Sign in
Sign in
Recover your password.
A password will be e-mailed to you.
ଜମାକାରୀକୁ ପରିପକ୍ବ ଜମାରାଶି ସହ ସୁଧ ଓ ମାମଲା ଖର୍ଚ୍ଚ ଦେବା ପାଇଁ ସାହାରା କୋଅପରେଟିଭ ସୋସାଇଟିକୁ…
ବ୍ରହ୍ମପୁର : ସାହାରା ଜମାକାରୀଙ୍କୁ ବାର୍ଷିକ ୯% ପ୍ରତିଶତ ସୁଧ ସହ ପରିପକ୍ବ ଜମାରାଶି ୪୭୦୧୬୦/- ଟଙ୍କା ସହ ମାମଲା ପରିଚାଳନା ଖର୍ଚ୍ଚ ବାବଦରେ ୨୦୦୦୦/- ଟଙ୍କା ଦେବା ପାଇଁ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ରାୟରେ ପ୍ରକାଶ କରିଛନ୍ତି । ଉକ୍ତ ଜମାରାଶିକୁ ଜମାକାରୀଙ୍କୁ ଦେବା ପାଇଁ!-->…
ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ
ଦାରିଙ୍ଗବାଡି, ୧୯/୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ହୋଇ ଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ରାଜକୁମାରୀ ସୁଆଲସିଂଙ୍କ ଅଧ୍ୟକ୍ଷତାରେ ସରପଞ୍ଚ ସଂଯୁକ୍ତା ମଲିକ ମୁଖ୍ୟ ଅତିଥି ଭାବେ ଯୋଗ!-->…
ସବୁ ସର୍କଲରେ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ଏପିଏସସିସି) ସ୍ଥାପନ କଲା ଟିପିଏସ୍ଓଡିଏଲ୍
• ପ୍ରଥମ ବିତରଣ କମ୍ପାନୀ ଭାବେ ମିଳିଲା ସଫଳତା• ରାୟଗଡାରେ ନୂତନ କେନ୍ଦ୍ର ଉଦଘାଟିତ• ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ପ୍ରାଥମିକତା
ବ୍ରହ୍ମପୁର : ଶକ୍ତି ଯୋଗାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା!-->!-->!-->…
ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ : ଦ୍ବିତୀୟ ସନ୍ଧ୍ୟାରେ ନାଟକ ‘ସଠିକ୍ ବିଚାର’ ମଞ୍ଚସ୍ଥ
ପାରଳାଖେମୁଣ୍ଡି (୧୯/୦୧) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରସ୍ଥିତ ଅର୍ବାନ୍ ବ୍ୟାଙ୍କ୍ ପଡିଆ ଠାରେ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ 'କ୍ରିଏଟିଭ୍ ଆର୍ଟସ୍' ଆୟୋଜିତ ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟାରେ ସଂସ୍ଥା ସଭାପତି ନ୍ରୁସିଂହ ଚରଣ!-->!-->!-->…
ପୂର୍ତ୍ତବିଭାଗ ରାସ୍ତା ଜିଡିଂପାଟା ଛକରୁ ଗଦାପୁର ଗ୍ରାମକୁ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନ ନେଇ ଗ୍ରାମବାସୀଙ୍କ…
