Sign in
Sign in
Recover your password.
A password will be e-mailed to you.
ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ
ଭୁବନେଶ୍ବର: ହଟିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ। ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ। ତେବେ ଆନ୍ଦୋଳନ ହେବା ପରେ ମେୟରଙ୍କ ବାସଭବନରେ ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା ସଫଳ ହେଇଥିବା!-->…
୧୧୦୯ ପଏଣ୍ଟ ଖସିଲା ସେନସେକ୍ସ, ୧୪ ଲକ୍ଷ କୋଟି ହରାଇଲେ ନିବେଶକ
ଷ୍ଟକ ମାର୍କେଟରେ ନିବେଶ କରିଥିବା ଲୋକଙ୍କୁ ବଡ଼ ଝଟକା ଲାଗିଛି। ଷ୍ଟକ ମାର୍କେଟରେ ଆଜି ବ୍ୟାପକ କ୍ଷତି ସହିଛନ୍ତି ନିବେଶକ। ଆଜି ସେନସେକ୍ସ ୧୧୦୯ ପଏଣ୍ଟ ଖସି ୭୨,୫୫୮ରେ ପହଞ୍ଚି ଯାଇଛି। ଏଥିଯୋଗୁ ମଧ୍ୟମ ଓ ଛୋଟ କ୍ୟାପ ସେଗେମେଣ୍ଟ୍ସ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।
ନିଫ୍ଟୀ ମଧ୍ୟ!-->!-->!-->…
ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍
ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ମାଫିଆ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍। ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଥିବା ମାଫିଆ ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୩୬ବର୍ଷ ପୁରୁଣା ଅପରାଧ ପାଇଁ ବାରାଣସୀର!-->…
ରାଜ୍ୟରେ ଆଉ ୨୨ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ ଟି ଜିଲ୍ଲାରେ ୨୨ ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମ ର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା,!-->…
ନିର୍ବାଚନ ପୂର୍ବରୁ ଭାଇଙ୍କ ସହ ସବୁ ସମ୍ପର୍କ ତୁଟାଇଲେ ମମତା ବାନାର୍ଜୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ନିଜ ଭାଇଙ୍କ ଉପରେ ମମତା ଖପ୍ପା!-->…
ପାଳି ଖଟିବାକୁ ନେଇ ଶ୍ରୀମନ୍ଦିରରେ ହାତାହାତି ହେଲେ ଦୁଇ ସେବାୟତ
ପୁରୀ: ଆଜି ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଜଣାପଡିଛି । ପାଳି ଖଟିବାକୁ ନେଇ ହାତାହାତି ହୋଇଛନ୍ତି ଦୁଇ ଜଣ ସେବାୟତ । ବିମଳାଙ୍କ ମନ୍ଦିର ନିକଟରେ ଘଟିଛି ଏହି ଘଟଣା ।
ହାତାହାତି ହୋଇଥିବା ଦୁଇ ସେବାୟତ ହେଲେ ଶ୍ୟାମ ପଣ୍ଡା ଓ ନରସିଂହ ପଣ୍ଡା । ଏଥିରେ!-->!-->!-->…
ନିର୍ବାଚନ ବେଳେ ଡିଜିଟାଲ ଓ୍ବାଲେଟ୍ ଓ ୟୁପିଆଇ ନେଣଦେଣ ଉପରେ ବି ନଜର ରଖିବେ ନିର୍ବାଚନ କମିସନ
ଶ୍ରୀନଗର : ଆସନ୍ତା ନିର୍ବାଚନକୁ ସ୍ବଚ୍ଛ କରିବାକୁ ନିର୍ବାଚନ କମିସନ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଡିଜିଟାଲ ଓ୍ବାଲେଟ୍ ନେଣଦେଣ ଉପରେ ବି ନଜର ରଖିବେ କମିସନ । ଅର୍ଥାତ ଫୋନପେ, ଗୁଗୁଲପେ, ଆମାଜନ ପେ ଆଦି ୟୁପିଆଇ ଭିତ୍ତିକ ନେଣଦେଣ ଉପରେ ନଜର ରଖାଯିବ । ଏ ସଂପର୍କରେ ସୂଚନା ଦେଇଛନ୍ତି!-->…
ମେଟ୍ରୋ ପାଇଁ ଡକା ହେଲା ଟେଣ୍ଡର, ବିମାନବନ୍ଦରରୁ ଆଚାଯ୍ୟ ବିହାର ପାଇଁ ୬୩୦ କୋଟି
ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଆହ୍ନାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ଚାଲିବାକୁ ଥିବା ବେଳେ ଏବେ ବିମାନବନ୍ଦରରୁ ଆଚାଯ୍ୟ ବିହାର ଛକ!-->…
ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ପ୍ରବେଶ ବ୍ୟବସ୍ଥାକୁ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦେଲା…
ନୂଆଦିଲ୍ଲୀ: ୨୦୨୪ ଜାନୁଆରି ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ହେବା ପରଠାରୁ ରାମ ଭକ୍ତଙ୍କ ଅଯୋଧ୍ୟାକୁ ସୁଅ ଛୁଟୁଛି। ଏଭଳି ପରିସ୍ଥିତିରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ!-->…
ସେମିକଣ୍ଡକ୍ଟରର ସ୍ବାବଲମ୍ବନ ଉପରେ ପାଠଚକ୍ର
ଯେ କୌଣସି ସ୍ଥିତିରେ ବିଦ୍ୟୁତଶକ୍ତିର ସୀମିତ ପରିବହନ କରୁଥିବା ପଦାର୍ଥ ଦ୍ବାରା ବିକଶିତ ଭାରତର ସ୍ବପ୍ନ - ଡ. ଚୌଧୁରୀ
ଆସିକା ତା ୧୩/୩ : ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେମିକଣ୍ଡକ୍ଟର ପରିକଳ୍ପନାକୁ ସାକାର କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ!-->!-->!-->…