ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଦେଲା ୯ ଗ୍ୟାରେଣ୍ଟି

ଭୁବନେଶ୍ବର : ଓଡ଼ିଶାରେ ତେଲେଙ୍ଗାନା ଫର୍ମୁଲା ଆପଣାଇଲା କଂଗ୍ରେସ। ରାଜ୍ୟ କଂଗ୍ରେସ ଆଜି ଘୋଷଣା କରିଛି ନିଜ ନିର୍ବାଚନ ଇସ୍ତାହାର। ବିଜେପି ‘ମୋଦି ଗ୍ୟାରେଣ୍ଟି’ ଦେଇଥିବା ବେଳେ କଂଗ୍ରେସ ଏହାକୁ ଚେକ ଦେବାକୁ ଚେଷ୍ଟା କରିଛି। ସେଥିପାଇଁ ୯ଟି ଗ୍ୟାରେଣ୍ଟି ଲଞ୍ଚ କରିଛି। ଫୋକସରେ ରହିଛି…

ବିଜେପିରେ ମିଶିଲେ ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ

ଭୁବନେଶ୍ବର : ବିଜେଡି ଓ ବିଜେପି ମଧ୍ୟରେ ମେଂଟ ଚର୍ଚ୍ଚା ଯୋଗୁ ବନ୍ଦ ରହିଥିବା ମିଶ୍ରଣ ପର୍ବ ପୁଣିଥରେ ଆରମ୍ଭ ହୋଇଛି। ଗତକାଲି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ପରେ ଆଜି ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।…

ଅନିଲ କେ ଆଣ୍ଟୋନିଙ୍କ ପାଇଁ ଭୋଟ୍ ମାଗିଲେ ମୋଦି

ତିରୁବନ୍ତପୁରମ: ଲୋକସଭା ନିର୍ବାଚନ ୨୦୨୪ ଘୋଷଣା ପାଇଁ ଆଉ କିଛି ଘଣ୍ଟା ବାକି ଅଛି | ଏହାପୂର୍ବରୁ ସମସ୍ତ ଦଳ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି। ସେପଟେ ଆଜି ପ୍ରଧାନମନ୍ତ୍ରୀ ମୋଦୀ କେରଳର ପଠାନମାଥିଟାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ…

ପାକିସ୍ତାନ ସୀମା ନିକଟରେ ପ୍ରଥମ ‘ଆପାଚି ଆଟାକ୍‌’ ହେଲିକପ୍ଟର ସ୍କ୍ଵାଡ୍ରନ୍‌ ଗଠନ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ଶୁକ୍ରବାର ପାକିସ୍ତାନ ଫ୍ରଣ୍ଟ ନିକଟ ଯୋଧପୁରର ମରୁଭୂମି ସେକ୍ଟରରେ ନିଜର ପ୍ରଥମ ‘ଆପାଚି ଆଟାକ୍‌’ ହେଲିକପ୍ଟର ସ୍କ୍ଵାର୍ଡନକୁ ଗଠନ ସହ ମୁତୟନ କରିଛି।ଭାରତୀୟ ବାୟୁସେନା ମହାନିର୍ଦ୍ଦେଶକ ଲେଫ୍‌ଟନାଣ୍ଟ ଜେନେରାଲ ଅଜୟ ସୁରି ଏବଂ ହେଲିକପ୍ଟରର ମୂଳ ନିର୍ମାତା ବୋଇଂର…

ଟିଏମସିକୁ ଝଟକା: ଦଳ ଛାଡି ବିଜେପିରେ ମିଶିଲେ ଦୁଇ ସାଂସଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଡବଲ ଝଟକା ଲାଗିଛି | ଆଜି ପଶ୍ଚିମବଙ୍ଗର ବାରକପୁର ସାଂସଦ ତଥା ବିଦ୍ରୋହୀ ନେତା ଅର୍ଜୁନ ସିଂଙ୍କ ସହ ଅନ୍ୟ ଜଣେ ସାଂସଦ ଦିବେନ୍ଦୁ ଅଧିକାରୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ଦୁଇ ନେତା ଦିଲ୍ଲୀର…

କେ କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ହାଇଦ୍ରାବାଦ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କୁ ଗିରଫ କରିଛି।ତଦନ୍ତକାରୀ ସଂସ୍ଥାର ଏକ ଟିମ୍‌ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିବାର କିଛି ଘଣ୍ଟା ପରେ…

କେଜ୍ରିୱାଲଙ୍କ ‘ସମନ’ ବିରୋଧୀ ଆବେଦନ ଖାରଜ

ନୂଆଦିଲ୍ଲୀ : ମାର୍ଚ୍ଚ ୧୬ରେ ସେସନ୍ସ କୋର୍ଟ ହାଜର ହେବା ପାଇଁ କରିଥିବା ସମନ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ ଖାରଜ ହୋଇଛି। ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।ଇଡି ଜାରି କରୁଥିବା ଏକାଧିକ ସମନକୁ…

ପୂର୍ଣ୍ଣ ସହାୟତାପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକଙ୍କ ଏମ୍‌ଏସିପି-ପିଏଚ୍‌ଡି ପାଇଁ ସରଳ ହେଲା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି।ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା…

ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ

ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି…

ଦେଶର ଶୀର୍ଷ ସଫଳ ୨୩ ମହିଳାଙ୍କ ଭିତରେ ସ୍ଥାନପାଇଲେ ମାଲକାନଗିରି ଝିଅ ଜୟନ୍ତୀ

ଦେଶର ଟପ୍‌ ସଫଳ ୨୩ ମହିଳାଙ୍କ ଭିତରେ ଅଛନ୍ତି ଆଦିବାସୀ ଝିଅ ଜୟନ୍ତୀ। ଅନ୍ତର୍ଜାତିୟ ମାଗାଜିନ୍‌ Forbes ତାଲିକାରେ ସେ ପାଇଛନ୍ତି ସ୍ଥାନ।ସାରା ବିଶ୍ୱ ଦେଖିଲା ଜୟନ୍ତୀଙ୍କ ସଫଳ ଗାଥା। Forbes ମାଗାଜିନ୍‌ରେ ଫଟୋ ବାହାରିବା ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ସେପଟେ ଦେଶର ଟପ୍‌…