ ମିଳିଛି ବଡ ପରିବର୍ତନ । ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ସେପଟେ ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ …

ଯାତ୍ରା ପଡିଆରେ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା

ଫୁଲବାଣୀ : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା l ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପାଳିତହୁଏ ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସଧବା ସ୍ତ୍ରୀ ଲୋକମାନେ ଏହି ବ୍ରତ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଫୁଲବାଣୀ ଯାତ୍ରା ପଡିଆ ଠାରେ ମା ନାରାୟଣୀ…

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଡ଼ାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକରେ ତିନି ଜଣ ଯୁବକ ବାଟାଗୁଡା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର - ରାୟପୁର ୫୯ ନଂ. ଜାତୀୟ ରାଜପଥ ବାଟାଗୁଡ଼ା ପୂର୍ବରୁ ଏକ…

ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ମଙ୍ଗୁ ଖିଲ ସାପ କାମୁଡା ରେ ଅସୁସ୍ଥ, ଗୁମ୍ମା ଚିକିତ୍ସାଳୟ ରେ…

ମାଲକାନଗିରି : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନବ ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ସାପ କାମୁଡା ରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟ ରେ ଭର୍ତ୍ତିକରା ଯାଇଛି ।ଏକ ଡାକ୍ତର ଟିମ ଚିକିତ୍ସା କରୁଛନ୍ତି ଚିକିତ୍ସା ପରେ ସେ ବିପଦ ମୁକ୍ତ ଅଛନ୍ତି…

ଫୁଲବାଣୀ : ବିଜୟ ଉତ୍ସବ ମନାଇଲା ବିଜେପି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ମହାସମାରୋହରେ ବିଜୟ ଉତ୍ସବ ପାଳିଛି l ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ବରାଳଦେବୀ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଲୋକ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା l ସମସ୍ତେ ଆନନ୍ଦ ଉଲ୍ଲାସର ସହ ବାଣ ଫୁଟାଇ…