ଫେକ୍‌ ଆକାଉଣ୍ଟ ମାମଲା: ର‍୍ୟାକେଟ୍‌ର ଅନ୍ୟତମ ସଦସ୍ୟ ସୌରଭ ମାଇତି ଗିରଫ…

ଭୁବନେଶ୍ବର: ଫେକ୍‌ ଆକାଉଣ୍ଟ ମାମଲାରେ ଆଉ ଜଣେ ଗିରଫ । ପଶ୍ଚିମବଙ୍ଗ ମେଦିନାପୁରରୁ (୩୦) କୁ ଗିରଫ କଲା ଏସ୍‌ଟିଏଫ୍ । ଗିରଫ ପରେ ସୌରଭକୁ ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି । ଗରିବ ଓ ଅପାଠୁଆ ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ଆଣି ତାଙ୍କ ନାଁ ରେ…

ଥାର୍ଡଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମୀଙ୍କୁ ବଦଳି…

କୋରାପୁଟ : ଥାର୍ଡ ଡିଗ୍ରୀ ନାଁ ଶୁଣିଲେ ହିଁ ମନରେ ଭୟ ଆସେ । କାରଣ ଏହା ଅତ୍ୟନ୍ତ ଭୟଙ୍କର ହୋଇଥାଏ । ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଥାର୍ଡଡିଗ୍ରୀ ଦିଆଯାଇଥିବାର ଅଭିଯୋଗ ଆସିଛି । ରିପୋର୍ଟ ମୁତାବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିର୍ଦ୍ଧୁମ ମାଡ଼…

ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପ୍ରସଙ୍ଗ: ହାଇକୋର୍ଟରେ ଆସନ୍ତା ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି…

କଟକ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଗହୀରମଥା ଋଷିକୂଲ୍ୟାରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ନେଇ ମାମଲା ହାଇକୋର୍ଟରେ ଜାରି ରହିଛି। ସତ୍ୟପାଠ ଦାଖଲ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଦେଇଛନ୍ତି। ସବୁ ମାଛ ଧରା ବୋଟ୍‌ରେ ଜିପିଏସ୍‌…

ସରକାରୀ ଘର ଖାଲି କରିବାକୁ ମହୁଆକୁ ମିଳିଲା ତୃତୀୟ ନୋଟିସ୍‌…

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୈତ୍ରଙ୍କୁ ବୁଧବାର ନୂଆଦିଲ୍ଲୀରେ ତାଙ୍କ ସରକାର ଆବଣ୍ଟିତ ବାସଭବନ ଖାଲି କରିବାକୁ ପୁଣି ନୋଟିସ୍‌ ମିଳିଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ସମ୍ପତ୍ତି ନିର୍ଦ୍ଦେଶାଳୟ…

ଶ୍ରୀକ୍ଷେତ୍ରକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ଆସନ୍ତାକାଲି ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ…

ପୁରୀ : ଶ୍ରୀକ୍ଷେତ୍ରକୁ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହି ବସ୍ ସେବାର ଶୁଭାରମ୍ଭ କରିବେ । ସବୁ ଜିଲ୍ଲାକୁ ପୁରୀକୁ ଗଡ଼ିବ ଲକ୍ଷ୍ମୀ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ଏନେଇ ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି ।…

ମଝି ଆକାଶରେ କ୍ରୁ ସଦଦ୍ୟଙ୍କୁ କାମୁଡ଼ି ଦେଲେ ଯାତ୍ରୀ, ଅଧାରାସ୍ତାରୁ ଫେରିଗଲା ବିମାନ

ଦିନକୁ ଦିନ ବିମାନ ଭିତରେ ହିଂସକ ହୋଇପଡୁଛନ୍ତି ଯାତ୍ରୀ। ଏପରିକି କ୍ରୁ ସଦସ୍ୟଙ୍କୁ ମାଡ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ ବିଳମ୍ବ ହେବା ପରେ ପାଇଲଟଙ୍କୁ ଜଣେ ଯାତ୍ରୀ ଚାପୁଡା ମାରିବ ଘଟଣା ପରେ ଏବେ ସେଭଳି ଆଉ ଏକ ଘଟଣା…

ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟ ଅନୁସାରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ସହ ଫଳକ ଉନ୍ମୋଚନ ହୋଇଛି…

ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରଫ ଜବତ, ୨ ଗିରଫ…

ଭୁବନେଶ୍ବର: ବିପୁଳ ପରିମାଣର କଫ ସିରପ ଜବତ କଲା ନୟାପଲ୍ଲୀ ପୋଲିସ । ୧୬୮୦ ଟି ବୋତଲ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ମହିମା ନଗର ଗାଢକଣ ର ଜଗନ୍ନାଥ ଜେନା ଓରଫ ଜଗନ (୪୭) ଓ ସାଲିଆ ସାହି ବସ୍ତିର ଅନିଲ କୁମାର ନାୟକ…

ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ସନେତନତା ଅଭିଯାନ

ମାଲକାନଗିରି,୧୭।୧ : ମାଲକାନଗିରି ଜିଲ୍ଲା ସହର ମହକୁମାର ବିଭିନ୍ନ ଛକରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆଜି ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଓ ଯାତ୍ରୀଙ୍କ ନିମନ୍ତ୍ରଣ ସ୍ବେଚ୍ଛାକୃତ ସମର୍ଥନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଜାତୀୟ ଯୁବ

ସପରିବାର କଂଗ୍ରେସକୁ ଫେରିଲେ ଗିରିଧର ଗମାଙ୍ଗ

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଯୋଗ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ସେମାନଙ୍କୁ…