ଦାରିଙ୍ଗବାଡ଼ି (୧୯/୧) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପୂର୍ତ୍ତବିଭାଗ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା ଜିଡିଂପାଟା ଛକରୁ ଗଦାପୁର ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ମରାମତି କାର୍ଯ୍ୟ ନିମ୍ନମାନ ନେଇ ଗୋଦାପୁର ଗ୍ରାମବାସୀ କାମବନ୍ଦ କରିବାକୁ ଠିକାଦାରଙ୍କୁ ଅଭିଯୋଗ!-->…
ପଥର ଖାଦାନ ବନ୍ଦ କରିବା ନିମନ୍ତେ ଦାବୀ ପତ୍ର ପ୍ରଦାନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଏ. ରଘୁନାଥପୁର ମୌଜା ରେ ଚାଲିଥିବା ପଥର ଖାଦାନ କୁ ତୁରନ୍ତ ବନ୍ଦ କରିବା ଦାବୀ ନେଇ ଶୁକ୍ରବାର ଏ ରଘୁନାଥପୁର ଗ୍ରାମ ର ବହୁ ବାସିନ୍ଦା ମାନେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି | ଏହି ପଥର!-->…
ମାଲେସିଆରେ ନୃତ୍ୟ ପ୍ରଦର୍ଶନ କରି ସୁନାମ ଅର୍ଜନ କଲେ ଛତ୍ରପୁର ନୃତ୍ୟଶିଳ୍ପୀ ସୁଧାଂଶୁ : ବିଭିନ୍ନ ମହଳରୁ ଶୁଭେଚ୍ଛା
ଛତ୍ରପୁର : ମାଲେସିଆ ରେ ନୃତ୍ୟ ପ୍ରଦର୍ଶନ କରି ସୁନାମ ଅର୍ଜନ କଲେ ଛତ୍ରପୁରର ନୃତ୍ୟଗୁରୁ ତଥା ନୃତ୍ୟ ଶିଳ୍ପୀ ସୁଧାଂଶୁ ଶେଖର ଶତପଥି | ସୁନାମଧନ୍ୟ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ତଥା ଗ୍ଲୋବାଲ ଆଇକନ ଗୁରୁ ଶାଶ୍ୱତ ଯୋଶୀଙ୍କ ଲାସ୍ୟକଳା ଟିମରେ ଛତ୍ରପୁର ସୁଧାଂଶୁ ଶେଖର ଶତପଥୀ ସାମିଲ!-->…
ତିନି କିଲୋରୁ ଉର୍ଦ୍ଧ୍ୱ ପରିମାଣର ଗଞ୍ଜେଇ ଜବତ: ବାପ-ପୁଅ ଗିରଫ…
ଦେବଗଡ଼,:ବେଆଇନ ଗଞ୍ଜେଇ ଚୋରା ଚାଲାଣ ଉଦ୍ୟମ ବେଳେ ବାରକୋଟ ଥାନା ପୁଲିସ ଚଢଉ କରି ଉକ୍ତ ଗଞ୍ଜେଇକୁ ଜବତ କରିବାସହ ଏ ଘଟଣାରେ ନଳବନ୍ଧ ଗ୍ରାମର ଯୋଗୀ ବେହେରା (୭୦)ଓ ତାଙ୍କ ପୁଅ ଖଗେଶ୍ୱର ବେହେରା(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ!-->…
ସର୍ବ ଭାରତୀୟ ସ୍ତରରେ ସୁନ୍ଦରୀ ସମ୍ମାନ ପାଇଲେ ବ୍ରହ୍ମପୁରର ଇଶାଙ୍କା ସାହୁ…
ବ୍ରହ୍ମପୁର : ବିଭିନ୍ନ କ୍ଷେତ୍ରରେ ଗଞ୍ଜାମର କଳାକାର, କ୍ରୀଡାବିତ୍ ଓ ମହିଳା ମାନେ ଜାତୀୟ ଓ ବିଶ୍ବସ୍ତର ରେ ସମ୍ମାନ ଆଣି ନିଜ ସହ ଜିଲ୍ଲାକୁ ଗୌରବ ଆଣି ପାରିଛନ୍ତି। ସେହିପରି ଶରଧାବାଲି ଅଞ୍ଚଳର ସୁଖବିନ୍ଦର୍ ସିଂହଙ୍କ ଧର୍ମପତ୍ନୀ ଶ୍ରୀମତୀ ଇଶଙ୍କା ସାହୁ ଦିଲ୍ଲୀ ଠାରେ ଅନୁଷ୍ଟିତ!-->!-->!-->…
ମୋହନା ହିଲ୍ ଟପ୍ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦଘାଟନ…
ଆର,ଊଦୟଗିରି : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲ୍ ଟପ୍ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଦ୍ବାରା ଆଡମ୍ବର ସହ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଶିବିରକୁ!-->!-->!-->…