ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ମିଳିତ ତଦନ୍ତ କରିବେ ସିବିଆଇ ଓ ଏସଆଇଟି…

କୋଲକାତା: ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ହୋଇଥିବା ଆକ୍ରମଣ ମାମଲାରେ କାଲକାଟା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ମିଳିତ ତଦନ୍ତ ସିବିଆଇ ଓ ପୁଲିସର ଏସଆଇଟି ଦ୍ୱାରା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର…

ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ ସଫଳତା : ୩ ନକ୍ସଲ ଗିରଫ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ବିଭିନ୍ନ ଆକ୍ରମଣ, ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ମାଓ ଘଟଣାରେ ଜଡିତ ଥିବା ୩ ମାଓବାଦୀକୁ ଗିରଫ କରିଛି ସୁରକ୍ଷା ବାହିନୀ । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ବାସାଗୁଡା-ଗଙ୍ଗାଲୁର ପୁଲିସ ଥାନା ଅନ୍ତର୍ଗତ ଏକ ଯାତ୍ରୀବାହୀ ବସ୍‌ରେ

ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ନବୀନଙ୍କ ଆଖିରେ ଲୁହ। ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ। ଜଗନ୍ନାଥ ଭାବ ପ୍ରେମରେ ନିମଗ୍ନ ହେବା ସହ ନବୀନଙ୍କ ଆଖି ଛଳ ଛଳ ହୋଇଥିଲା। ଆପେଆପେ ଲୁହରେ ଭିଜିଯାଇଥିଲା ଆଖି । ମୁଖ୍ୟମନ୍ତ୍ରୀ ଭକ୍ତି ଓ ଖୁସିରେ…

ଭାରତ ଏକ ଅସାଧାରଣ ସଫଳତାର କାହାଣୀ: ଆମେରିକା ବୈଦେଶିକ ସଚିବ ବ୍ଲିଙ୍କେନ୍‌

ଡାଭୋସ୍‌: ଭାରତକୁ ଏକ ଅସାଧାରଣ ସଫଳତାର କାହାଣୀ ବୋଲି ବର୍ଣ୍ଣନା କରି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ବୁଧବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ…

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି…

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି । ଫେବ୍ରୁଆରି ୧ ଯାଏଁ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି । ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ପ୍ରଦାପ…

ବରୁଣେଶ୍ୱର ମହୋତ୍ସବ ଉଦଘାଟିତ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ…

ଯାଜପୁର : ଯାଜପୁର ବିଂଝାରପୁର ବ୍ଳକ ଅରେଇରେ ବରୁଣେଶ୍ୱର ମହୋତ୍ସବ କମିଟି ପକ୍ଷରୁ ବରୁଣେଶ୍ୱର ମହୋତ୍ସବ ଉଦଘାଟିତ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦଘାଟନ କରିଥିଲେ। ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା: ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ରିପୋର୍ଟ ସାର୍ବଜନୀନ ପାଇଁ ସରକାରଙ୍କ ଆଭିମୁଖ୍ୟ ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ। ଆସନ୍ତା ଦୁଇ ସପ୍ତାହ ପରେ…

ଯୁବତୀଙ୍କୁ ଅତି ନିର୍ମମ ଭାବେ ଗୁରୁତର କଲା ହତାଶିଆ ପ୍ରେମିକ…

ବାଲେଶ୍ୱର: ହସ୍ପିଟାଲ ବେଡ୍ ରେ ଆଖିବୁଜି ପଡିଛନ୍ତି ଜଣେ ଯୁବତୀ । ଅବସ୍ଥା ଗୁରୁତର ଥିବାରୁ ଚାଲିଛି ଚିକିତ୍ସା । ପାଖରେ ଝିଅକୁ ଜଗି ବସିଛନ୍ତି ମା । କଣ କହିବେ କଣ କରିବେ କିଛି ବୁଝି ପାରୁନାହାନ୍ତି । ଝିଅର ଏ ଅବସ୍ଥାରେ କଣ ବା କାହାକୁ କହିବେ । ହେଲେ ସଭିଏଁ…

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହକୁ ଏକ କିଲୋମିଟର ବୋହି ନେଲେ ପରିବାର ଲୋକେ…

ସୁନ୍ଦରଗଡ଼: ପୁଣି ମୃତଦେହକୁ ଅସମ୍ମାନ । ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତକ ହେଲେ ସୁନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର…

ହିଞ୍ଜିଳିକାଟୁରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥାମୃତ…

ହିଞ୍ଜିଳିକାଟୁ ୧୭/୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ମନ୍ଦିର ଆଗରେ ହିଞ୍ଜିଳିକାଟୁ ଭଗଵତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁଧବାର ସଂନ୍ଧ୍ୟାରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥାମୃତ ଆରମ୍ଭ ହୋଇଛି । ଭଗବତ କଥାମୃତ ପାଠ ଏବଂ ଶ୍ରବଣ ଦ୍ବାରା