Sign in
Sign in
Recover your password.
A password will be e-mailed to you.
ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି; ୪ ମୃତ…
ବରଗଡ଼ : ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି। ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ମଧ୍ୟପ୍ରଦେଶର ହୋଇଥିବା…
ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କଲା ରାଜ୍ୟ ବିଜେପି…
ଭୁବନେଶ୍ବର : ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଆଜି ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ସେମାନଙ୍କ ନାମ ଘୋଷଣା କରାଯାଇଛି।
ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚା ପ୍ରଭାରୀ କରାଯାଇଥିବା ବେଳେ…
ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ, ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ…
ନୂଆ -ଓ ଯୁବ ଓଡିଶା -ନବୀନ ଓଡିଶାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟଟିତ…
ହିଞ୍ଜିଳିକାଟୁ ୧୮/୧ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଣ୍ଡଳା -ବେଲଗାଁ ପରିସରରେ ଅଧ୍ୟକ୍ଷା ଡ଼ ଅମିତା ପଣ୍ଡାଙ୍କ ତତ୍ବାବଧାନରେ ନୂଆ ଓ ଯୁବ ଓଡିଶା ର ବିଶ୍ୱ ଓଡ଼ିଆ ଭାଷା ସର୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ!-->…
ଆରମ୍ଭ ହେଲା ମା ଆଦିଶକ୍ତି କ୍ରିକେଟ ଟୁର୍ନାମେଣ୍ଟ…
ବ୍ରହ୍ମପୁର : ରୟାଲ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଆରମ୍ଭ ହେଲା ଦଶ ଓଭର ବିଶିଷ୍ଟ ମ୍ୟାଚ | ଏହା ଚାରି ଦିନ ବ୍ୟାପି ଖେଳାଯିବ ଉଦଘାଟନ ଉଚ୍ଚବରେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ଆମନ୍ତ୍ରଣ ଅତିଥି ରୂପେ କର୍ପୋରେଟର ଦୁର୍ଗା!-->…
ନିଷ୍ଠୁର ମା’; କାନ୍ଦିବାରୁ ଦୁଇ ଛୁଆଙ୍କୁ କୂଅକୁ ଫିଙ୍ଗିଦେଲା
ଅନୁଗୋଳ : ଜନ୍ମ କଲା ମା’ ହିଁ ସାଜିଲା ପିଶାଚିନୀ। ନିଜ ହାତରେ ହିଁ ନିଜ ମମତାର ତଣ୍ଟି ଚିପି ଦେଲା। ବିବାହର ଦୀର୍ଘ ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଥିଲା। ହେଲେ ନିଜେ ହିଁ ସହି ପାରିଲାନି ନିଜ ଖୁସି। ଛୁଆଙ୍କ କାନ୍ଦରେ ଅସହ୍ୟ ହୋଇ ନିଜ କୋଳ ଖାଲି କରିବାକୁ…
ଆଗାମୀ ତିନି ଦିନ ଅଧା ଓଡ଼ିଶାରେ ହେବ ଘନକୁହୁଡ଼ି…!
ଭୁବନେଶ୍ବର : ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗୁରୁଚାପ ବଳୟ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆଗାମୀ ତିନି ଦିନ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି…
ଜଳକା ନଦୀରେ ଡଲ୍ଫିନ୍…
ବାଲେଶ୍ବର : ଜଳକା ନଦୀରେ ଭାସୁଥିଲା ଡଲ୍ଫିନ୍। ଗାଁ ଲୋକେ ଧରି ପୋଖରୀରେ ଛାଡ଼ିଥିଲେ। ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ପୋଖରୀରୁ ଡଲ୍ଫିନ୍କୁ ଉଦ୍ଧାର କରି ସମୁଦ୍ରରେ ଛାଡ଼ିଛି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଖବର।
ବସ୍ତା ଦେଇ ପ୍ରବାହିତ ହୋଇଛି ଜଳକା ନଦୀ। ଆଜି ସକାଳେ ସେହି ନଦୀର…
ସିଭିଲ ସର୍ଭିସ କୋଚିଂ କ୍ଲାସ୍ରେ ଟଳିପଡ଼ିଲେ ଛାତ୍ର
ଇନ୍ଦୋର : ବୟସ ମାତ୍ର ୨୦ ବର୍ଷ। ଆଖିରେ ଥିବ ଆଖିଏ ସ୍ୱପ୍ନ। ପ୍ରାଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବାପାମା’ଙ୍କ ଆଶାଆକାଙ୍କ୍ଷା ପୂରଣ କରିବେ। ନିଜର ସ୍ୱପ୍ନ ସାକାର କରିବେ। ସେଥିପାଇଁ ରାଜା ଲୋଧି ଜୋରଦାର ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ କିଏ ଜାଣିଥିଲା, କୋଚିଂ କ୍ଲାସ୍…
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଘୋଟାଲା, ତାତିଲେ ଆଶାୟୀ…
ଭୁବନେଶ୍ବର : ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା। ତାଙ୍କ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ। କେବଳ ଏତିକି ନୁହେଁ,…