Sign in
Sign in
Recover your password.
A password will be e-mailed to you.
ଟେକ୍ ଅଫ୍ ବେଳେ ରନ୍ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ
ଟେକ୍ ଅଫ୍ ବେଳେ ରନ୍ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ। ଅଳ୍ପକେ ବର୍ତ୍ତିଲେ ୨୮୦ରୁ ଅଧିକ ଯାତ୍ରୀ। ଜାପାନ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଅଘଟଣ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।
ଏଏଫ୍ପିର ସୂଚନା ମୁତାବକ, ମଙ୍ଗଳବାର ଜାପାନର ଉତ୍ତର…
ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟ ଉପରେ ଇରାନର ମିସାଇଲ ଆକ୍ରମଣ; ୪ ମୃତ
ପାଲେଷ୍ଟାଇନ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପାଇଁ ଅଡୁଆ ବଢିଛି। ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆଟାକ୍ କରିଛି ଇନାର। ଏଥିରେ ଚାରି ଜଣଙ୍କର…
ଅଟଳ ସେତୁରେ ଯା’ଆସ କରୁଥିବା ଲୋକଙ୍କୁ ଚେତାବନୀ ଦେଲା ମୁମ୍ବାଇ ପୁଲିସ…
ଜାନୁଆରୀ ୧୨ ତାରିଖରେ ଉଦ୍ଘାଟିତ ହୋଇଥିଲା ଅଟଳ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିଥିଲେ। ଅଟଳ ସେତୁ ହେଉଛି ଭାରତର ଦୀର୍ଘତମ ସମୁଦ୍ର ସେତୁ। ଏହାର ଲମ୍ବ ହେଉଛି ୨୧.୮ କିଲୋମିଟର। ଏହି ସେତୁ ମୁମ୍ବାଇର ସେୱରୀରୁ ବାହାରି ରାୟଗଡ଼ ଜିଲ୍ଲାର…
ମହିଳାଙ୍କ ଆତ୍ମହତ୍ୟା…
ହିଞ୍ଜିଳିକାଟୁ ୧୬/୧ : ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମ ଦେଉଳ ସାହିର ଜଣେ ମହିଳା ବେକରେ ଲୁଗା ଲଗାଇ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ ଶତ୍ରୁ ପ୍ରଧାନ ଙ୍କ ସ୍ତ୍ରୀ ପୁର୍ଣ୍ଣବାସି ପ୍ରଧାନ (୩୪)। ମୃତ ପୁର୍ଣ୍ଣବାସି ଙ୍କ ସ୍ବାମୀ ଭୁବନେଶ୍ଵର ରେ ରହୁଥିବା ଵେଳେ!-->…
ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସପ୍ତମ ଶ୍ରେଣୀ ଛାତ୍ରୀ, ଗୁରୁତର ଅବସ୍ଥାରେ ଏମ୍କେସିଜିରେ ଭର୍ତ୍ତି…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ଗ୍ରାମର ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଛାତ୍ରୀ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି । ଛାତ୍ରୀ ଜଣକ ହେଲେ ସପ୍ତମ ଶ୍ରେଣୀର ରାଣୀ ଭୁୟା । କ’ଣ ପାଇଁ ଏବଂ କାହିଁକି ବିଷ…
ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ସହ ମଦ ଦୋକାନ ବନ୍ଦ ପାଇଁ ବିଜେପିର ଦାବି…
ଭୁବନେଶ୍ବର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏଥିପାଁଇ ଓଡିଶାରେ ଛୁଟି ଘୋଷଣା କରିବାକୁ ବିଜେପି ଦାବି କରିଛି । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି…
ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ ପ୍ରଣବ ଦାସଙ୍କ ଜବାବ
ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ ଏହାର କାଉଣ୍ଟର ଜବାବ ରଖିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ବିଧାୟକ ଜବାବ…
ପୁଣି ମାଞ୍ଜା ସୂତାରେ କଟିଲା ବେକ…
କଟକ : ପୁଣି ମାଞ୍ଜା ସୂତାରେ କଟିଲା ବେକ । ଆଜି କଟକ ବାଲିକୁଦା ଅଞ୍ଚଳରେ ମାଞ୍ଜା ସୂତା ଲାଗି ଜଣେ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ କଟକ ଫେରିଲା ବାଟରେ ବାଲିକୁଦାଠାରେ ପ୍ଲାଷ୍ଟିକ ସୂତା ବେକରେ ଲାଗିଯାଇଥିଲା। ଗତକାଲି ମଧ୍ୟ କଟକ ସଦର ଥାନା ବାଲିକୁଦା ଅଞ୍ଚଳର…
ଖଣି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦୁଇ ଅଟକ…
ଖୋର୍ଦ୍ଧା: ଜଣେ ଖଣି ଅଧିକାରୀ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ କରିଛି। ଏହି ଆକ୍ରମଣରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଉଭୟଙ୍କୁ ପଚରାଉଚରା କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ମିଳିଥିବା ସୂଚନା…
କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ…
ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଆଖିବୁଜିଲା ଆଉ ଏକ ଚିତା। ମଙ୍ଗଳବାର ଚିତା ସୌର୍ଯ୍ୟର ମୃତ୍ୟୁ ହୋଇଛି। ଏହି ଚିତାକୁ ଦକ୍ଷିଣ ଆଫ୍ରିକାର ନାମ୍ବିଆରୁ ଅଣାଯାଇଥିଲା। ଏହାକୁ ମିଶାଇ କୁନୋ ନ୍ୟାସନାଲ ପାର୍କରେ ବର୍ତ୍ତମାନ ସୁଦ୍ଧା ୧୦ଟି ଚିତାର ମୃତ୍ୟୁ…