ଶ୍ରୀ ଜଗନ୍ନାଥ ପରିକ୍ରମା ଉଦଘାଟନ ଅବସରରେ ‘ଭିନ୍ନ ଏକ ଦେବଦାସୀ’ ନାଟକ ପରିବେଷିତ…

ଫୁଲବାଣୀ : ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ଓଡିଶା ସଙ୍ଗୀତ ଓ ନାଟକ ଏକାଡେମୀ ଓ ଜିଲା ପ୍ରଶାସନ ସହାୟତାରେ କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ନାଟ୍ୟ ସଂସ୍ଥା "ବନାନୀ କଳା ସଙ୍ଗମ" ତରଫରୁ ରୁ ଶ୍ରି ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସର ରେ ଆଧ୍ୟାତ୍ମିକ ନାଟକ

କୋରାପୁଟ ଲୋକସଭା ପାଇଁ ସଂଯୋଜକ ହେଲେ ପୀତବାସ ପଣ୍ଡା…

ବ୍ରହ୍ମପୁର : ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ,ପିସିସି ସଭ୍ୟ ତଥା ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ କୋରାପୁଟ ଲୋକସଭା ଆସନ ପାଇଁ ସଂଯୋଜକ ଭାବରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଆସନ୍ତା ସଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କୋରାପୁଟ

ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଉତ୍ସବ ଅବସରରେ ନାଟକ ମଞ୍ଚସ୍ଥ…

ବ୍ରହ୍ମପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଗଞ୍ଜମର ମିଳିତ ଆନୁକୁଲ୍ୟରେ ଓଡିଶା ସଙ୍ଗୀତ ଏକାଡେମୀ ଦ୍ଵାରା ଅୟୋଜିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଉତ୍ସବ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ଓଡିଶା ସାଂସ୍କୃତିକ

କାଶୀପୁରରେ ପୋଲିସର ଆତଙ୍କରାଜ ବନ୍ଦ ଓ କମ୍ପାନୀ କର୍ମଚାରୀ ଆହତ ଘଟଣାର ନିରପେକ୍ଷ ତଦନ୍ତ ନିବେଦନ…

ଭୁବନେଶ୍ୱର : ରାୟଗଡା ଜିଲ୍ଲାର କାଶୀପୁର ଅଂଚଳରେ ପୋଲିସର ଆତଙ୍କରାଜ ବନ୍ଦ କରି ମୈତ୍ରୀ କମ୍ପାନୀ କର୍ମଚାରୀ ଆହତ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ମାନବାଧିକାର ଓ ସାମାଜିକ କର୍ମକର୍ତ୍ତାମାନେ ଏକ ପ୍ରେସ୍ ବିବୃତି ଜରିଆରେ ନିବେଦନ କରିଛନ୍ତି। ଏ ସଂପର୍କିତ ଗଣମାଧ୍ୟମ ବିବରଣୀକୁ

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ଏକ ମେଗା କମ୍ପୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ନାରୟଣୀ ଯାତ୍ରା ମଣ୍ଡପ ଠାରେ ସର୍ବସାଧାରଣଙ୍କ ପାଇଁ ଅନୁଷ୍ଠିତ ହୋଇ ଯାଇଛି l

ନାବାଳିକାକୁ ଦୁଷ୍କର୍ମ କରି ଯୁବକ ଗିରଫ…

ଦାରିଙ୍ଗବାଡି,୧୮/୧ ଦାରିଙ୍ଗବାଡି ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗତକାଲି ଅଭିଯୁକ୍ତ ଗିରଫ ହୋଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଗିରଫ ଜଣକ ହେଲେ ଗ୍ରୀନବାଡ଼ି ଗ୍ରାମର ସ୍ମିତ କାର୍ଜୀ ଓରଫ ଚନ୍ଦନ । ପୋଲିସ ସୂଚନା ପ୍ରକାରେ, ନାବାଳିକା

ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ…

ଚିକିଟୀ : ଚିକିଟୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ,

ପରିକ୍ରମା ପ୍ରକଳ୍ପ ନେଇ ନାଟକ ପାତାଳୀ ଶ୍ରୀକ୍ଷେତ୍ର ମଞ୍ଚସ୍ଥ…

ମାଲକାନଗିରି : ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ନେଇ ଜିଲ୍ଲା ସଂସ୍କୃତି ଭବନ ଠାରେ ନାଟକ ପାତାଳୀ ଶ୍ରୀକ୍ଷେତ୍ର ମଞ୍ଚସ୍ଥ ହୋଇଛି। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଗୋଲ୍ଡେନ ମିଗ୍ କଳା

ଟିପିଏସ୍ଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ; ୫୫ ୟୁନିଟ ରକ୍ତ ସଂଗ୍ରହ…

ଜୟପୁର,: ଜାନୁଆରୀ: ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଜୟପୁରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ସାମାଜିକ ଦାୟିତ୍ୱବୋଧ ପ୍ରତିପାଦନ ସହ ନିଜ ସମ୍ପ୍ରଦାୟକୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ରକ୍ତଦାନ ଶିବିରର

ନଦୀରେ ବୁଡ଼ିଯାଇ ଶିଶୁ ମୃତ…

ହିଞ୍ଜିଳିକାଟୁ, ତା ୧୮/୧ : ଗୁରୁବାର ମଧ୍ୟାହ୍ନରେ ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀ ପାଣିରେ ବୁଡି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ଜଗନ୍ନାଥ ଗୌଡଙ୍କ ପୁତ୍ର ନୀଳମାଧବ ଗୌଡ (୭) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ - ୫/୨୪ ରେ ଏକ