Sign in
Sign in
Recover your password.
A password will be e-mailed to you.
ପଦ୍ମ ସମ୍ମାନରେ ସମ୍ମାନିତ ବିଜେତାଙ୍କୁ ମିଳିବ ୨୫ ହଜାର
ଭୁବନେଶ୍ବର: ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି । ଅପ୍ରେଲ ୨୦୨୪ରୁ ଓଡିଶାର କୃତୀ ସନ୍ତାନମାନଙ୍କୁ ଏହା ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ!-->…
ଆସିକା : ଭଗବାନ ଭରସାରେ ଅଙ୍ଗନବାଡି କେନ୍ଦ୍ର !
ଗରମରେ ଆଉଟୁ ପାଉଟୁ କୋମଳମତି ଶିଶୁ ମାନେ…..ବ୍ରହ୍ମପୁର: ଆସିକା ରେ ଥିବା କିଛି ଅଙ୍ଗନବାଡି କେନ୍ଦ୍ର ଏବେ ଭଗବାନ ଭରସାରେ ଚାଲିଛି। ୧୯୫୯ ମସିହାରେ ସ୍ଥାପିତ ହୋଇଥିଲା ପ୍ରାଥମିକ ବିଦ୍ୟାଳୟ। ଆସିକା ମେଦେରି ସାହିରେ। ଗତ କିଛି ବର୍ଷ ହେଲା ପିଲାଙ୍କ ସଂଖ୍ୟା କମିଯିବାରୁ ଉକ୍ତ ବିଦ୍ୟାଳୟ!-->…
ରାଇଘର ବନ ବିଭାଗ ଦ୍ଵାରା ବଜ୍ରକାପ୍ତାର ଖପୁରୀ ଜବତ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବନ ବିଭାଗ ଅଧିକାରୀ ତନୁଜା କାର୍ତିକ ବିଶେଷ ସୂତ୍ରରୁ ଖବର ପାଇଁ ଆଜି ଦିନ ୧୧ ଟା ତିରିଶ ମିନିଟ ସମୟରେ କୁମଲି ଆଧିବାସୀ ଗ୍ରାମରେ ପେଟ୍ରୋଲିଙ୍ଗ କରିବା ସମୟରେ ଜଙ୍ଗଳ ପାଖରେ ସଂଧିଗ୍ଧ ଅବସ୍ଥାରେ ଦୁଇ ଜଣ ଲୋକ ଟହଲ ପହଲ ହେବା ଦେଖି ସେମାନଙ୍କୁ ଡାକି!-->…
ଜାମୁଝରି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକର ଅନ୍ତର୍ଗତ ଜାମୁଝରି ମୁଖ୍ୟାଳୟରେ ଥିବା ଜାମୁଝରି ଉଚ୍ଚ ବିଦ୍ୟାଳୟ, ଫୁଲବାଣୀର ଦ୍ବିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରୋହିତ କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ!-->…
ନିୟମିତ ପିଇବା ପାଣି ଯୋଗାଣ,ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଚାରି ଦଫା ଦାବିନେଇ ବିକ୍ଷୋଭ
୨୪ଘଣ୍ଟା ପାନୀୟ ଜଳ ଯୋଗାଣ ପ୍ରତିଶୃତି ନେଇ ବୁଦ୍ଧିଜୀବୀଙ୍କ ପ୍ରଶ୍ନ
ବ୍ରହ୍ମପୁର : ବ୍ରହ୍ମପୁର ସହରର ପ୍ରତି ଅଂଚଳକୁ ପିଇବା ପାଣି ନିୟମିତ ଯୋଗାଣ, ବର୍ଦ୍ଧିତ ଘର ଟିକସ ଛାଡ଼, ଏମକେସିଜି ମେଡିକାଲ ପରିସରରେ ପାର୍କିଂ ଫି ଆଦାୟ ବନ୍ଦ,ରୋଗୀଙ୍କ ସୁବିଧା ପାଇଁ ମେଡିକାଲର ଦ୍ୱିତୀୟ ଗେଟ!-->!-->!-->…
ଓଡିଶା ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ : ଓଡିଶା ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ବିପିଏମ୍,ବିପିସି, ବିଏଲସି , ବିପିଏ, ଏସଡିସି ଓ ହିସାବ ରକ୍ଷକ ମାନେ (BPM,BPC ,BLC ,BPA -CA , SDC ଓ Accountant) ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ , ଓଡିଶା ସରକାରଙ୍କ!-->!-->!-->…
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବାବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ!-->…
କଟକରେ ୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ
କଟକ: କଟକ କମିଶନରେଟ ପୁଲିସ ହାତରେ ପଡ଼ିଛନ୍ତି ୨ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ। ପଶ୍ଚିମବଙ୍ଗର ଏହି ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ। ସେମାନଙ୍କଠାରୁ ୨୫୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ।
ଗିରଫ!-->!-->!-->…
ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା
ଭୁବନେଶ୍ବର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ!-->…
ଜଳିଗଲା ସେବାସମବାୟ ସମିତି, ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ
ଜଳେଶ୍ୱର: ଅଗ୍ନିକାଣ୍ଡରେ ଜଳିଗଲା ସେବାସମବାୟ ସମିତି । ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସେବାସମବାୟ ସମିତିରେ ନିଆଁ ଲାଗିବାରୁ ଚାଷୀଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ସହ କଂପ୍ୟୁଟର ହାର୍ଡଡିକ୍ସ, ଆଲମିରା ଜଳିପୋଡି ନଷ୍ଟ!-->…