କରସେବକଙ୍କୁ ଗୁଳି କରିବା ଉଚିତ ନିଷ୍ପତ୍ତି ଥିଲା : ଶିବପାଳ ଯାଦବ

ଲକ୍ଷ୍ନୌ: ଅଯୋଧ୍ୟାର ରାମମନ୍ଦିର ଏବେ ଚର୍ଚ୍ଚାର କେନ୍ଦ୍ରରେ ଥିବାବେଳେ ରାଜନୈତିକ ନେତାମାନେ ଭଳିକି ଭଳି ବୟାନ ଦେଇଚାଲିଛନ୍ତି । ଏପରିକି କେତେକ ନେତା ପୁରୁଣା ବିବାଦକୁ ନେଇ ପୁଣି ଥରେ ବୟାନ ଦେଇଚାଲିଛନ୍ତି । ସମାଜବାଦୀ ପାର୍ଟି ନେତା ତଥା ଗୁଳି ଚଳାଇବାକୁ…

ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ସାମଗ୍ରୀ ‌ନେଇ ଅଯୋଧ୍ୟା ଯାଉଥିବା ଗାଡ଼ି ଦୁର୍ଘଟଣାଗସ୍ତ; ୨ମୃତ, ୫ଜଣ ଆହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଗୁରୁବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବସ୍ତିର ସଦର କୋତବାଲି ଅଞ୍ଚଳରେ ଏହି ଦୁର୍ଘଟଣା…

ଏଲ୍‌ଓସିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ ସହିଦ..

ଶ୍ରୀନଗର : ଜମ୍ମୁ-କଶ୍ମୀରର ନୌସେରା ସ୍ଥିତ ଏଲ୍‌ଓସି ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆଜି ସକାଳୁ ଏହି ବିସ୍ଫୋରଣ ଘଟିଛି। ଆହତ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଜାନୁଆରୀ ୨୨ରେ ହାଫ୍ ଡେ’ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେହିଦିନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେହିଦିନ କେନ୍ଦ୍ର ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି। ସାରା…

କାନପୁର ଆଇଆଇଟି ହଷ୍ଟେଲ୍‌ ରୁମ୍‌ରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

କାନପୁର : କାନପୁର ଆଇଆଇଟିରେ ପିଏଚ୍‌ଡି କରୁଥିବା ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ତାଙ୍କ ହଷ୍ଟ୍ରେଲ ରୁମ୍‌ରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରିୟଙ୍କା ଜୟସ୍ୱାଲ। ତାଙ୍କ ଘର ଝାଡ଼ଖଣ୍ଡର ଡୁମ୍‌କାରେ। ଆଜି ସକାଳେ ପ୍ରିୟଙ୍କାଙ୍କ ବାପା ନରେନ୍ଦ୍ର…

୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା…

ନୂଆଦିଲ୍ଲୀ : ବିଦ୍ୟାର୍ଥୀ ଆତ୍ମହତ୍ୟା, ଅକୁଳାଣ ସୁବିଧା, ପାଠପଢ଼ା ସମସ୍ୟା ଓ ବ୍ୟୟବହୁଳ ଫି ଆଦିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଚିଂ ସେଣ୍ଟରଗୁଡ଼ିକ ପାଇଁ ନିର୍ଦ୍ଦେଶାବଳି ଧାର୍ଯ୍ୟ କରିଛନ୍ତି। ଏହି ନିର୍ଦ୍ଦେଶାବଳି କୋଚିଂ ସେଣ୍ଟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ଦିଷ୍ଟ।…

ଅପେରସନ ସୂର୍ଯ୍ୟଶକ୍ତିର କମାଲ

ଉମରକୋଟ: ଜ଼ିଲ୍ଲା କାଁକେର, ନାରାୟଣପୁର ଓ ଗଡ଼ଚୂରଳିରେ ସିଆରପିଏଫର ବଡ଼ ସଫଳତା | ନକ୍ସଲ ମାନଙ୍କ ଅନେକ ଗୁପ୍ତ ଠିକଣା ସନ୍ଧାନ କରି ଭାଙ୍ଗି ଦିଆଗଲା l ସୂଚନା ଅନୁସାରେ, ଜ଼ିଲ୍ଲା କାଁକେର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଉର୍ଚାପାଳ, ପାରାଦୀ, ପଙ୍ଗୁର, ଟୀକାମେଟା, କୁକୁର ଇତ୍ୟାଦି ସ୍ଥାନରେ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜେରା କଲା ଇଡି

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହରିୟାଣାର ପୂର୍ବତନ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ଆଜି ଇଡି ପଚରାଉଚରା କରିଛି। ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ…

ବାଣ ନେଇ ଅଯୋଧ୍ୟା ଯାଉଥିବା ଟ୍ରକ୍‌ରେ ଲାଗିଲା ନିଆଁ…

ବାଣ ଲଦା ହୋଇଥିବା ଏକ ଟ୍ରକ୍‌ରେ ଲାଗିଲା ନିଆଁ। ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଖରଗିଖେଡା ଗାଁ ନିକଟରେ ଏକ ଟ୍ରକ୍‌ରେ ସନ୍ଦିଗ୍ଧ ପରିସ୍ଥିତିରେ ନିଆଁ ଲାଗିବା ଯୋଗୁ ଭୟଙ୍କର ବିସ୍ଫୋରଣ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସୂଚନା ମୁତାବକ, ଆଜି…

ତୃତୀୟ ଦିନରେ ଜମୁଛି ଧନୁଯାତ୍ରା…

ବରଗଡ: ତୃତୀୟ ଦିନରେ ଜମୁଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗୋପପୁରରେ ଶ୍ରୀକୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି ନନ୍ଦରାଜା ଓ ନନ୍ଦରାଣୀ । ସେଥିପାଇଁ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର । ଏହାସହ…