ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି : ହିମନ୍ତ ବିଶ୍ୱଶର୍ମା

ମାଲକାନଗିରି: ‘ନବୀନ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି’ । କାଲିମେଳାରେ ଜନସଭାରେ କିଛି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଓଡିଶାରେ ଜନସଭାକୁ ସମ୍ବୋଧନ ଦେଉଛନ୍ତି ଆସାମ…

ଆନ୍ଧ୍ରପ୍ରଦେଶର ଏକ ଟ୍ରକ୍‌ରୁ ପ୍ରାୟ ୮ କୋଟି ଟଙ୍କା ଜବତ

ନୂଆଦିଲ୍ଳୀ: ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ଚେକପୋଷ୍ଟରେ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ଚେକପୋଷ୍ଟ୍‌ରେ ଏକ ଟ୍ରକରୁ ପ୍ରାୟ ୮ କୋଟି ଟଙ୍କା ଜବତ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ମିଳିଥିବା ତଥ୍ୟନୁଯାୟୀ, ଟଙ୍କାଗୁଡ଼ିକ ଏପର୍ଯ୍ୟନ୍ତ ଗଣାହୋଇନଥିବା ବେଳେ…

ନାମାଙ୍କନ ଦାଖଲ କଲେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ

ସାଲେପୁର: ପ୍ରାର୍ଥୀପତ୍ର ଦାଖଲ କଲେ ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ । …

ବିଦ୍ୟୁତ୍ ଆଘାତରେ ନାବାଳକ ମୃତ

ହିଞ୍ଜିଳିକାଟୁ : ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘର ବାରଣ୍ଡାରେ ଖେଳୁଥିବା ବେଳେ ଭୁଯୋଜନ (ଏର୍ଥୀ°) ତାର ସଂସ୍ପର୍ଶରେ ଆସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବୁରୁପୋଡା କାଳୀ ମନ୍ଦିର…

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମାଙ୍କ ପ୍ରଚାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଏମପିଭି ୮ ୨ ଗ୍ରାମରେ ଆଜି ମାଲକାନଗିରି ବିଧାୟକ ପ୍ରାର୍ଥି ନରସିଂହ ମାଡକାମୀ ଓ ସାଂସଦ ପାର୍ଥି ବଳଭଦ୍ର ମାଝୀ ଙ୍କ ପାଇଁ ନିର୍ବାଚନୀ ପ୍ରଚାର ରେ ବିଜେପି ର ଷ୍ଟାର ପ୍ରଚାରକ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା…

ଟିକାବାଲି କଲେଜ ପାଇଁ ସଫଳତା ଆଣିଲେ ଆଦ୍ୟାଶା

ଫୁଲବାଣୀ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି | ଏହି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଶେଷବର୍ଷ ସ୍ନାତକ ଉଦ୍ଭିଦ ବିଜ୍ଞାନ ଛାତ୍ରୀ ଆଦ୍ୟାଶା ପଟ୍ଟନାୟକ ଦଶ ଜଣ ଙ୍କ ମଧ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରି କନ୍ଧମାଳ…

ବିଜେପି ରାଜ୍ୟ ମୁଖପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ସ୍ଥାନୀୟ ସେନାପତି ରେସିଡେନ୍ସି ଠାରେ ବିଜେପି କନ୍ଧମାଳ ଲୋକସଭା ପାର୍ଥି ସୁକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କେନ୍ଦ୍ରରେ ଶାସନ କରୁଥିବା ନରେନ୍ଦ୍ର…

ମୃଦୁ ପାନୀୟରେ ନିଶା ଦେଇ ଜୈନେକା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୫ ଜଣ ଯୁବକ

ବ୍ରହ୍ମପୁର : ଗତ ୫ ତାରିଖ ଜୈନେକା ନାବାଳିକା ଜଣଙ୍କ ବୈଦ୍ୟନାଥ ପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ ଗତ ମେ ୩ ତାରିଖ ସଂଧ୍ୟାରେ ସେ ନୂଆଁ ବସଷ୍ଟାଣ୍ଡ ଠାରେ ନିଜ ବାପାଙ୍କୁ ଅପେକ୍ଷା କରୁଥିବା ବେଳେ, ଜଣେ ତାଙ୍କ ପରିଚିତ ଯୁବକ ଋତୁନ ଦାସ ଆସି ତାଙ୍କୁ କାହାକୁ ଅପେକ୍ଷା କରୁଥିବା…

ଏମ କେସିଜି ମେଡ଼ିକାଲ କଲେଜ ଟ୍ରାନ୍ସ ଫ୍ୟୁଜନ ଏବଂ ଓଡିଶା ବ୍ଲଡ଼ ସେଣ୍ଟର ଆନୁକୂଲ୍ୟରେ ବିଶ୍ୱ ଥଲେସେମିଆ ଦିବସ ପାଳିତ

ବ୍ରହ୍ମପୁର : ଏମ କେସିଜି ମେଡ଼ିକାଲ କଲେଜ ଟ୍ରାନ୍ସ ଫ୍ୟୁଜନଏବଂ ଓଡିଶା ବ୍ଲଡ଼ ସେଣ୍ଟର ଆନୁକୂଲ୍ୟରେ ବିଶ୍ୱ ଥଲେସେମିଆ ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସବିତା ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କ୍ରିଷ୍ଠାନ ହସ୍ପିଟାଲ…

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବଢୁଛି ଅପରାଧ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଜୋନ ମିଡ଼ିଆ ସେଣ୍ଟର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କରିଛନ୍ତି କେନ୍ଦ୍ର ଶ୍ରମ ଓ ରୋଜଗାର,ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଉକ୍ତ ସମ୍ମିଳନୀରେ ବିଜେପିର ଜିଲ୍ଲା ସଭାପତି ସୁବାସ…