Sign in
Sign in
Recover your password.
A password will be e-mailed to you.
୮ ନଂ ୱାର୍ଡରେ ବିଜେଡିର ଜୋରଦାର ପ୍ରଚାର
ଛତ୍ରପୁର : ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ୮ ନଂ ୱାର୍ଡରେ ବିଜେଡିର ଜୋରଦାର ପ୍ରଚାର କାଉନସିଲର କେ. ରମେଶ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି l ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଙ୍କ ମନ୍ଦିର ନିକଟରୁ ବହୁ ମହିଳା, ୱାର୍ଡ ବାସିନ୍ଦା, ଦଳର ଛାମୁଆ ନେତା ଓ କର୍ମୀ ମାନେ ପୂର୍ଜାଅର୍ଚନା କରି ୱାର୍ଡ!-->…
ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: କାର୍ ଭିତରୁ ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର, ସମସ୍ତଙ୍କ ମୁଣ୍ଡରେ ବାଜିଛି ଗୁଳି
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣିପାହାଡ଼ ନିକଟ ପଡିଆରେ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ୩ ଜଣ ଯାକ ଓରିଏଣ୍ଟ ଥାନା ଅଞ୍ଚଳର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା!-->…
ରାଜ୍ୟରେ ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ପୂର୍ବାହ୍ନରେ ଖରା, ଅପରାହ୍ନରେ କାଳବୈଶାଖୀ। ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ବିଶେଷ କରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।!-->…
ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼
କୋଲକାତା: ପଶ୍ଚିମବଙ୍ଗର କାନ୍ଥୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି। ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ଓ କାରକେଡକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ରାସ୍ତା ଉପରେ ବୋମା ମାଡ଼ କରିଥିବା ଜଣାପଡ଼ିଛି। ତେବେ!-->…
‘ଭକ୍ତମାନେ ଶ୍ରୀମନ୍ଦିରରେ ନଥିବା ସମୟରେ ହିଁ ରତ୍ନଗଣତି ପ୍ରକ୍ରିୟା ସହଜ ହେବ’
ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ରତ୍ନଗଣତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଦ୍ୱିତୀୟ ହାଇଲେବଲ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଅରଜିତ ପଶାୟତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ହାଇଲେବଲ୍!-->…
ହଳଦୀ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଭଲରିଂ ଫଣ୍ଡ ମାଧ୍ୟମରେ କୋଟିକୋଟି ଟଙ୍କା ସହାୟତା ଦେଉଛନ୍ତି: ପାଣ୍ଡିଆନ୍
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଫୁଲବାଣୀ ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ଉଦବୋଧନ କରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରେ ଉକ୍ତ ସଭାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ତଥା!-->…
ଭୋଟରଙ୍କୁ ଧମକାଉଛନ୍ତି ଅତାବିରା ବିଧାୟିକା: ବିଜେପି
ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି। ଭୋଟରଙ୍କୁ ଧମକାଉଛନ୍ତି ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ । ଆପଣମାନେ ଯାହାକୁ ଭୋଟ ଦେବେ ତାହା ଆମେ ଜାଣିପାରିବୁ। ଭୋଟ ନ ଦେଲେ ମିଳିବନି କୌଣସି ସରକାରୀ ସୁବିଧା। ନିର୍ବାଚନୀ ପ୍ରଚାର!-->…
ପ୍ରଚାର କରିବା ମୌଳିକ ଅଧିକାର ନୁହେଁ: କେଜ୍ରିୱାଲଙ୍କ ଜାମିନକୁ ଇଡିର ବିରୋଧ, କାଲି ଦାଖଲ କରିବ ଚାର୍ଜଶିଟ୍
ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ସୁପ୍ରିମକୋର୍ଟରେ ଇଡି ଗୋଟିଏ ସତ୍ୟପାଠ ଦାଖଲ କରି ଜାମିନକୁ ବିରୋଧ କରିଛି।
ଦେଶରେ ନିର୍ବାଚନ ପର୍ବ ଚାଲିଥିବାରୁ!-->!-->!-->…
ପ୍ରାର୍ଥୀପତ୍ର ଦାଖଲ କଲେ କୋରାଇର ବିଜେଡି ବିଧାୟିକା ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ
ଯାଜପୁର: ନାମାଙ୍କନ ଭରିଲେ ସଂଧ୍ୟାରାଣୀ ଦାସ । ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ । ଏହା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା କରି ନିଜର ହଜାର ହଜାର ସମର୍ଥକଙ୍କ ସହ!-->…
ବ୍ରହ୍ମପୁର, ଆସିକା ଓ କନ୍ଧମାଳ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ!-->…